ଆମ ଜିଲା ଖବର

ବୋମାଲୋଇ ଗ୍ରାମକୁ ପ୍ରବେଶ ନିଷେଧ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଭୟ ଲାଗି ରହିଛି। ସହରରେ ଲକ୍‌ ଡାଉନକୁ କେତେକାଂଶରେ ଜନସାଧାରଣ ମାନୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଜନସାଧାରଣ ଲକ୍‌ ଡାଉନକୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ମାନି ନେଇଛନ୍ତି । ଏହି କ୍ରମରେ ସମ୍ବଲପୁର…

କରୋନା ଭୟ: ଗଁ।ର ପ୍ରବେଶ ପଥ ବନ୍ଦ

ନାଉଗଁ।, ୨୯।୩ (ସ୍ବ.ପ୍ର.)- ରାଜ୍ୟରେ ୩ୟ କରୋନା ପଜିଟିଭି ଚିହ୍ନଟ ପରେ ନାଉଗଁ। ବ୍ଲକ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନିଜ ଗଁ।କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ କେତେକ ଗ୍ରାମର ପ୍ରବେଶ ପଥକୁ ବାଉଁଶ ଓ ଦଉଡି ସାହାଯ୍ୟରେ…

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ସଦର,୨୯ା୩(ଡି.ଏନ୍‌.ଏ.)- କିଶନ ନଗର ଥାନା ଅନ୍ତର୍ଗତ କିଶୋର ନଗର ବଜାର ନିକଟସ୍ଥ ମହାନଦୀରୁ ରବିବାର ସକାଳେ ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବିଶ୍ୱନାଥ ନନ୍ଦୀ। ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚତ୍…

ଲକ୍‌ଡାଉନ୍‌: ଆଗଭଳି ଚାଲିଛି ଶିଳ୍ପସଂସ୍ଥା

ପାରାଦୀପ, ୨୯।୩ (ସ୍ବ.ପ୍ର.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ପାରାଦୀପରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥା ଚାଲୁ ରହିଥିବା ବେଳେ ଏଠାକୁ ଶ୍ରମିକମାନେ ଯା’ଆସ କରୁଛନ୍ତି। ତେବେ ବିଭିନ୍ନ ଶିଳ୍ପ ସଂସ୍ଥାର ଉତ୍ପାଦନ…

ଆନିକଟ୍‌ର ଦ୍ୱିତୀୟ ଗେଟରେ ଜୁଆ ଖେଳ

ସମ୍ବଲପୁର, ୨୯।୩ (ବ୍ୟୁରୋ)- ସମ୍ବଲପୁର ମହାନଦୀ ଅଯୋଧ୍ୟା ସରୋବର ଦ୍ୱିତୀୟ ଗେଟ୍‌ ନିକଟରେ ଜୁଆ ଖେଳ ଚାଲିଛି । ଗତ ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ଏବଂ ପରେ ଲକ୍‌ ଡାଉନ୍‌ ଯୋଗୁ ଜୁଆ ଖେଳିବାରେ ଲିପ୍ତ ଅଛନ୍ତି ଯୁବକମାନେ…

ବୃତ୍ତ ଚିହ୍ନରେ ରହି ହାଟ ସାମଗ୍ରୀ କିଣିଲେ ଲୋକେ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ରବିବାର ସାପ୍ତାହିକ ହାଟରେ ଲୋକେ ଧଳା ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଥିବାର ଦେଖାଯାଇଛି। ସାମାଜିକ ଦୂରତା ପାଳନ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ହାଟ ପାଳିରେ ଏପରି…

ଭୋକିଲାଙ୍କ ପେଟରେ ଆହାର ଦେବାକୁ ପଣ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସଂପ୍ରତି କରୋନା ଭୁତାଣୁ ସମଗ୍ର ବିଶ୍ୱକୁ ସଂପୂର୍ଣ୍ଣ ଭାବେ ଗ୍ରାସିଛି। ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଆଧୁନିକ ବୈଜ୍ଞାନିକ ହାତ ଟେକି ଦେଇଛନ୍ତି। ଏପରି ସ୍ଥଳେ ମଣିଷ ଭୟଭିତ ହୋଇ ଘରେ ବସିବାକୁ ବାଧ୍ୟ ହୋଇଛି। ଜନତା…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ

ବନ୍ତ,୨୯।୩(ଡି.ଏନ୍‌.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ, ପାଇଖାନା, ବିଜୁଳି, ଔଷଧ ସମେତ ସାନିଟାଇଜେସନ୍‌, ସାମାଜିକ ଦୂରତା, ସଙ୍ଗରୋଧ…

ଲକ୍‌ଡାଉନରେ ଧରାକୋଟ ଅଞ୍ଚଳ ଗୁରୁତର ପ୍ରଭାବିତ

ଧରାକୋଟ,୨୯ା୩(ଡି.ଏନ.ଏ.)- ସମଗ୍ର ଦେଶରେ କେନ୍ଦ୍ର ସରକାର ୨୧ଦିନ ପାଇଁ ଲକ୍‌ ଡାଉନ ଘୋଷଣା କରିଛନ୍ତି। ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡ଼ିଦେଲେ ଦେଶର ଗମନାଗମନ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ଏକରକମ ବନ୍ଦ ହୋଇଯାଇଛି। ସାଧାରଣ ତଥା ଗରିବ…

ଶହେରୁ ଊର୍ଦ୍ଧ୍ବ ଦାଦନ ଫସି ରହିଛନ୍ତି ମହାରାଷ୍ଟ୍ରରେ: ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କେସିଙ୍ଗା,୨୯।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ମଶାଣିବନ୍ଧା, କୋକୋଡ଼ମାଲ ଓ ଭବାନୀପାଟଣା ବ୍ଲକର ଭିକାଝରଣ ଗ୍ରାମର ଶତାଧିକ ଦାଦନ ଶ୍ରମିକ ମହାରାଷ୍ଟ୍ରରେ ଫସି ରହିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲା ଲାଗି ୨୧ ଦିନ ଲକ୍‌ଡାଉନ୍‌…

କରୋନା ଲାଗି ବୈରଖପାଲି ଗାଁ ରାସ୍ତା ସିଲ୍‌ କଲେ ଓ୍ବାର୍ଡସଭ୍ୟ

ବିଜେପୁର,୨୯।୩(ଡି.ଏନ୍‌.ଏ.): କରୋନା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି। ଏହାର ମୁକାବିଲା ଲାଗି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗାଁ ରାସ୍ତାକୁ ଓ୍ବାର୍ଡସଭ୍ୟଗଣ ରବିବାର ସିଲ୍‌ କରି ଦେଇଛନ୍ତି। ଉକ୍ତ ଗ୍ରାମର…

ଋଷିକୂଲ୍ୟା ମୁହାଣ ବେଳାଭୂମିରେ ମଲା କଇଁଛ

ଗଞ୍ଜାମ,୨୯ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷୁକୁଲ୍ୟା ବେଳାଭୂମିରେ ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ସେଠାରେ ଗୋଟିଏ ମଲା କଇଁଛ ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ବନ ବିଭାଗ ପାଖରେ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?