ଆମ ଜିଲା ଖବର

ଲଖନପୁରରେ ଖୋଲିଲା ସ୍ବାବ୍‌ ସଂଗ୍ରହ କେନ୍ଦ୍ର, ୪୪ଜଣଙ୍କ ସ୍ବାବ୍‌ ସଂଗ୍ରହ ହେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାମାରୀ କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ ଜାରି ରହିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଜିଲା…

ରାସ୍ତାରେ ମାଟି ପକାଇ ଜିଲା ସୀମା ସିଲ୍‌ 

ଆରଡି, ୧ା୫(ଡି.ଏନ.ଏ.)-ପଡୋଶୀ ଯାଜପୁର ଜିଲାରେ ଗୁରୁବାର ୧୭ ଜଣଙ୍କର କରୋନା ପଜିଟିଭ ବାହାରିଲା ପରେ ଭଦ୍ରକ ଜିଲା ପ୍ରଶାସନ ଏନେଇ ତପତ୍ର ହୋଇ ଉଠିଛି। ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତର ବୋଡକ ନିକଟରେ ଶୁକ୍ରବାର ଆରଡି – ଯାଜପୁର ରାସ୍ତାକୁ ଆରଡି…

ବଲାଙ୍ଗୀର ଛୁଇଁଲା କରୋନା, ୨ ସଂକ୍ରମିତ ଚିହ୍ନଟ

ବଲାଙ୍ଗୀର ଅଫିସ,୧।୫- ବଲାଙ୍ଗୀର ଜିଲାକୁ କରୋନା ଛୁଇଁଛି। ଗୁଡଭେଲା ବ୍ଲକ୍‌ ରୁଷୁଡା ପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗଁାର ଦୁଇଜଣ ଯୁବକଙ୍କ ସ୍ବାବ୍‌ ଟେଷ୍ଟ କରୋନା ପଜିଟିଭ ବାହାରିଛି। ସେହି ଦୁଇ ଯୁବକ ପ୍ରାୟ ଦେଢ଼ମାସ ତଳେ ତାମିଲନାଡୁରୁ ଫେରିଥିଲେ। ଏହି ଖବର…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବଣିକ ସଂଘର ସହାୟତା

ଚାନ୍ଦବାଲି,୧ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବଣିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ୫୧,୨୦୦ ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ସଂଘର ସମ୍ପାଦକ ରଘୁନାଥ ସାହୁ ଏହି ଚେକ୍‌କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ…

ଶ୍ରମିକଙ୍କ ବିନା ପ୍ରଗତି ଅସମ୍ଭବ

ବଅଁରପାଳ, ୧।୫(ଡି.ଏନ.ଏ.)-ଶ୍ରମିକ ହେଉଛନ୍ତି ରାଷ୍ଟ୍ର ନିର୍ମାତା। ଶ୍ରମଜୀବୀ, ଚାଷୀଙ୍କୁ ବାଦ୍‌ ଦେଇ ଦେଶ ପ୍ରଗତିର ମୂଲ୍ୟାଙ୍କନ କରିବା ନିରର୍ଥକ। ବିକାଶର ସାରଥୀ ଏହି ଦୁଇ ଗୋଷ୍ଠୀଙ୍କୁ ସମ୍ମାନ ନ ମିଳିଲେ ରାଷ୍ଟ୍ରର ବିକାଶ ଠପ୍‌ ହୋଇଯିବ ବୋଲି କହିଛନ୍ତି ଅବସରପ୍ରାପ୍ତ କର୍ମଚାରୀ…

୧୪୭୫ ସାମ୍ପଲରୁ ୧୩୪୮ ନେଗେଟିଭ: ଅପେକ୍ଷାରେ ୧୨୭ ରିପୋର୍ଟ

ବାରିପଦା ଅଫିସ, ୧ା୫- କରୋନା ସନ୍ଦେହରେ ଜିଲାର ୧୪୭୫ ଜଣଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୧୩୪୮ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ବାକି ୧୨୭ ଜଣଙ୍କ ରିପୋର୍ଟ ଅପେକ୍ଷାରେ ରହିଛି। ୧୪୭୫ ଜଣଙ୍କ ମଧ୍ୟରୁ ୭୯ ଜଣ…

ମାସ୍କ ପିନ୍ଧି ନ ଥିବାରୁ ଜରିମାନା

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ପୋଲିସ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିନା ମାସ୍କରେ ଯାତାୟାତ କରୁଥିବା ୮ ଜଣଙ୍କ ଠାରୁ ୧୬୦୦ ଟଙ୍କା ଜରିମାନା ଆଦାୟ କରିଛି। ଥାନା ଏଏସଆଇ ଅନୁରାଗ ମହାନ୍ତି ଭଣ୍ଡାରିପୋଖରୀ, ସରସଦା, ଛତାବର ମଞ୍ଜୁରୀରୋଡ ଆଦି ଅଞ୍ଚଳରେ…

ସକାଳୁ ଚା’ କରିବାବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟିଲା

କେସିଙ୍ଗା,୧।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ ଉତ୍କେଲା ପଞ୍ଚାୟତ ଅଧୀନ କାଦୋପଡା ଗ୍ରାମରେ ଶୁକ୍ରବାର ଅଘଟଣ ଘଟିଛି। ସକାଳ ୬ଟାରେ ଜଣେ ବ୍ୟକ୍ତିଙ୍କ ଘରେ ରୋଷେଇବେଳେ ଗ୍ୟାସ ସିଲିଣ୍ଡର ଫାଟିଛି। ଏଥିରେ ଦୁଇ ମହିଳା ଗୁରୁତର ହୋଇଛନ୍ତି। ଅଗ୍ନିଶମ…

ତାରାତାରିଣୀ ପୀଠରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଛି ପ୍ରଶାସନ, ଟୁଇଟ୍‌ କରି ଜଣାଇଲେ ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗଞ୍ଜାମ ଜିଲାର ଆରାଧ୍ୟ ଦୈବୀପୀଠ ମା’ ତାରାତାରିଣୀ ମନ୍ଦିର ମାସେରୁ ଉର୍ଦ୍ଧ୍ୱ ହେଲା ବନ୍ଦ ରହିଛି। ଏପରିକି ମାସେ ଧରି ଚାଲିଥିବା ଚୈତ୍ର ଯାତ୍ରା କେବଳ ପୂଜାବିଧିରେ ଶେଷ ହୋଇଛି। ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯିବା…

ସୁରଟ୍‌ରୁ ଆସିଲା ଆଲୋକଙ୍କ ମୃତଦେହ

ପରଜଙ୍ଗ, ୧।୫(ଡି.ଏନ୍‌.ଏ.)-ସୁରଟ୍‌ରେ ରହି କାର୍ଯ୍ୟ କରୁଥିବାବେଳେ ୪ ମହଲା କୋଠାରୁ ଖସି ପ୍ରାଣ ହରାଇଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଆଲୋକ ନାୟକଙ୍କ ମୃତଦେହ ଶୁକ୍ରବାର ଗଁ।ରେ ପହଞ୍ଚତ୍ଛି। ମରଶରୀରକୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ପୈତୃକ ଗଁ।କୁ ଅଣାଯାଇଥିଲା।…

କୋଭିଡ୍‌ ଫଣ୍ଡକୁ ଋଷିକୁଲ୍ୟା ବଣିକ ସଂଘ ଦେଲା ଏକଲକ୍ଷ

ସୋରଡା,୧ା୫(ଡି.ଏନ୍‌.ଏ.)- ସୋରଡାର ଋଷିକୁଲ୍ୟା ବଣିକ ସଂଘ ତରଫରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ ଏକ ଲକ୍ଷ ଟଙ୍କା ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଥାନାଧିକାରୀ ଏହାକୁ ଗ୍ରହଣକରି ଗଞ୍ଜାମ ଏସ୍‌ପିଙ୍କ ପାଖକୁ ପଠାଇଛନ୍ତି। ସଂଘର ସନ୍ତୋଷ କୁମାର…

ଗୋପାଳପୁର ବନ୍ଦରରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଗୋପାଳପୁର ବନ୍ଦର ଶ୍ରମିକ ସଙ୍ଗଠନ ତରଫରୁ ବନ୍ଦରରେ ଶୁକ୍ରବାର ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଲକ୍‌ଡାଉନ ପରିପ୍ରେକ୍ଷୀରେ ଶ୍ରମିକ ଦିବସ ନିରାଡମ୍ବରରେ ପାଳିତ ହୋଇଥିଲା। ବକ୍ତାମାନେ ଏହି ଦିବସ ପାଳନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?