ଆମ ଜିଲା ଖବର

ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ

ନୟାଗଡ ଅଫିସ,୧୦ା୪: ଜିଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସଭାଗୃହରେ ଗୁରୁବାର ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପନିପରିବା ହୋଲସେଲର, ରିଟେଲର, ଚାଷୀଙ୍କ ସମେତ ଆର୍‌ଏମ୍‌ସି କର୍ମକର୍ତ୍ତା ଯୋଗଦେଇଥିଲେ। ଚାଷୀମାନେ କିପରି…

ବିଶୋଧନ ହେଲା ଖଣ୍ଡପଡ଼ା ସହର

ଖଣ୍ଡପଡା,୧୦ା୪(ସ୍ବ.ପ୍ର.): ଖଣ୍ଡପଡା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ମୁଖ୍ୟ ରାସ୍ତା, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଗୁରୁବାର ସକାଳେ ବିଶୋଧନ କରିଥିବାବେଳେ ଖଣ୍ଡପଡା ଏନ୍‌ଏସି ଅଧିକାରୀମାନେ ବିଭିନ୍ନ ସାହିବସ୍ତିରେ ବ୍ଲିଚିଂ ପାଉଡର ପକାଇବା…

ବ୍ରତ ଉପହାର ଟଙ୍କାକୁ ପିଏମ୍‌ କେୟାର୍ସକୁ ଦାନ

କଟକ ଅଫିସ୍‌,୧୦ା୪: କରୋନା ମହାମାରୀରୁ ସୁରକ୍ଷା ନିମନ୍ତେ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ‘ପିଏମ କେୟାର’ କୁ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ତାପସ ଷଡ଼ଙ୍ଗୀ ୩ହଜାର ଟଙ୍କା ପ୍ରଦାନ କରିଛନ୍ତି। ଫୁଲନଖରା ନିକଟବର୍ତ୍ତୀ ଜୋହଳ ଭୀମପୁର ଗ୍ରାମର…

କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲାପାଳ

ପୁରୀ ଅଫିସ/କୋଣାର୍କ (ଡି.ଏନ୍‌.ଏ.),୧୦ା୪: କରୋନା ମୁକାବିଲା ନେଇ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି କେମିତି ରହିଛି ତାହାର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ। ଗୁରୁବାର ଜିଲାପାଳ କରୋନା ସଚେତନତା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଅସ୍ତରଙ୍ଗ ଓ କାକଟପୁର…

କଳାହାଣ୍ଡି ଜିଲାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରଥମ ଚିହ୍ନଟଙ୍କ ସହ ସେ ଖେଳିଥିଲେ କ୍ରିକେଟ୍‌

ଧର୍ମଗଡ଼,୧୦ା୪(ଡି.ଏନ୍‌.ଏ.): ରାଜ୍ୟରେ ଗୁରୁବାର ମଧ୍ୟରାତ୍ରିରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ କଳାହାଣ୍ଡି ଜିଲାର ଜଣେ ବୋଲି ଜଣାପଡ଼ିଛି। ଏନେଇ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଜିଲାରେ ୨ଜଣ କରୋନା…

ସେବା କାର୍ଯ୍ୟରେ ସାମିଲ ପ୍ରଭାତଙ୍କ ଟିମ୍‌: ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କୁ ବଢାଉଛନ୍ତି ସହାୟତାର ହାତ

କଟକ ଅଫିସ,୧୦ା୪: ଲକ୍‌ଡାଉନ ବଳବତ୍ତର ଥିବାରୁ ସାଧାରଣରେ ଯାତାୟାତ ବନ୍ଦ ହୋଇଯାଇଛି । ବିନା କାରଣରେ ଲୋକଙ୍କୁ ରାସ୍ତାରେ ବୁଲୁଥିବା ଦେଖିଲେ ପୋଲିସ ଜରିମାନା ଲଦିବା ସହ ଗାଡ଼ି ଜବତ କରି ନେଉଛି। ଏଭଳି ସ୍ଥିତିରେ କଟକର ୮ଜଣ ଯୁବକ ସ୍ବାସ୍ଥ୍ୟସେବା…

ରିଟେଲ ପଏଣ୍ଟ ଚିହ୍ନଟକୁ ନେଇ ଅସନ୍ତୋଷ: ୪, ୭ ୮୯ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଚାଉଳ

ନାଉଗାଁ, ୧୦ା୪(ସ୍ବ.ପ୍ର.): କରୋନା ଯୋଗୁ ସ୍କୁଲ ପିଲାଙ୍କୁ ୩ମାସର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅଭିଭାବକ ପିଲାଙ୍କ ଟୋକନ ବିଦ୍ୟାଳୟରୁ ଗ୍ରହଣ କରିବେ। ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ରିଟେଲ୍‌ ପଏଣ୍ଟରେ ଟୋକନ ଦାଖଲ କରି…

କରୋନା ମୁକାବିଲାର ଯୋଦ୍ଧା ଏସ୍‌ଆଇ ନାରାୟଣ: ‘ଆଗେ ରାଜସେବା, ପଛେ ପିତୃସେବା’

କଟକ ଅଫିସ,୧୦।୪: ‘ଯଦି କର୍ତ୍ତବ୍ୟକୁ ସମ୍ମାନ ଜଣାଇବ, ତାହେଲେ କାହାକୁ ସାଲ୍ୟୁଟ ମାରିବାକୁ ପଡ଼ିବନି.. କର୍ତ୍ତବ୍ୟରେ ହେଳା କଲେ, ସମସ୍ତଙ୍କୁ ସାଲ୍ୟୁଟ ମାରିବାକୁ ହୁଏ’। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ ଡ. ଏପିଜେ ଅବଦୁଲ କଲାମ୍‌ଙ୍କ ଅଭିଭାଷଣରୁ ଏହା ଏକ ଛୋଟିଆ ଧାଡ଼ି।…

ଗାଁ ପ୍ରବେଶ ପଥ ସିଲ୍‌ କଲେ ଗ୍ରାମବାସୀ

ଲାଠୋର, ୧୦ା୪(ଡି.ଏନ.ଏ.) – ଦିନକୁ ଦିନ କରୋନା ସଂକ୍ରମଣ ଭୟାବହତା ବଢି ଚାଲିଥିବାରୁ ଲୋକ ଭୟଭୀତ ହୋଇ ପଡିଛନ୍ତି। କାଳେ ସେମାନଙ୍କ ଗାଁ କରୋନା ପ୍ରଭାବିତ ହୋଇଯିବ ଏହା ମନେକରି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଏକାଧିକ ଗ୍ରାମର…

ଚିନ୍ତାରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ

ବଲାଙ୍ଗୀର ଅଫିସ, ୧୦ା୪ – କରୋନା ସଂକ୍ରମଣ ଭୟ ଚାଷବାସ, କ୍ଷୁଧା, ରୋଜଗାର ଉଜାଡିବା ଆରମ୍ଭ କରିଦେଲାଣି। ଦୀର୍ଘ ୨୧ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ କ୍ୟାବିନେଟ୍‌ରେ ଆହୁରି ୧୫ଦିନ ବୃଦ୍ଧି ପାଇଁ ସୁପାରିଶ ପରେ ଅନେକଙ୍କ ଚିନ୍ତା ବଢ଼ିଯାଇଛି। ରୋଗ ସଂକ୍ରମଣ…

ରିଲିଫ ପାଣ୍ଠିକୁ ୨୦ ହଜାର ଦାନ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମ କମିଟି ପକ୍ଷରୁ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଛି। ଗ୍ରାମକମିଟି ସଭାପତି ଗୋବର୍ଦ୍ଧନ ନାୟକ, ଉପସଭାପତି ବିପିନ ବିହାରୀ ପ୍ରଧାନ, କୋଷାଧ୍ୟକ୍ଷ ଜଗବନ୍ଧୁ ସାହୁ, ଜଙ୍ଗଲ କମିଟି ସଭାପତି…

କରୋନା ଲଢ଼େଇରେ ଟାଟାଷ୍ଟିଲ ବିଏସ୍‌ଏଲ୍‌

ଓଡ଼ାପଡ଼ା, ୧୦।୪(ଡି.ଏନ.ଏ.): ସମଗ୍ର ବିଶ୍ୱ କୋଭିଡ୍‌-୧୯ ଭୂତାଣୁ ସହ ଲଢୁଥିବାବେଳେ ଟାଟାଷ୍ଟିଲ ବିଏସ୍‌ଏଲ୍‌ ସହାୟତାରେ ଆଖପାଖ ଗଁାର ମହିଳା ସଦସ୍ୟମାନେ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। କମ୍ପାନୀ ସହଯୋଗରେ ଗୃହଲକ୍ଷ୍ମୀ କୋଅପରେଟିଭ୍‌ ଏଚ୍‌ଏଚ୍‌ଜି ତରଫରୁ ହିନ୍ଦୋଳ ବ୍ଲକ ନୂଆଗାଁ, କୁରୁଣ୍ଟି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?