ଆମ ଜିଲା ଖବର

ପିପିଲିରେ ଦି୍ବତୀୟ କରୋନା ସଂକ୍ରମିତ ଚିହ୍ନଟ

ପିପିଲି,୧୮।୫(ଡି.ଏନ୍‌.ଏ.): ପିପିଲିରେ ଦ୍ୱିତୀୟ କରୋନା ସଂକ୍ରମିତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ସେ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ୨୨ବର୍ଷ ଯୁବକ ହୋଇଥିବାବେଳେ ନିକଟରେ ତାମିଲନାଡୁରୁ ଆସିଥିଲେ। ମେ ୧୩ତାରିଖରେ ସେ ଓ ତାଙ୍କର ଜଣେ ସାଥୀ ସେଠାରୁ ଏକ ବସ ଯୋଗେ…

ଆଖଣ୍ଡଳମଣିଙ୍କ ଲଗ୍ନ ମହୋତ୍ସବ ସମ୍ପନ୍ନ

ଆରଡି, ୧୮ା୫ (ଡି.ଏନ.ଏ.)-ଲକଡାଉନ ଯୋଗୁ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାୟ ୨ ମାସ ହେଲା ବନ୍ଦ ରହିଛି। ଚଳିତ ମାସ ୨୭ ତାରିଖରେ ଶିବ ବିବାହ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ମନ୍ଦିର କାର୍ଯ୍ୟାଳୟ…

ଗ୍ରୀନଜୋନ୍‌ କନ୍ଧମାଳରେ ୨ ପଜିଟିଭ: ସାନିଟାଇଜ ହେଲା ରତଙ୍ଗ କ୍ୱାରାଣ୍ଟାଇନ୍‌ ସେଣ୍ଟର

ଫୁଲବାଣୀ ଅଫିସ, ୧୮ା୫- ଗ୍ରୀନ ଜୋନ୍‌ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି। ଉଭୟଙ୍କୁ ଜିଲା ପ୍ରଶାସନ ପକ୍ଷରୁ ରବିବାର ରାତିରେ ଭୁବନେଶ୍ୱର କିମ୍‌ସ୍‌…

କଣ୍ଟେନର ଅଟକାଇ ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଚମ୍ପୁଆ, ୧୮।୫(ଡି.ଏନ.ଏ.)-ଚମ୍ପୁଆ ସୀମାନ୍ତ ଦେଇ ଗତ ରବିବାର ରାତିରେ ଯାଉଥିବା ଏକ କଣ୍ଟେନରକୁ ଚମ୍ପୁଆ ପୋଲିସ ଅଟକାଇବା ସହିତ ସେଥିରେ ଥିବା ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ୭୨ ଶ୍ରମିକଙ୍କୁ ସ୍ଥାନୀୟ ମହତାବ ହାଇସ୍କୁଲରେ ରଖାଯାଇଛି। ସୂଚନା ଅନୁସାରେ…

ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮।୫- ଲକ୍‌ଡାଉନ୍‌ ସମୟରେ ବାଲେଶ୍ୱର ସହର ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦର ଚୋରା ବ୍ୟବସାୟ ବଢ଼ି ଚାଲୁଥିବା ବେଳେ ଅବକାରୀ କର୍ମଚାରୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅବକାରୀ ବିଭାଗ ଏସ୍‌ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଆଇନ୍‌ ଆଇଆଇସି…

କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ

ଶେରଗଡ଼,୧୮ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ଗ୍ରାମ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କୁ…

ଧାନ ବିକ୍ରିର ୪ ମାସ ବିତିଲା, ମିଳିନି ଟଙ୍କା

ଛତ୍ରପୁର,୧୮ା୫(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଅନ୍ତର୍ଗତ ପଦାଦିଗି ଦାମୋଦରପଲ୍ଲୀ ସୋସାଇଟିରେ ଧାନ ବିକ୍ରି କରିବାର ୪ ମାସ ପରେ ବି ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ଅନଲାଇନ୍‌ରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବା ନିୟମ ରହିଥିଲେ…

କାଳବୈଶାଖୀରେ ଉପୁଡ଼ିଲା ଗଛ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ବାଭଣପଡା ସାହିରେ ରବିବାର ରାତିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଜଣେ ବ୍ୟକ୍ତିଙ୍କ ଘର ଉପରେ ଏକ ବିଶାଳ ଜାମୁ ଗଛ ଉପୁଡି ପଡିବାରୁ ଦୁଇ ବଖରା…

ଏନ୍‌ଜେନ କର୍ମଚାରୀଙ୍କ ଆନ୍ଦୋଳନ

ବଇଣ୍ଡା, ୧୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ସମସ୍ତ ଏନ୍‌ଜେନ କର୍ମଚାରୀ ସୋମବାର କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଏନ୍‌ଜେନ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ। ଏଥିସହ ବଇଣ୍ଡା (ସବ୍‌ଡିଭିଜନ) ଏନ୍‌ଜେନ ଏସ୍‌ଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ରରେ ବାବା ଚମ୍ପେଶ୍ୱର…

ଜିଲା ବାହାର ବ୍ୟକ୍ତିଙ୍କୁ ବିରୋଧ

ଛେଣ୍ଡିପଦା,୧୮।୫(ସ୍ବ.ପ୍ର.)- ଖୋର୍ଦ୍ଧା ଜିଲାର ଜଣେ ବ୍ୟକ୍ତି ସୋମବାର ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ କୁବିହାରିପୁର ଗଁାକୁ ଯାଇଥିବା ବେଳେ ଗ୍ରାମବାସୀ ଜୋରଦାର ବିରୋଧ କରିଥିଲେ। ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସେମାନେ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଇଥିଲେ। କିନ୍ତୁ ପଞ୍ଚାୟତ ପକ୍ଷରୁ…

ମୟୂରଭଞ୍ଜର ୪ କରୋନା ଆକ୍ରାନ୍ତ ସୁସ୍ଥ

କପ୍ତିପଦା,୧୮ା୫(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲାର ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୋମବାର ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ପୁରୁଷ ଓ କପ୍ତିପଦା ବ୍ଲକ ଅଞ୍ଚଳର। ସେମାନଙ୍କ ମଧ୍ୟରୁ ୩ ଜଣ ପିଙ୍ଗୁ ପଞ୍ଚାୟତର ଓ ଜଣେ…

ଶିମିଳିପାଳରୁ ୨ ଶିକାରୀ ଗିରଫ 

ଖୁଣ୍ଟା,୧୮ା୫(ଡି.ଏନ୍‌.ଏ.)- ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ରବିବାର ରାତିରେ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଭୋଳାଗଡ଼ିଆ ଗ୍ରାମର ନରେନ୍ଦ୍ର ହେମ୍ବ୍ରମ ଓ ହାତିକୋଟ ଗ୍ରାମର କିରଣ ବିଶ୍ୱାଳ। ଉଭୟଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?