ଆମ ଜିଲା ଖବର

ପୋଷ୍ଟ ଅଫିସ୍‌ରେ ହେଉନି ଆଧାର ସଂଶୋଧନ: ଲୋକେ ହୀନସ୍ତା

ଯୋଡ଼ା, ୧୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରର ମଧ୍ୟଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍‌ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା ହେଉଥିବା ଅଭିଯୋଗ କରିଛନ୍ତି। ଯୋଡା ସହରର ବିପ୍ଳବ ଚାଟାର୍ଜୀ, ସମୀର ଦାସ, ମହମ୍ମଦ ଅଲୀ,…

ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀ, ପୋଲିସକୁ ମାଡ଼; ୩ ଗିରଫ

ପଦ୍ମପୁର, ୧୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତର ବନ୍ଧସାହି ଠାରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ବେଳେ ଅତିରିକ୍ତ ତହସିଲଦାର ଓ ପୋଲିସକୁ ଦୁର୍ବ୍ୟବହାର ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ…

୨ ହାତୀଦାନ୍ତ ଜବତ: ୫ ଗିରଫ

ବାରିପଦା ଅଫିସ ୧୪ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ଟିଟିଆ ଛକରୁ ବନ ବିଭାଗ ଗୁରୁବାର ସନ୍ଧ୍ୟାରେ ଦୁଇଟି ହାତୀଦାନ୍ତ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଉପର…

ଅପମିଶ୍ରିତ ସୋରିଷ ତେଲ ବିକ୍ରି ଅଭିଯୋଗରେ ଚଢାଉ

ବାରିପଦା ଅଫିସ, ୧୪ା୨- ମୟୂରଭଞ୍ଜ ଜିଲା ବାରିପଦା ବଜାରରେ ଅପମିଶ୍ରିତ ସୋରିଷ ତେଳ ବିକ୍ରି ହେଉଥିବା ଅଭିଯୋଗ ପାଇ ଟାଉନ ପୋଲିସ ବୁଧବାର ରାତିରେ ଏକ ଦୋକାନରେ ଚଢାଉ କରିଥିଲା। ଉକ୍ତ ଦୋକାନରୁ ୧୧ଟି ୨୦୦ ମି.ଲି ସୋରିଷ ତେଲ ବୋତଲ…

ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ମାଧବଙ୍କୁ ଶ୍ରେଷ୍ଠ ଜୁରୀ ସମ୍ମାନ

ବାଲେଶ୍ୱର ଅଫିସ, ୧୪।୨-ବାଲେଶ୍ୱର ସୁନହଟ ଅଞ୍ଚଳର ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ା ଗତ ୭, ୮ ଓ ୯ ତାରିଖ ୩ଦିନ ଧରି ବିହାରର ଔରଙ୍ଗାବାଦ ସହରର ଦାଉଦ ନଗରରେ ଅବସ୍ଥିତ ସଂସ୍କାର ବିଦ୍ୟା, ବିଦ୍ୟା ନିକେତନ…

ଏଫଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ: ସାମିଲ୍‌ ହେଲେ ୭ ଦେଶର ପ୍ରତିନିଧି

ବାଲେଶ୍ୱର ଅଫିସ, ୧୪।୨-ବାଲେଶ୍ୱର ଫକୀରମୋହନ(ଏଫଏମ୍‌) ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ, ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବିଶ୍ୱ ସମ୍ବନ୍ଧୀୟ ଭାରତୀୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ‘ନୂତନ ଭାରତ; ଆଞ୍ଚଳିକ ପ୍ରଯୁଜ୍ୟତା ଏବଂ ବିଶ୍ୱସ୍ତରୀୟ ଆକାଂକ୍ଷା’ ଶୀର୍ଷକ ଦୁଇ ଦିବସୀୟ…

ସୁପାରିକିଲର ମାମୁଦ ଏନଏସ୍‌ଏରେ ଭର୍ତ୍ତି: ୧୪ଟି ଅପରାଧ ସହ ସମ୍ପୃକ୍ତ

ବାଲେଶ୍ୱର ଅଫିସ,୧୩।୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ଅଞ୍ଚଳର ସୁପାରିକିଲର ସେକ ମାମୁଦ (୨୪)ଙ୍କୁ ଜିଲା ମାଜିଷ୍ଟ୍ରେଟ୍‌ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅନୁମୋଦନକ୍ରମେ ଗୁରୁବାର ଏନଏସଏ(ଜାତୀୟ ନିରାପତ୍ତା ଆଇନ)ରେ ଭର୍ତ୍ତି କରାଯାଇଛି। ଏନେଇ ଡିଏସ୍‌ପି ମନୋଜ ମନୋଜ ରାଉତ ସୂଚନା…

ଷ୍ଟେଶନରୁ ୧୨୦ କଇଁଛ ଉଦ୍ଧାର

ରୂପ୍‌ସା,୧୩।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ଚଢ଼ାଉ କରି ବୁଧବାର ରାତିରେ ଜଳେଶ୍ୱର ଷ୍ଟେଶନରୁ ୧୨୦ଟି ଦେଶୀ କଇଁଛ ଉଦ୍ଧାର କରିଛନ୍ତି। ଏଏସ୍‌ଆଇ ଏସ୍‌. ପାତ୍ର, ଏଏସ୍‌ଆଇ କେ. ଏସ ପଣ୍ଡା, କନଷ୍ଟେବଳ ପ୍ରଭାକର ସ୍ବାଇଁ ଓ…

କାଗଜପତ୍ର ଜବତ କଲା ପୋଲିସ: ଜାଲ ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଜାଲ ସାର୍ଟିଫେକେଟ ଦେଇ ଅନେକ ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଜଣାପଡ଼ିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାର ସମସ୍ତ ୨୨ ବ୍ଲକରେ ଏହାର ଖୋଳାତାଡ ଆରମ୍ଭ ହୋଇଛି । ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା…

ଲାଞ୍ଚ ନେଇ ଆର୍‌ଡି କିରାଣି ଗିରଫ

ଫୁଲବାଣୀ ଅଫିସ, ୧୩ା୨-କାମ କରୁନି ସରକାରଙ୍କ ୫-ଟି ଫର୍ମୁଲା । ସାଧାରଣ ଲୋକଙ୍କୁ ସରକାରୀ କର୍ମଚାରୀମାନେ ହଇରାଣ କରିବା କଥା ଛାଡ, ଖୋଦ ନିଜ ବିଭାଗର କର୍ମଚାରୀଙ୍କୁ ବି ଛାଡୁ ନାହାନ୍ତି। ଅବସରକାଳୀନ ସହାୟତା ଏବଂ ପେନସନ୍‌ କରିଦେବା ପାଇଁ ୫…

ତଲାବିରା କୋଇଲା ଖଣି ବିବାଦ: ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଲା ପୋଲିସ

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ତଲାବିରା କୋଇଲା ଖଣି ୧ ଓ ୨ରେ ବିବାଦ ଲାଗି ରହିଛି । କୋଇଲା ଖଣିରେ ଅଞ୍ଚଳବାସୀ ଆନ୍ଦୋଳନରେ ବସିଥିବା ବେଳେ ଗୁରୁବାର ସକାଳ ୮ଟାରେ ପୋଲିସ ପହଞ୍ଚିଥିଲା। ପରେ ବଳପୂର୍ବକ ମହିଳାମାନଙ୍କୁ…

ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ

ଭବାନୀପାଟଣା,୧୩।୨(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ୍‌ ୧ ନଂ. ଶାଖା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବୁଧବାର ଭେଟି ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ଆର୍‌ଏସିପି, ଗ୍ରେଡପେ, ୨୦ ବର୍ଷ ସେବା ପରେ ୨ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?