ଆମ ଜିଲା ଖବର

୩ ଦିନ ରିମାଣ୍ଡରେ ଗଲେ ଅନୁପ

ଝାରସୁଗୁଡ଼ା ଅଫିସ,୨୦ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଛତିଶଗଡ଼ ଚକ୍ରଧରନଗର ପୋଲିସ ତନାଘନା ଚଳାଇଛି। ଗିରଫ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ…

ଶ୍ମଶାନ ଜାଗାରେ ବାଡ଼ ଦେଲେ ଗ୍ରାମବାସୀ

ବଇଣ୍ଡା, ୨୦ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମରେ ଶ୍ମଶାନ ଜାଗାରେ ଚେକଡ୍ୟାମ ନିର୍ମାଣକୁ ନେଇ ବିବାଦ ଦେଖାଦେଇଥିବାବେଳେ ବୁଧବାର ଗ୍ରାମବାସୀ ଶ୍ମଶାନ ଜାଗାକୁ ଅକ୍ତିଆର କରି ବାଡ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଧୁଣ୍ଡି…

ଭୋର ୪ଟା ୧୦ରେ ଉଠିବ ଦୀପ

ବଅଁରପାଳ, ୨୦ା୨(ଡି.ଏନ.ଏ.) – ଆଉ ଦିନକ ପରେ ପାଳନ ହେବ ମହାଶିବରାତ୍ରି। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ ଗ୍ରାମର କପିଳେଶ୍ୱର ଶୈବପୀଠ। ପୂଜାକୁ ଧୁମ୍‌ଧାମରେ ପାଳନ କରିବାକୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଯଥାନୀତି ପୂଜା…

୭ ବର୍ଷରେ ୭୦୮ ଶିଶୁ ନିଖୋଜ

ଅନୁଗୋଳ ଅଫିସ, ୨୦।୨- ଭାରତକୁ ଶିଶୁ ଚାଲାଣମୁକ୍ତ ଦେଶ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଶିଶୁ ଫାଉଣ୍ଡେଶନ, ଲୋକ ସମୂହ ସାଂସ୍କୃତିକ କେନ୍ଦ୍ର ଓ ଅନୁଗୋଳ ଜାତିର ମିଳିତ ସହଯୋଗରେ ବୁଧବାର ପୂର୍ବାହ୍ନରେ ଜିଲା ପରିଷଦ…

ସଜେଇ ହେଉଛି କପିଳାସ

ଢେଙ୍କାନାଳ ଅଫିସ,୨୦।୨ – ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ସଜେଇ ହୋଇଛି କପିଳାସ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଏସ୍‌ପି ଅନୁପମା ଜେମ୍‌ସ ଏବଂ ବୁଧବାର ଜିଲାପାଳ ଭୂମେଶ ଚନ୍ଦ୍ର…

ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍କାନାଳ ଅଫିସ, ୨୦।୨ – ଢେଙ୍କାନାଳ ସହରସ୍ଥିତ ଦୋଳମଣ୍ଡପ ସାହି ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ମିଛୁ (୪୭)। କେତେଜଣ…

ସଚେତନ ଉପଭୋକ୍ତାଙ୍କୁ ଗୋଲାପ, ଥ୍ୟାଙ୍କ ୟୁ କାର୍ଡ

ଢେଙ୍କାନାଳ ଅଫିସ, ୨୦।୨ – ଢେଙ୍କାନାଳ ସହରରେ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିବା ସଚେତନ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଛି ଗୋଲାପ, ଥ୍ୟାଙ୍କ ୟୁ କାର୍ଡ ସାଙ୍ଗକୁ ଚକୋଲେଟ। ସେସୁ ଏବଂ ଏନ୍‌ଜେନ କର୍ମଚାରୀମାନେ ବୁଧବାର ଘରକୁ ଘର ବୁଲି ବକେୟା…

ଜିଲାପାଳଙ୍କ ରାତି ଅଧିଆ ଗଞ୍ଜାମ ଏନ୍‌ଏସି ଗ୍ରସ୍ତ

ଗଞ୍ଜାମ,୨୦।୨(ଡି.ଏନ୍‌.ଏ): ଗଞ୍ଜାମ ଏନ୍‌ଏସିକୁ ଜିଲାପାଳଙ୍କ ଅଚାନକ ଗ୍ରସ୍ତ। ବେଆଇନ୍‌ ପଲିଥିନ ଉପରେ ଚଢ଼ାଉ। ବୁଧବାର ରାତିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗ ଅଚାନକ ଗଞ୍ଜାମ ଏନ୍‌ଏସି ଗ୍ରସ୍ତ କରି ବେଆଇନ୍‌ ପଲିଥିନ ଉପରେ ଚଢ଼ାଉ କରିଥିଲେ। ବଡ଼ ବଜାରସ୍ଥିତ ସୋଡ଼ା ପୟାଣ୍ଟଠାରୁ…

ଅସହଯୋଗରୁ ଅସହାୟ ଚାଷୀ

ରାସୋଳ, ୨୦।୨(ଡି.ଏନ.ଏ.) – ଓଡ଼ିଶାର ଅର୍ଥନୀତି କୃଷି ଭିତ୍ତିକ। ଏ କଥାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଚଳିତ ବଜେଟରେ। ଚାଷୀଙ୍କୁ ହାତପାହାନ୍ତାରେ ସାର, ଔଷଧ, କୀଟନାଶକ, ଯନ୍ତ୍ରପାତି, ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବାକୁ ସର୍ବଦା…

ଚାଷ ଆଗରେ ଚାକିରି ତୁଚ୍ଛ

ଅନୁଗୋଳ ସହର,୨୦ା୨ – ଉଚ୍ଚ ପଦବୀର ଅଧିକାରୀ ଥିଲେ। ମୋଟା ଅଙ୍କର ବେତନ ବି ପାଉଥିଲେ। ଅତୀତରେ ଅନୁଗୋଳ କଲେଜର ଛାତ୍ର ସଂସଦ ସଭାପତି ଥିବାରୁ ସହରରେ ଭଲ ପରିଚୟ ମଧ୍ୟ ଥିଲା। ତଥାପି ଆତ୍ମସନ୍ତୋଷ ପାଇଁ ସେ ଚାକିରିକୁ ତୁଚ୍ଛ…

ପୂର୍ବ ଶତ୍ରୁତା କାରଣ, ୩ ଭାଇଙ୍କ ସମେତ ୪ ଗିରଫ

ଫୁଲବାଣୀ ଅଫିସ, ୨୦ା୨ – କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ପାବୁରିଆ ଅଞ୍ଚଳରେ ଗତ ୮ ତାରିଖ ରାତିରେ ହୋଇଥିବା ସଚ୍ଚିଦାନନ୍ଦ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ କରିଛି ପୋଲିସ। ପୂର୍ବ ଶତ୍ରୁତାରୁ ପାବୁରିଆ ଅଞ୍ଚଳର ସଚ୍ଚିଦାନନ୍ଦଙ୍କୁ ହତ୍ୟା କରାଯାଇଛି। ଏହି…

ନକଲି ପ୍ରଶ୍ନପତ୍ର ଭାଇରାଲ

କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ)/ ଧର୍ମଗଡ଼,୨୦ା୨(ଡି.ଏନ.ଏ.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ସାରା ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ହେଲେ ଆରମ୍ଭ ଦିନରେ ନକଲି ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରୀକ୍ଷା ଶେଷ ହେବାର ଅଧଘଣ୍ଟା ପୂର୍ବରୁ ଓଡ଼ିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri