ଆମ ଜିଲା ଖବର

ଦେଶୀମଦ ଜବତ, ଜଣେ ଗିରଫ

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଭଗବାନପୁର ଗ୍ରାମର ଏକ ଗ୍ରୋସରୀ ଦୋକାନରୁ ଗୁରୁବାର ସନ୍ଧ୍ୟାରେ ବୁଗୁଡ଼ା ପୋଲିସ ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରି ୯ ଲିଟର ଦେଶୀ ମଦ ଜବତ କରିବା ସହ ଦୋକାନୀଙ୍କୁ ଗିରଫ କରିଛି। ସେ ହେଲେ ଭଗବାନପୁର ଗ୍ରାମର…

କାଜୁ ବଗିଚାରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚତ୍ପୁର ଗ୍ରାମ ନିକଟ କାଜୁ ତୋଟାର ଏକ ଗଛରୁ ଜଣେ ଯୁବକଙ୍କୁ ଝୁଲନ୍ତା ମୃତଦେହ ବୁଗୁଡା ପୋଲିସ ଉଦ୍ଧାର କରିଛି। ସେ ହେଲେ ବିରଞ୍ଚତ୍ପୁର ଗ୍ରାମର ସଦାନନ୍ଦ ମହାରଣା (୨୬)। ବାପା ନାରାୟଣଙ୍କ ଅଭିଯୋଗକ୍ରମେ ବୁଗୁଡ଼ା…

ନଳକୂପରୁ ବାହାରୁଛି ଲୁଣିପାଣି

କଣାସ, ୨୪ା୪ (ସ୍ବ.ପ୍ର.): ପୁରୀ ଜିଲାର ଚିଲିକା ଉପକୂଳରେ ଅବସ୍ଥିିତ କଣାସ ବ୍ଲକରେ ବର୍ଷସାରା ପାନୀୟଜଳ ସଙ୍କଟ ଲାଗି ରହିଥାଏ। କାରଣ ଏଠାରେ ଥିବା ନଳକୂପଗୁଡିକରୁ ଲୁଣିପାଣି ବାହାରିଥାଏ। ତାହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରିପାରନ୍ତି ନାହିଁ। ପ୍ରତିବର୍ଷ…

ମୋଗଲ ଆକ୍ରମଣଠୁ ବଳିଗଲା କରୋନା ସଂକ୍ରମଣ

ବ୍ରହ୍ମଗିରି, ୨୪ା ୪(ଡି.ଏନ.ଏ.): ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ କରୋନା ଯୋଗୁ ଭକ୍ତଙ୍କୁ ଦେଉନାହାନ୍ତି ଦର୍ଶନ। ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥ ପୀଠ କରୋନା ସଂକ୍ରମଣ ପ୍ରଭାବରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି। ବର୍ଷକ ମଧ୍ୟରେ ଜଗନ୍ନାଥ ମହାପ୍ରଭୁ…

ନିୟମ ମାନିଲେନି: ବିଦ୍ୟାଳୟରେ ବଣ୍ଟାହେଲା ବହି

ଆର.ଉଦୟଗିରି,୨୪ା୪(ଡି.ଏନ୍‌.ଏ.)- ଆର.ଉଦୟଗିରି ବ୍ଲକ ଆର.ଉଦୟଗିରି ଗ୍ରାମ ଗୋପବନ୍ଧୁ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଅଭିଭାବଙ୍କୁ ବିଦ୍ୟାଳୟକୁ ଡକାଇ ଗୁରୁବାର ବହି ବାଣ୍ଟିଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ ସରକାର ପ୍ରତି ଛାତ୍ରୀଛାତ୍ରଙ୍କୁ ଘରେ ଯାଇ ବହି ଦେବାକୁ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପ୍ରତି ବଢୁଛି ଶ୍ରମିକଙ୍କ ଆଗ୍ରହ

ରାଇକିଆ,୨୪ା୪(ଡି.ଏନ୍‌.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପାଇଁ କଟକଣା କୋହଳ ପରେ କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଇ ଅଧିକରୁ ଅଧିକ ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଶୁକ୍ରବାର ସୁଦ୍ଧା ବ୍ଲକର…

କୋରୁକୋଣ୍ଡାରେ ସରକାରୀ ନିୟମକୁ ଫୁ’: ଛାତ୍ରୀଛାତ୍ର ନିଜେ ବୋହିଲେ ବହିପତ୍ର, ସିଆର୍‌ସିସି କହିଲେ ‘ଆମେ କ’ଣ ଶ୍ରମିକ’

କୋରୁକୋଣ୍ଡା,୨୪।୪(ଡି.ଏନ.ଏ): ସାରା ବିଶ୍ୱରେ କରୋନାର ଭୟାବହତା ଦିନକୁ ଦିନ ବଢିବା ଦେଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଏହି ଛୁଟିରେ ପିଲାମାନଙ୍କୁ ଘରେ ରହି ପାଠ…

ଦିନକ ପରେ ଅକ୍ଷୟ ତୃତୀୟା, ହେଲେ ୩ ତାରିଖ ପର୍ଯ୍ୟନ୍ତ ରଥ ନିର୍ମାଣ ସମ୍ଭବ ନୁହେଁ: ଗଜପତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁକ୍ରବାର ଖବରଦାତା ସମ୍ମିଳନୀ ଜରିଆରେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମିଳିଥିବା ଚିଠିକୁ ନେଇ ଆଜି ବୈଠକ ବସିଥିଲା। ଶ୍ରୀମନ୍ଦିର ପର୍ବପର୍ବାଣୀ ସମ୍ପର୍କରେ…

ବଡ଼ବିଲରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ମାଡ଼

ବଡ଼ବିଲ, ୨୪।୪(ସ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରେ ଶୁକ୍ରବାର ମଧ୍ୟାହ୍ନରେ କାଳ ବୈଶାଖୀ ସାଙ୍ଗକୁ, ବର୍ଷା, ଘଡଘଡି ଓ ପ୍ରବଳ ମାତ୍ରାରେ କୁଆପଥର ମାଡ଼ ହୋଇଛି। ପ୍ରବଳବେଗରେ ପବନ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ସହରରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ…

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବ

ଝାରସୁଗୁଡା ଅଫିସ,୨୪।୪: ସାରା ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରିଛି। ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର…

ଭଦ୍ରକର ନୂଆ ବ୍ଲକ୍‌କୁ ଡେଇଁଲା କରୋନା: ଜିଲାରେ ପୁଣି ୪ କରୋନା ପଜିଟିଭ୍‌

ଭଦ୍ରକ ଅଫିସ, ୨୪।୪- ଶୁକ୍ରବାର ଭଦ୍ରକରେ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପୂର୍ବରୁ ଭଦ୍ରକ ସହର ସମେତ ଭଣ୍ଡାରିପୋଖରୀ ବ୍ଲକ ଓ ବାସୁଦେବପୁର ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଅପରାହ୍ନରେ…

ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଆକ୍ରାନ୍ତ ମାମଲାରେ ଯାଜପୁର, ବାଲେଶ୍ୱରକୁ ଟପିଲା ଭଦ୍ରକ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗୋଟିଏ ଦିନରେ ଭଦ୍ରକ ଜିଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ୱାରା ଜିଲାରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପ୍ରଥମେ ରାଜ୍ୟରେ ଖୋର୍ଦ୍ଧା ଅଧିକ ସଂକ୍ରମିତ ଜିଲା ଭାବେ ରେଡ୍‌ ଜୋନ୍‌ରେ ଥିବା ବେଳେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?