ଆମ ଜିଲା ଖବର

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ଭୋଜି ସହ ଜୁଆ ଆଡ୍ଡାରେ ଚଢ଼ାଉ

ପାଟପୁର,୧୧ା୫-ଗଞ୍ଜାମ ଜିଲା ପାଟପୁର ଥାନା ଗୋକର୍ଣ୍ଣମେରୀପଲ୍ଲୀ ନିକଟ ଏକ ଖୋଲା ପଡିଆରେ ଭୋଜି ସହ ଜୁଆ ଖେଳ ଚାଲିଥିବା ନେଇ ପାଟପୁର ପୋଲିସକୁ ରବିବାର ସନ୍ଧ୍ୟାରେ ଖବର ମିଳିଥିଲା। ଏହାପରେ ଆଇଆଇସି ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ…

ଜମିବାଡ଼ି ବିବାଦ ନେଇ ଆକ୍ରମଣ, ୬ ଗିରଫ

ନିମାପଡ଼ା,୧୧ା୫(ଡି.ଏନ.ଏ): ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ସୋମବାର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଉଭୟ ପରିବାରର ଅଭିଯୋଗକ୍ରମେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଉଭୟ…

ପିପିଲିରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ

ପିପିଲି,୧୧ା୫(ଡି.ଏନ.ଏ): ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପିପିଲି ଅଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିତ୍ବାବେଳେ ବିନା ମାସ୍କରେ ବୁଲୁଛନ୍ତି। ତୃତୀୟ ପର୍ଯ୍ୟାୟ ତାଲା ବନ୍ଦ ନିୟମରେ ପ୍ରଶାସନ କେତେକାଂଶରେ କଟକଣାକୁ କୋହଳ କରିଛନ୍ତି।…

ବୁଗୁଡ଼ା ବ୍ଲକ: ୬୦ ସଂଗରୋଧ କେନ୍ଦ୍ରରେ ୨୫୧୪ ପ୍ରବାସୀ

ବୁଗୁଡ଼ା,୧୧ା୫(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏବଂ ଏନ୍‌ଏସି ଅଧୀନରେ ଥିବା ୬୦ ସଂଗରୋଧ କେନ୍ଦ୍ରରେ ସୋମବାର ସୁଦ୍ଧା ୨୫୧୪ ପ୍ରବାସୀ ରହିଥିବା ଜଣାପଡ଼ିଛି। ସେଥିରୁ ୨୪୯୫ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ୧୯ ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଜଣାଯାଇଛି। ବର୍ତ୍ତମାନ ବୁଗୁଡ଼ା…

କ୍ବାରାଣ୍ଟାଇନ ଫାଟକ ଜଗିଲେ ସରପଞ୍ଚ

ଗୋପ,୧୧ା୫(ଡି.ଏନ.ଏ): ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ନିଜ ଗ୍ରାମକୁ ବହୁ ସଂଖ୍ୟାରେ ଫେରୁଥିବାରୁ ରାଜ୍ୟ ସରକାର ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଥିଲେ। ତେବେ ପ୍ରଥମ କରି ଗୋପ ବ୍ଲକ ସୁତନ ପଞ୍ଚାୟତର ସରପଞ୍ଚ ବିଳାସିନୀ ବେହେରା ଏହି…

ନିମାପଡ଼ାରେ ଖୋଲିଲା ମାସ୍କ ବିକ୍ରୟ କେନ୍ଦ୍ର

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ଗତ କିଛିଦିନ ତଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ନିମାପଡ଼ାରେ ମାସ୍କ ବିକ୍ରୟ କେନ୍ଦ୍ର ଖୋଲିଛି।…

କନ୍ତପଡା ୪୮ ଘଣ୍ଟା ଶଟ୍‌ଡାଉନ

ବଇଣ୍ଡା, ୧୧ା୫(ଡି.ଏନ.ଏ.)- ଅନୁଗୋଳରେ ୧୫ କରୋନା ରୋଗୀ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଆଠମଲ୍ଲିକ ବ୍ଲକ କନ୍ତପଡା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ସୋମବାର କନ୍ତପଡାକୁ ୪୮ ଘଣ୍ଟା ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ…

ଗୋଆରୁ ଗଜପତି: ଟ୍ରେନ୍‌ ଟ୍ରାକ୍‌,ସାଇକେଲରେ ଆସିଲେ ମହେଶ୍ୱର

ପାରଳାଖେମୁଣ୍ଡି, ୧୧ା୫(ସ୍ବ.ପ୍ର.)-ସୁଦୂର ଗୋଆରୁ ଟ୍ରେନ୍‌ ଟ୍ରାକ୍‌ରେ ଚାଲିଚାଲି ଏବଂ ସାଇକେଲ ଯୋଗେ କେତେଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଗଜପତି ଜିଲାରେ ପହଞ୍ଚତ୍ଛନ୍ତି। ଜିଲାର ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଡେଙ୍ଗାମା କଲୋନୀର ମହେଶ୍ୱର ଶବର ଗୋଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।…

ବିନାନୁମତିରେ ଗଜପତିରେ ପଶିପାରିବେନି ଆନ୍ଧ୍ର ଲୋକେ

କାଶୀନଗର ,୧୧ା୫(ଡି.ଏନ.ଏ.)- ଗଜପତି ଜିଲାରେ ଥିବା ଓଡ଼ିଶାର ବହୁ ଅଞ୍ଚଳର ସୀମା ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଆନ୍ଧ୍ରର କରୋନା ପ୍ରଭାବିତ ଅଞ୍ଚଳରୁ କେତେଜଣ ଲୋକ ଲୁଚିଛପି, ଗଳାବାଟ ଦେଇ ଗଜପତି ଜିଲା ଭିତରକୁ…

କରୋନା ସେବା ପାଇଁ ନିଜ ବିବାହ ରୋକିଲେ ପିଇଓ

ନିମାପଡ଼ା,୧୧ା୫(ଡି.ଏନ.ଏ): ବିଶ୍ୱରେ ଏବେ ମହାମାରୀ କରୋନା ସଂକ୍ରମଣର ଘୋର ବିଭୀଷିକା ଦେଖାଦେଇଛି। କରୋନା ଯୁଦ୍ଧର ମୁକାବିଲା ପାଇଁ ପୋଲିସ, ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ, ସରକାରୀ ଅଫିସରମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବା କରୁଛନ୍ତି। ଏଭଳି…

ନିମାପଡ଼ାକୁ ଫେରିଲେ ୨୪୫ ପ୍ରବାସୀ

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏ ନେଇ କେତେଟା ନିୟମ କୋହଲ କରାଯାଇଥିବାବେଳେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ଟ୍ରେନ, ବସ୍‌ ଯୋଗେ ବହୁ ସଂଖ୍ୟାରେ ଫେରିବାରେ ଲାଗିଛନ୍ତି। ଏହି…

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଦୋକାନ ଉପରେ ଚଢ଼ାଉ

ସୋହେଲା,୧୧ା୫(ଡି.ଏନ.ଏ.): ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିବା, ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଅଭିଯୋଗରେ ବରଗଡ଼ ଜିଲା ପ୍ରଶାସନ ସୋମବାର ସୋହେଲାରେ ଚଢାଉ କରିଥିଲା। ପଦ୍ମପୁର ଉପଜିଲାପାଳ ତନ୍ମୟ ଦରୱାନ ଅଚାନକ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?