ଆମ ଜିଲା ଖବର

ଅନିଶ୍ଚିତତାରେ ଗୁଣପୁର-ଥେରୁବାଲି ରେଳପଥ

ଗୁଣପୁର,୧୮ । ୨(ଡି.ଏନ୍‌.ଏ.) କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଛନ୍ଦି ହୋଇ ଅନିଶ୍ଚିତତା ଆଡ଼କୁ ଚାଲିଯାଉଛି ଗୁଣପୁର-ଥେରୁବାଲି ରେଳପଥ। କେନ୍ଦ୍ର ସରକାର ଏହି ପ୍ରକଳ୍ପ ଲାଭଦାୟକ ନ ଥିବା ଓ ଏଥିପାଇଁ ରାଜ୍ୟ ସରକାର ମାଗଣା ଜମି ସହ ପ୍ରକଳ୍ପର ଅଧା…

ସଂଖ୍ୟା ବଳରେ ଅଧ୍ୟକ୍ଷ ଦୌଡ଼ରେ କଂଗ୍ରେସ ଆଗୁଆ

ରାୟଗଡ଼ା ଅଫିସ,୧୮ ।୨ ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ବୁଧବାର ନିର୍ବାଚନ। ଏହା ପୂର୍ବରୁ ୩ ରାଜନୈତିକ ଦଳ ଭିତରୁ କଂଗ୍ରେସ ନିଜ ରଣନୀତି ସ୍ପଷ୍ଟ କରିସାରିଛି। କଂଗ୍ରେସ ପାଖରେ ସର୍ବାଧିକ ସଦସ୍ୟ ଥିବାରୁ ଦଳ ଅଧ୍ୟକ୍ଷ ପଦ…

ଡାକ୍ତରଙ୍କଠାରୁ ଲାଞ୍ଚ ନେଇ କିରାଣି ଗିରଫ

ସୁନ୍ଦରଗଡ଼, ୧୮।୨ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କିରାଣି ଜଣେ ଡାକ୍ତରଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଇ ସୋମବାର ଅପରାହ୍ନରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ତାଙ୍କୁ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ କରାଯାଇ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟକୁ…

ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

  କଲମପୁର, ୧୮।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪) ଆର ପୁଓ ପ୍ରଭାସ ଛତ୍ରିଆ(୩) ରକତ୍‌ କମ୍‌ଜୋରି(ସିକଲସେଲ) ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ପରିବାରଟା…

ନିଜେ ରକତ୍‌ ଦେଇ ଗରଭ୍‌ବତୀକଁର ଜୀବନ୍‌ ବଁଚାଲେ ଡାକ୍‌ତର

  ମନମୁଣ୍ଡା, ୧୮।୨ (ଡି.ଏନ୍‌.ଏ.)- ‘ରକତ୍‌ ଦାନ ମହତ୍‌ ଦାନ’ ଇ ନାରା ଦେଇ ସମାଜରେ ଲୁକ୍‌କୁ ସଚେତନ କରାଯାଉଛେ। ଅନେକ ଜାଗାରେ ରକ୍‌ତ ଦାନ ଶିବିରର ବି ଆୟୋଜନ ହେଉଛେ। ହେଲେ ଆଏଜ୍‌ ବି ଆମର ରାଏଜେ ଅନେକ ଗରିବ୍‌…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୨-ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର ସୋମବାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…

ମାଟ୍ରିକ ପରୀକ୍ଷା ଲାଗି ବିଦ୍ୟୁତ୍‌ କାଟ ବନ୍ଦ ଦାବି

ଭଦ୍ରକ ଅଫିସ, ୧୭ା୨-ମାଟ୍ରିକ ପରୀକ୍ଷା ଆଉ ଗୋଟିଏ ଦିନ ଥିବାରୁ ନେସ୍କୋ ପକ୍ଷରୁ କରାଯାଉଥିବା ବିଦ୍ୟୁତ୍‌ କାଟ ବନ୍ଦ କରାଯିବାକୁ ଦାବି ହୋଇଛି। ଏପରିକି ବକେୟା ବିଦ୍ୟୁତ୍‌ ଦେୟ ସଂଗ୍ରହ ନାଁରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ ବନ୍ଦ କରାଯାଉ ବୋଲି…

ସହାୟତା ପାଇଁ କର୍କଟ ରୋଗୀ ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ ଅଫିସ, ୧୭ା୨- ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କର୍କଟ ରୋଗରେ ପୀଡ଼ିତ ଭଦ୍ରକ ବ୍ଲକ ବେଲଦା ଗ୍ରାମର ରାଜନ ଯେନା ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି। ଭଦ୍ରକ ସୋସିଆଲ ସର୍ଭିସ ସଂଗଠନ ସହାୟତାରେ ରୋଗୀଙ୍କ ଗାଁରୁ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଦର୍ଶ ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଗଙ୍ଗା କବାସୀ(୭୫)ଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜିଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି…

ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା: ବହୁ ସାମଗ୍ରୀ ଜବତ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାପଡ଼ା ଓ ସମ୍ବଲପୁର ଗ୍ରାମ ଜଙ୍ଗଲରେ ରବିବାର ପୂର୍ବାହ୍ନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବହୁ ମାଓସାମଗ୍ରୀ ଜବତ ହୋଇଛି । ପ୍ରାୟ ୨୦ରୁ ୩୦ ଜଣ…

ଟ୍ରକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତ

କେନ୍ଦୁଝର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଶିରିଷପାଳ ୨୦ନଂ. ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବାରୁ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଆଲିଆସାହି ବେଲାଗୁଣ୍ଠର ବୁଲୁ…

ସ୍ବୟଂ ସହାୟକ ଗୋଷ୍ଠୀର ଚଢ଼ାଉ ପରେ ଚୋରାମଦ ବେପାରୀ ଗିରଫ

ପଦ୍ମପୁର,୧୭।୨(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ଗ୍ରାମ ପଞ୍ଚାୟତ ସନନ୍ଦପୁର ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ସୋମବାର ଚୋରାମଦ ବିକ୍ରେତାଙ୍କ ଘରେ ଚଢ଼ାଉ କରିଛନ୍ତି। ଗ୍ରାମରେ ଦୀର୍ଘ ଦିନ ଧରି ଦେଶୀ ଓ ବିଦେଶୀ ମଦ ବିକ୍ରିହେବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?