ଆମ ଜିଲା ଖବର

କରୋନା ମ୍ୟାପ୍‌ରେ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୧୦।୪ – ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଯାଜପୁର ପରେ କରୋନା ମ୍ୟାପ୍‌ରେ ଯୋଡ଼ି ହୋଇଛି ଢେଙ୍କାନାଳ। ଜିଲା ସଦର ମହକୁମାର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ୫୧ ବର୍ଷୀୟା ମହିଳାଙ୍କ ସ୍ବାବ୍‌ରୁ କୋଭିଡ୍‌-୧୯ ଭୂତାଣୁ ଠାବ…

ସିଲ୍‌ ହେଲା ରାଣୀପଥର-ଭାଲିଆପଡା ବନବିଭାଗ ରାସ୍ତା

ଖଜୁରିପଡା,୯ା୪(ଡି.ଏନ.ଏ.)- ଫୁଲବାଣୀରୁ ବୌଦ୍ଧ ଜିଲାକୁ ସଂଯୋଗ ଜାତୀୟ ରାଜପଥ କଡ଼ ଠାରୁ ରାଣୀପଥର ଗ୍ରାମ ଦେଇ ଭାଲିଆପଡା ଅରାପାଜୁକୁ ସଂଯୋଗ ହୋଇଥିବା ବନବିଭାଗ ରାସ୍ତା ଗୁରୁବାର ସିଲ୍‌ କରାଯାଇଛି। ଲକ୍‌ଡାଉନ ପରେ ଆସି ବଲାଙ୍ଗୀର ଓ ରେଢ଼ାଖୋଲରେ ଅଟକି ରହିଥିବା ଶ୍ରମିକ…

ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପ୍ରଧାନଶିକ୍ଷୟିତ୍ରୀ

ପୋଲସରା,୧୦ା୪(ଡି.ଏନ.ଏ.)-ମହାମାରୀ କରୋନ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୋଲସରା ଲିଙ୍ଗରାଜ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ସାହୁ ୫୦ ହଜାର ଟଙ୍କା ଦାନ କରିଛନ୍ତି। ସେ ଏହି ଟଙ୍କାର ଚେକ୍‌ ବିଡିଓ ଶମ୍ଭୁନାଥ ନନ୍ଦିଙ୍କୁ ପ୍ରଦାନ କରିଛନ୍ତି। ବିହିଓ…

ଲକ୍‌ଡାଉନ ନିୟମ ଉଲ୍ଲଂଘନ: ବ୍ରହ୍ମପୁର ଜିଲାରେ ୧୭୫୭ ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୦ା୪-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଲକ୍‌ଡାଉନ ପାଇଁ କଡା ନିୟମ କରାଯାଇଛି। ଜରୁରୀ କାମ ନ ଥିଲେ ଘରୁ ନ ବାହରିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଜିଲାରେ ଆଂଶିକ ଶଟଡାଉନ୍‌ ନିର୍ଦ୍ଦେଶ ମଧ୍ୟ ରହିଛି। ସେହିପରି…

ଆଇଆର୍‌ପିଏମ୍‌ ବିଭାଗର ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ: ଜୁମ୍‌ ଆପ୍‌ ଜରିଆରେ ଶିକ୍ଷାଦାନ

ବ୍ରହ୍ମପୁର ଅଫିସ,୧୦ା୪-କୋଭିଡ୍‌-୧୯ ମୁକାବିଲା ପାଇଁ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ପ୍ରଭାବରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ା ଏହି ସମୟରେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଇଆର୍‌ପିଏମ୍‌ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ା…

ଗଞ୍ଜାମର ସମସ୍ତ ପ୍ରବେଶ ପଥରେ ଲାଗିବ ସିସି କ୍ୟାମେରା, ମୁତୟନ ହେବେ ମାଜିଷ୍ଟ୍ରେଟ

ଛତ୍ରପୁର,୧୦ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ସମସ୍ତ ପ୍ରବେଶ ପଥରେ ସିସି କ୍ୟାମେରା ଲାଗିବ ଓ ମାଜିଷ୍ଟ୍ରେଟ ମୁତୟନ ହେବେ। ସମସ୍ତ ଯାନ ବାହାନ ଯାଞ୍ଚ କରାଯିବ। ମାଲବାହୀ ଗାଡିର ଚାଳକ ଓ ହେଲ୍‌ପର ପରିଚୟପତ୍ର ଦେଖାଇଲେ ଜିଲା ଭିତରକୁ ଛଡାଯିବ। ସେଥିରେ ଯାତ୍ରୀ…

ସଂରକ୍ଷିତ ଜଙ୍ଗଲରେ ଛଡାଗଲା ହରିଣ

ପାଟଣା, ୧୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଅସ୍ତଯୋଡି ଗ୍ରାମର ହରିହର ମହାନ୍ତଙ୍କ ଘର ବାଡ଼ି ମଧ୍ୟକୁ ଗୁରୁବାର ଏକ ହରିଣ ପଶି ଆସିଥିଲା। ଖବର ପାଇ ସାହାରପଡା ବନପାଳ ସୁକୁମାର ଜେନା ପହଞ୍ଚି ହରିଣକୁ ଉଦ୍ଧାର କରିବା ସହ ପ୍ରାଥମିକ…

ସୋସିଆଲ ମିଡିଆରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ଯୁବକ ଗିରଫ

ବଡବିଲ, ୧୦।୪ (ସ୍ବ.ପ୍ର.)-ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିବା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଡବିଲ ମହାନ୍ତ ବସ୍ତି ଅଞ୍ଚଳର ଆଶିଷ ସାହୁ। କେନ୍ଦୁଝର…

ହଜିଥିବା ଅର୍ଥ ଫେରିପାଇଲେ ଯୁବକ

ଆରଡି, ୧୦ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ପାୟାସାହି ଗ୍ରାମର ରାଜେଶ ଖାଁ ଏକ ଘରୋଇ ବ୍ୟାଙ୍କରୁ ୨୫ ହଜାର ଟଙ୍କା ଉଠାଇ ନିଜ ଘରକୁ ସାଇକେଲ ଯୋଗେ ଫେରିଥିଲେ ା ବାଟରେ ଆସିଲା ବେଳେ ସୂର୍ଯ୍ୟପୁର ନିକଟରେ ତାଙ୍କର ମନିପର୍ସ…

ବାଇକ୍‌ ଚାଳକଙ୍କ ଠାରୁ ୧୪ ହଜାର ଜରିମାନା ଆଦାୟ

ବନ୍ତ, ୧୦।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଗୁରବାର ୨ଟି ବାଇକ୍‌୍‌ ଚାଳକଙ୍କ ଠାରୁ ୪ ହଜାର ଏବଂ ବୁଧବାର ସନ୍ଧ୍ୟା ବେଳେ ୫ଟି ବାଇକ୍‌ ଚାଳକଙ୍କ ଠାରୁ ୧୦ ହଜାର ଟଙ୍କା…

ସବୁଠି ଜଗିଛି ପୋଲିସ: ବାଇକ୍‌, ୪ ଚକିଆ ଯାନ ଉପରେ ନଜର

ବନ୍ତ, ୧୦।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଦିନକୁଦିନ ଲକଡାଉନ୍‌ ଆଇନକୁ କଡାକଡି କରୁଛନ୍ତି ା ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି ା ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ…

ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ, ୧୦ା୪ – ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଭଦ୍ରକ ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି। ପରିବା ମାର୍କେଟ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?