ଆମ ଜିଲା ଖବର

ମଉଳିଲା ରଜ ଉତ୍ସବ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଉ ଶୁଭିବ ନାହିଁ ରଜ ଗୀତ ଓ ଦୋଳିର କଟମଟ ଶବ୍ଦ। କାଂ ଭା ଦେଖିବାକୁ ମିଳିବ ଦୋଳି। କିନ୍ତୁ ପୂର୍ବଭଳି ରଜ ମହୋତ୍ସବ, ରଜ ସମାବେଶ, ମୀନା ବଜାର ଓ ରଙ୍ଗବେରଙ୍ଗ ପୋଷାକରେ ଦୋଳି ଖେଳ ଚଳିତ ଥର…

ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତ ବସ୍‌ ସେବାରୁ ବଞ୍ଚିତ

ଚିତ୍ରକୋଣ୍ଡା,୧୧।୬(ଡି.ଏନ୍‌.ଏ): କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ମାସ ୨୩ଠାରୁ ସମସ୍ତ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଫଳରେ ଲୋକଙ୍କା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତ କିଛି ଦିନ…

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିଛନ୍ତି। ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ବୁଧବାର ଫୁଲୁରି ତେଲ ଲାଗି…

ସଡ଼କ ଦୁର୍ଘଟଣା ବୃଦ୍ଧି ନେଇ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ

କଟକ ଅଫିସ,୧୧।୬: ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ନେଇ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଚିନ୍ତା ପ୍ରକାଶ କରିଛି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ଦୁର୍ଘଟଣାଜନିତ ମୃତ୍ୟୁକୁ କମାଇବା ପାଇଁ…

ମହାନଦୀ ଗର୍ଭରେ ମନ୍ଦିର ଦଧିନଉତି

ନୟାଗଡ଼ ଅଫିସ,୧୧ା୬: ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ଗୋପୀନାଥ ମନ୍ଦିର ଦଧିନଉତି ମହାନଦୀ ଗର୍ଭରେ ଠାବ ହୋଇଛି। ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍‌ଟାକ୍‌) ପକ୍ଷରୁ ମହାନଦୀ ଅବବାହିକା ଐତିହ୍ୟ ସ୍ଥଳ ପ୍ରଲେଖନ କାର୍ଯ୍ୟ ବେଳେ…

୭ ବିଚାର ବିଭାଗ ଅଧିକାରୀଙ୍କ ବଦଳି

କଟକ ଅଫିସ,୧୧।୬ : ରାଜ୍ୟରେ ବୁଧବାର ୭ଜଣ ବିଚାର ବିଭାଗ ଅଧିକାରୀଙ୍କର ବଦଳି ହୋଇଛି। ମନୀନ୍ଦ୍ର ଭୂଷଣ ସାହୁଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି ଏବଂ ପୃଥ୍ବୀରାଜ ପ୍ରଧାନଙ୍କୁ ଜେଏମ୍‌ଏଫ୍‌ସି (ଏଲ୍‌ଆର୍‌) ଭାବେ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମାମି ବେହେରାଙ୍କୁ ବଣାଇ ଏସ୍‌ଡିଜେଏମ୍‌,…

ସ୍ନେହଲତା ଗଣବଳତ୍କାର, ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ, ୧୧ା୬(ଡି.ଏନ୍‌.ଏ.) ସ୍ନେହଲତା ଛତ୍ରିଆ ଗଣବଳତ୍କାର ଓ ହତ୍ୟା ଘଟଣାକୁ ପାଞ୍ଚ ବର୍ଷ ପୂରଛି। ହେଲେ ଅଦ୍ୟାବଧି ପୀଡିତ ପରିବାରକୁ ନ୍ୟାୟ ମିଳିନାହିଁ। ଘଟଣାର ସିବିଆ ତଦନ୍ତ ଦାବିରେ ପଶ୍ଚିମ ଓଡିଶା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ ପକ୍ଷରୁ ବୁଧବାର…

ଲକ୍‌ଡାଉନ୍‌ରେ ଜୀବିକା: ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର,୧୧। ୬ (ସ୍ବ.ପ୍ର.)-ଜୀବନ ଜୀବିକାକୁ ଲକ୍‌ କରିଦେଇଛି କରୋନା ଲକ୍‌ଡାଉନ। ଏହି ଲକ୍‌ଡାଉନରେ ଜୀବିକା ହରାଇଛନ୍ତି ଘଟଗାଁ ବ୍ଲକ ବାଟହରିଚନ୍ଦନପୁର(ବଳଭଦ୍ରପୁର)ର ଟେରାକୋଟା କାରିଗର। ନିର୍ଜୀବ ମାଟିର କଣ୍ଢେଇରେ ରଙ୍ଗର ଆସ୍ତରଣ ଦେଇ ଜୀବନ୍ତ କରି ସମସ୍ତଙ୍କୁ ଲୋଭିତ କରି ଆସୁଥିବା ଏହି…

ଆଶା,ଆଶଙ୍କାରେ ଭକ୍ତ

ବାରିପଦା ଅଫିସ,୧୧ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିରରେ ଆଉ ୧୨ ଦିନ ପରେ ଅର୍ଥାତ୍‌ ୨୩ ତାରିଖରେ ହେବ ରଥଯାତ୍ରା। ମହାମାରୀ କରୋନାକୁ ନେଇ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକପୀଠସ୍ଥଳୀ…

ପୂରଣ ହେଲା ୨ ଗ୍ରାମବାସୀଙ୍କ ସ୍ବପ୍ନ : ନିର୍ମାଣ ହେବ ଅଲିପୁର-ପାଇକାଳପୁର ରାସ୍ତା

ଖଇରା,୧୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରଡାଙ୍ଗ ଓ ଝିଙ୍କିରିଆ ୨ ପଞ୍ଚାୟତକୁ ସଂଯୋଗ କରୁଥିବା ଅଲିପୁର-ପାଇକାଳପୁର ରାସ୍ତା ସ୍ବାଧୀନତା ପର ଠାରୁ ଅବହେଳିତ ହୋଇ ରହିଥିଲା। ବର୍ଷା ଦିନେ ପଥରକଟା ଓ କାଂଶବାଂଶ ନଦୀର ଜଳ ଜମି ରହୁଥିବା କାରଣରୁ…

କୋଚିଂ ସେଣ୍ଟରରେ ଚଢ଼ାଉ

ବାରିପଦା ଅଫିସ,୧୧ା୬- କରୋନା ସଂକ୍ରମଣ ରୋକିବା ପାଇଁ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କର୍ଫ୍ୟୁ କଟକଣା ଜାରି କରାଯାଇଛି। ଏହି ନିୟମକୁ ଉଲ୍ଲଂଘନ କରି ମୟୂରଭଞ୍ଜ ଜିଲା ବାରିପଦା ସହରର ଦାରୋଗାଡାହିସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ…

ସ୍ବାସ୍ଥ୍ୟସେବାରେ ଉନ୍ନତି ନ ହେଲେ ଆନ୍ଦୋଳନ: କଂଗ୍ରେସ

ବାଲେଶ୍ୱର ଅଫିସ,୧୧।୬- ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିିଛି। ଜିଲାରେ ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ଭଳି ହସ୍‌ପିଟାଲ ଖୋଲିବା ପାଇଁ ତତ୍‌କାଳୀନ କଂଗ୍ରେସ ଶାସିତ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ। ମାତ୍ର ବର୍ତ୍ତମାନର ଭାଜପା ସରକାର ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?