ଆମ ଜିଲା ଖବର

ଶ୍ୱଶୁରଙ୍କ ପାଇଁ ଚାହା କରୁଥିଲେ ବୋହୂ: ଫାଟିଲା ଗ୍ୟାସ ସିଲିଣ୍ଡର, ଆଉ ତା’ପରେ

ନନ୍ଦପୁର/ପାଡୁଆ,୧୯ା୯(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ବାଞ୍ଜଲାପୁଟ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଯିଛି। ସିଲିଣ୍ଡର ଫାଟି ଶ୍ୱଶୁର ଏବଂ ବୋହୂ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶ୍ୱଶୁର ବଳରାମ ଡୁରୁ ଏବଂ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା,୧୯ା୯ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ମୋଟା ନୂଆପଡ଼ା ପଞ୍ଚାୟତ କୁକୁଡ଼ାତାଲ ଗାଁ ମୁଶରଙ୍ଗୀ ସଂରକ୍ଷିତ ଜଙ୍ଗଲରେ ପୁଣି କଲରାପତରିଆ ବାଘ ଦେଖାଯାଇଛି। ଜଙ୍ଗଲର ଏକ ପଥର ଉପରେ ବାଘ ବସିଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେଲା…

୨ ନାବାଳକ ପୁଅକୁ ସ୍କୁଲ ଆଣିବାକୁ ଯାଇଥିଲେ ବାପା: ଜଙ୍ଗଲରେ ପିଆଇଦେଲେ ବିଷ

ଅନୁଗୋଳ,୧୯।୯: ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ। ୧୨ ଓ ୮ ବର୍ଷର ନାବାଳକ ପୁଅ ଅସୁସ୍ଥ ହୋଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।…

ଦେବାଶିଷଙ୍କୁ ଏଭଳି କହି ଟାର୍ଗେଟ୍‌ କଲେ କଟକ ମେୟର

କଟକ,୧୯।୯: ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ କଟକ ମେୟର ସୁବାସ ସିଂ ଟାର୍ଗେଟ୍‌ କରିଛନ୍ତି। ଦେବାଶିଷ ଶ୍ରୀମୟୀଙ୍କୁ ସାର୍ଟିଫିକେଟ ଦିଅନ୍ତୁ, ଦଳ ବାବଦରେ ନୁହେଁ ବୋଲି ମେୟର କହିଛନ୍ତି। ଦେବାଶିଷ କେତେବେଳେ କେଉଁ ଅବସ୍ଥାରେ ଥାଆନ୍ତି, କ’ଣ କୁହନ୍ତି ସେ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ବାସ୍ଥ୍ୟସେବା

ବରଗଡ଼,୧୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଗୁରୁବାର ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ସମୟରେ ହଠାତ୍‌ ବ୍ୟବହୃତ ମେଶିନ ଅଚଳ ହୋଇପଡ଼ିଥିଲା। ବରଗଡ଼ ହସ୍ପିଟାଲ  ବଞ୍ଚାଅ ଅଭିଯାନ ସଂଗଠନ ଏହି ଘଟଣାର ନିରପେକ୍ଷ ତଦନ୍ତ ଓ…

ସାର କଳବଜାର: କୃଷି ଭବନ ଘେରାଉ କରି ବିଜେଡି…

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ଜିଲାରେ ସାର କଳାବଜାର ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ କୃଷି ଭବନ ଘେରାଉ କରାଯାଇଥିଲା। କୃଷି ଭବନ ସମ୍ମୁଖରେ ପ୍ରଥମେ ବିଜେଡି ନେତା ଓ କର୍ମୀମାନେ ଚାଷୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ…

ବୋହୂଙ୍କୁ ଟାଙ୍ଗିଆରେ ହାଣିବା ପରେ ନିଜେ ଆତ୍ମହତ୍ୟା କଲେ ଶ୍ୱଶୁର: ପଛରେ ଥିଲା ଏମିତି କାରଣ

ଧୂଷୁରୀ, ୧୯ା୯(ଦୀପ୍ତିରଞ୍ଜନ ନାୟକ): ପାରିବାରିକ କଳହକୁ ନେଇ ଜଣେ ବୃଦ୍ଧ ତାଙ୍କ ବୋହୂଙ୍କ ଟାଙ୍ଗିଆ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଗୁରୁବାର ଭଦ୍ରକ ଜିଲା…

ଆଗକୁ ଦଶହରା: ୨୫ରେ ଲଘୁଚାପ!

ଭୁବନେଶ୍ୱର,୧୯।୯: ଆଗକୁ ଦଶହରା। ହେଲେ ଡରାଇଲାଣି ଲଘୁଚାପ ବର୍ଷା। ଆସନ୍ତା ୨୫ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ହେବା ନେଇ…

କ୍ରିକେଟ ମ୍ୟାଚରେ ହାର ଜିତ୍‌କୁ ନେଇ ବଚ୍‌ସା: ରାତିରେ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ…

ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଶିବଶଙ୍କର ବିଷୋୟୀ ନାମକ ଜଣେ ଯୁବକଙ୍କୁ ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା…

ହଜିଯାଇଥିବା ସୁନା ଫେରାଇଲା ପୋଲିସ

ଜଗନ୍ନାଥପ୍ରସାଦ,୧୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ମଙ୍ଗଳସୂତ୍ରକୁ ସଜାଡ଼ିବା ପାଇଁ ଆସି ଅସାବଧାନତାରୁ ହଜିଯାଇଥିବା ୫ ଗ୍ରାମର ଏକ ସୁନା ମଙ୍ଗଳସୂତ୍ର ଶୁକ୍ରବାର ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସୁବଳ ନାୟକଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନାନୁଯାୟୀ, ଗତ ୧୬ ତାରିଖ ମଙ୍ଗଳବାର ଲୁଣିଢେପ…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି: ବଦଳିବେ ଗାଦି ମାଡ଼ି ବସିଥିବା ଅଧିକାରୀ

ଭୁବନେଶ୍ୱର,୧୯।୯: ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏପରିକି ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର…

ବିଭିନ୍ନ ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଡିଓଙ୍କୁ ଦାବିପତ୍ର

କୋଟପାଡ଼,୧୯ା୯(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବତାଶନା ପଞ୍ଚାୟତର ଶତାଧିକ ମହିଳା ପୁରୁଷ, କର୍ମୀ ଶୁକ୍ରବାର କେନ୍ଦୁଗୁଡ଼ା ଛକରେ ଏକତ୍ରିତ ହେଇ ରାଲି ବାହାରି ଜାତୀୟ ରାଜପଥ ପରିକ୍ରମା କରି ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri