ଆମ ଜିଲା ଖବର

କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ, ଗହୀର ମଝିରେ ଏକୁଟିଆ ରହୁଥିବାବେଳେ…

ପିପିଲି,୨୩ା୨: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡର ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। କୋଣାର୍କର ରାମଚଣ୍ଡୀ ଅଞ୍ଚଳ ଗହୀର ମଝିରେ…

ଅନ୍ୟଜଣଙ୍କ ଆଡମିଟ୍‌ କାର୍ଡ ନେଇ ଆସିଥିଲେ ପରୀକ୍ଷା ଦେବାକୁ: ନାଁ ଲେଖିବାକୁ କହିବାରୁ…

ବାହାନଗା,୨୩। ୨(ଅରୂପ କୁମାର ଦାସ ):ମାଟ୍ରିକ ପରୀକ୍ଷାର ୪ର୍ଥ ଦିନ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଦଶମ ଛାତ୍ରୀଛାତ୍ରମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ସେହିପରି ସଂସ୍କୃତ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏକସମୟରେ ପରୀକ୍ଷା କରାଯାଉଛି। ସୋମବାର ସଂସ୍କୃତ ଛାତ୍ରୀଛାତ୍ର ମାନଙ୍କର…

କନ୍ଧମାଳରେ ଆଉ ୩୦ ମାଓବାଦୀ : ରାଇକିଆ, ଦାରିଙ୍ଗବାଡି, କୋଟଗଡରେ ସକ୍ରିୟ

ଫୁଲବାଣୀ,୨୩।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଆଉ ୩୦ ମାଓବାଦୀ ସକ୍ରିୟ ଅଛନ୍ତି। ସେମାନେ ପ୍ରତିଦିନ ସ୍ଥାନ ବଦଳାଉଛନ୍ତି। ଜିଲାର ରାଇକିଆ, ଦାରିଙ୍ଗବାଡି ଏବଂ କୋଟଗଡରେ ସେମାନେ ବିଚରଣ କରୁଛନ୍ତି। ଆମର ମିଳିତ ଅପରେଶନରେ ରବିବାର ଦୁଇ ମାଓବାଦୀ ନିହତ ହୋଇଛନ୍ତି।…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ ଘେରାଉ କଲେ ଆନ୍ଦୋଳନକାରୀ । ଜିଲାପାଳ ଅଫିସ ଭିତରକୁ ଧସେଇ ପଶିବା ଉଦ୍ୟମ…

ପିଲା ଚୋରି ସନ୍ଦେହରେ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ, ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ମୋରଡା,୨୩।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଫଳରେ ଉକ୍ତ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ସୋମବାର ଦିନ ୧୨ଟା ସମୟରେ ଉକ୍ତ ଥାନା ଅଧୀନ ଡେଙ୍ଗାଶୋଳ ଲୋଧା ସାହି ନିକଟରେ…

ଟଙ୍କା ଖାଇଗଲେ ଦଲାଲ-ବୁଝିଲାନି ପ୍ରଶାସନ, ଦଶା ଭୋଗୁଛନ୍ତି ବିଧବା

ବୁଗୁଡ଼ା,୨୩।୨(କାଳିଚରଣଦାଶ): ଗଂଜାମ ଜିଲା ବୁଗୁଡ଼ା ବ୍ଲକ ଗୋଲାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ଗ୍ରାମର ବିଧବା ଦମୟନ୍ତୀଙ୍କ ପାଇଁ ଏବେ ଆବାସ ପାଲଟି ଯାଇଛି ସାତ ସପନ । କେତେ ଗୁହାରି କଲେବି କେହି ଶୁଣୁ ନାହାନ୍ତି । ୧୫ବର୍ଷ ତଳେ ତାଙ୍କ…

ତାରାତାରିଣୀରୁ ଉଡ଼ିଲା ପବନହଂସ, ଆକାଶମାର୍ଗରୁ ମଜା ନେବେ ପର୍ଯ୍ୟଟକ

ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ରାଜ୍ୟ ସରକାର ଗଞ୍ଜାମ ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିବା ସହ ପର୍ଯ୍ୟଟକଙ୍କ ସୁବିଧା ଲାଗି ହେଲିଟ୍ୟାକ୍ସି ସେବା ଯୋଜନା ହାତକୁ ନେଇଛନ୍ତି। ଏନ୍‌ଜୟ ରାଇଡ୍‌ ନାମରେ ଆରମ୍ଭ ହୋଇଥିବା ଏହି ହେଲି ଟ୍ୟାକ୍ସି ସେବା। ଏହା ରଙ୍ଗେଇଲୁଣ୍ଡା…

୪ ମହଲା ଛାତରୁ ଖସି ମହିଳା ମୃତ: ସନ୍ଦେହରେ ୭ ଯୁବକ

ପାରାଦୀପ, ୨୩।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡା ଅଞ୍ଚଳରେ ସୋମବାର ସକାଳୁ ଅଭାବନୀୟ ଘଟଣା ଘଟିଛି। ଜଣେ ଅଚିହ୍ନା ମହିଳା ୪ ମହଲା ବିଶିଷ୍ଟ କୋଠା ଛାତରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆଦର୍ଶଥାନା…

ସାଇକେଲରେ ଚାରିଧାମ ଯାତ୍ରା କରି ଚର୍ଚ୍ଚାରେ ଶଙ୍କର, ଦୀର୍ଘ ୬ ମାସ ପରେ….

ଦାରିଙ୍ଗବାଡି,୨୩।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏକ ପର୍ଯ୍ୟଟନକ୍ଷେତ୍ର। ଏହାର ପ୍ରଚାର କରିବା ଲକ୍ଷ୍ୟ ରଖିବା ସହ ସାରା ଭାରତ ବର୍ଷକୁ ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ବାଣ୍ଟିଲେ ଦାରିଙ୍ଗବାଡିର ଯୁବକ ଶଙ୍କର କୁମାର ସାହୁ । ସେ…

ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ପିଟିଲା ପଲସର: ୨ ଛାତ୍ରୀ ଗୁରୁତର

ବାହାନଗା, ୨୩।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବା ପାଇଁ ଯାଉଥିବା ୨ ଜଣ ଛାତ୍ରୀଙ୍କର ବାଇକ ଦୁର୍ଘଟଣା ଘଟିଛି। ଗୁରୁତର ହୋଇ ଚିକିତ୍ସା୍ୟାଳୟରେ ଚିକିତ୍ସିତ ହେଉଛନ୍ତି। ସୋମବାର ମାଟ୍ରିକ…

ଆସୁଛି ଲଘୁଚାପ: ଖୋଲା ଆକାଶ ତଳେ ମଣ୍ଡିରେ ଗଦା ହୋଇଛି ଚାଷୀଙ୍କ ଧାନ

ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମଣ୍ଡିରେ ଧାନ ପକାଇ ଚାଷୀମାନେ ଲୁହ ଗଡାଉଛନ୍ତି। ବଙ୍ଗୋପସାଗର ଉତ୍ତର ପୂର୍ବରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ହେବା…

ପାଣି ମୁନ୍ଦେ ପାଇଁ ଆଉଟୁପାଉଟୁ ଦେଶୀ, ବିଦେଶୀ ପକ୍ଷୀ

ମହାକାଳପଡ଼ା, ୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ଗାଡିଆପୋଖରୀ ଖାଲ ପାଟ ଶୁଖିଗଲାଣି । ପାଣି ଅଭାବ ଯୋଗୁ ଦେଶୀ ବିଦେଶୀ ପକ୍ଷୀଙ୍କ ଖାଦ୍ୟାଭାବ ଦେଖିବାକୁ ମିଳୁଛି। ବିଶେଷକରି ବତୀଘର, ନିପାଣିଆ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?