ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି।...
ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଯାଜପୁର ରୋଡ୍,୨୨।୧୧(ନି.ପ୍ର.): ଯାଜପୁର ଜିଲା ଅଣସଂଘଟଠିତ ଶ୍ରମିକ ସଂଗଠନ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ୧୩ଦଫା ଦାବିରେ ସ୍ଥାନୀୟ ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଛି। ଶ୍ରମିକମାନେ ଚୋରଦାଛକଠାରୁ ଏକ ଶୋଭାଯାତ୍ରାରେ ୫-ଟି...
ଦୁର୍ଘଟଣାରୁ ବର୍ତ୍ତିଲା ଦୁରନ୍ତ ଏକ୍ସପ୍ରେସ
ରୂପସା,୨୨।୧୧(ଡି.ଏନ୍.ଏ.): ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍ସା ରେଳଜଙ୍କଶନରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଅପ୍ଲାଇନ୍ରେ ଯାଉଥିବା ହାଓ୍ବଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍ ରୂପ୍ସା ପ୍ଲାଟ୍ଫର୍ମ(୧ନଂ) ଅତିକ୍ରମ କରୁଥିବା ବେଳେ ରେଳଲାଇନ୍ରେ ଥିବା ସିଲପଟ ସହ...
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ବୌଦ୍ଧ,୨୨।୧୧(ସ୍ବ.ପ୍ର.): ସମଗ୍ର ଦେଶରେ ଦୁର୍ବଳ ଅର୍ଥନୀତି ଓ ଦରବୃଦ୍ଧି ପ୍ରତିବାଦରେ ବୌଦ୍ଧ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। କଣ୍ଟାମାଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ମଧ୍ୟାହ୍ନ ୧୨ଟାରୁ ଜିଲାପାଳଙ୍କ...
ତୁଟିଲା ଟୋକନ ବିବାଦ: ନଡ଼ିଆ ଫଟାଇ ଧାନବିକ୍ରିର ଶୁଭାରମ୍ଭ କଲେ ଚାଷୀ
ବରଗଡ଼ ଅଫିସ,୨୨।୧୧: ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ଗତ କିଛିଦିନ ଧରି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ଅଚଳାବସ୍ଥା ଆପାତତଃ ଦୂର ହୋଇଛି। ଗୁରୁବାର ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥ...
ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ରାୟଗଡ଼ା ଅଫିସ,୨୨।୧୧: ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l କେନ୍ଦ୍ରର ଭାଜପା ଏବଂ ରାଜ୍ୟ ସରକାରଙ୍କ ଜନମାରଣ ତଥା ଶ୍ରମିକମାରଣ ନୀତି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି,...
ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଠାକୁରମୁଣ୍ଡା,୨୨।୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତ ଦିରିବ ଗ୍ରାମ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅରଥୁ ମହାନ୍ତ (୭୦)। ସୂଚନାନୁଯାୟୀ, ଅରଥୁ ଗୁରୁବାର ଅପରାହ୍ନରେ ପାଳିଥିବା...
ନାଚ ଶିଖାଇ ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ: ୪ ଅଟକ
ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ହୋଇଥିବା ପୀଡିତାଙ୍କ ବାପା ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏକ ଅପେରା ପାର୍ଟିର ଡ୍ୟାନ୍ସ ମାଷ୍ଟର ନାଚ ଶିଖାଇ ଦେବାର ପ୍ରଲୋଭନ...
ବେଧଡ଼କ ମୋରମ ଚୋରା ଚାଲାଣ: ୩ ହାଇଓ୍ବା ଜବତ
ଛେଣ୍ଡିପଦା,୨୨।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡ଼ା ରାଜସ୍ବ ସର୍କଲ ଅଞ୍ଚଳରେ ସରକାରୀ ରାଜସ୍ବ ଫାଙ୍କି କିଛି ମାଫିଆ ବେଧଡ଼କ ଭାବେ ଚୋରାରେ ମୋରମ ଚାଲାଣ କରୁଛନ୍ତି। ଜାତୀୟ ରାଜପଥ ସଂପ୍ରସାରଣ କରୁଥିବା ଏକ ଠିକାସଂସ୍ଥା ପକ୍ଷରୁ ସରକାରୀ...
ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ୍ ବିଭାଗ ଜୁନିୟର ଇଞ୍ଜିନିୟର
କଟକ ଅଫିସ,୨୨।୧୧: ଲାଞ୍ଚ ନେବାବେଳେ କଟକ ଗୋଡ଼ିସାହି ବିଦ୍ୟୁତ୍ ବିଭାଗ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମଙ୍ଗଳାବାଗର ବିଜୟ ପାତ୍ରଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା।...
ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଗୁଣପୁର,୨୨।୧୧(ଡି.ଏନ୍.ଏ.): ରାୟଗଡା ଜିଲା ଗୁଡ଼ାରୀ ଏନ୍ଏସି ହାଇସ୍କୁଲ ପରିସରର ବୁଦାମୂଳରୁ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ସେଠାରେ କେହି ଜଣେ ନବଜାତକଙ୍କୁ ଛାଡି ଚାଲି ଯାଇଥିବା ବେଳେ ଶିଶୁର କାନ୍ଦଶୁଣି ଉକ୍ତ ସାହିର ପାଣ୍ଡବ ସାହୁ ନାମକ...
ଦରଦାମ ବୃଦ୍ଧି ପ୍ରତିବାଦ: ବଲାଙ୍ଗୀର ଜିଲା କଂଗ୍ରେସ ପକ୍ଷରୁ ଗଣଧାରଣା
ବଲାଙ୍ଗୀର ଅଫିସ,୨୨।୧୧: ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ଓ ସରକାରୀ ତଥା ବେସରକାରୀ ନିଯୁକ୍ତି କାଟ୍ ପ୍ରତିବାଦରେ ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଜିଲା କଂଗ୍ରେସ କମିଟି...
Archives


