ସମସିଆ ଘେରରେ ୫୦ ବଛର ପୁରନା ସ୍କୁଲ
ବିନିକା, ୭ା୧(ଡି.ଏନ୍.ଏ.)- ସରକାର ପ୍ରାଥମିକ ଶିକ୍ଷାକେ ଗୁରୁତ୍ ଦେଇ ଅନେକ ଯୋଜନା ଜରିଆରେ କୋଟି କୋଟି ଟଁକା ଖରଚ୍ କରୁଛନ୍। ହେଲେ ଯୋଜନାକେ କାଯ୍କାରୀ କରୁଥିବାର ଅଧ୍କାରୀମାନକର ଉଦାସିନତା ଲାଗି ଅନେକ ଜାଗାରେ ପ୍ରାଥମିକ ସ୍କୁଲମାନ ନାନା ସମସିଆ ଘେରରେ...
ଘରଖଁଡ଼େ ଲାଗି ପରଶାସନକେ ଗୁହାରି କରି ନିରାଶ: ପୋଲିଥିନ୍ ତଲେ ୪ ପରାନୀ କୁଟୁମ୍
ପର୍ଲା, ୭ା୧(ଡି.ଏନ୍.ଏ.)- ଗରିବ୍ ଦୁଖିକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଖାଏଦ୍ ସୁରକ୍ଷା, ଆବାସ ଯୋଜନା ଲେଖେଁ ଅନେକ ମହତ୍ ଯୋଜନା କାଯ୍କାରୀ କରୁଛନ୍। ହେଲେ ଅନେକ ଜାଗାରେ ଥାନୀଅ ରାଜନେତା, ପରଶାସନିକ ଅଧ୍କାରୀ, କରମଚାରୀକଁର...
ଶେଷ୍ ନିଶାସ୍ ଗନୁଛେ ଶୀତଲଭଣ୍ଡାର
ବରପାଲି, ୭।୧ (ଡି.ଏନ.ଏ)- ବରଗଡ଼ ଜିଲା ବରପାଲିରେ ୧୯୬୨ରୁ ୧୯୬୬ ସାଲ ଭିତରେ ସେବେଲର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକକଁର ଚେଷ୍ଟାରେ ଇଠାନେ ବହୁତ୍ କଲକାରଖାନା ତିଆର ହେଇଥିଲା। ସେ ଭିତରେ ତେଲକଲ୍, ଚିନିକଲ୍, ଲୁହା କାରଖାନା, ବାଲ୍ଟି କାରଖାନା...
ଦାଦନ ଶ୍ରମିକ ଚାଲାନ ବେଲେ ଚଢ଼ଉ: ଦୁଇ ଶ୍ରମିକ ଉଧାର, ୧୩ ବ୍ୟାଗ୍ ଜବତ
ଲାଠୋର, ୭ା୧(ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ସୋମବାର ସଖାଲେ ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍ରେ ଦାଦନ ଶ୍ରମିକ ଚାଲନ ହେଉଥିବାର ଖବର ପାଇ ଖପ୍ରାଖୋଲ ଶ୍ରମ ନିରୀକ୍ଷକ ଚଢ଼ଉ କରିଥିଲେ। ହେଲେ ବିଭାଗୀୟ କରମ୍ଚାରୀ ଅଭାବ...
ଡ୍ୟାମ୍ରେ ଡଙ୍ଗା ବୁଡ଼ି ଯୁବତୀ ନିଖୋଜ ଘଟଣା ୪ ଦିନ ପରେ ମୃତଦେହ ଉଦ୍ଧାର
ଫୁଲବାଣୀ ଅଫିସ/ବଲସକୁମ୍ପା, ୭ା୧-ନୂଆବର୍ଷ ଉପଲକ୍ଷେ ଗତ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ସୁନୀତା ଝାଙ୍କରଙ୍କ ଗଳିତ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ଯେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିଲା...
ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ ଭାଙ୍ଗିଲା ପାନୀୟ ଜଳ ପ୍ରକଳ୍ପ
ଫିରିଙ୍ଗିଆ, ୭ା୧-କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଲକରେ ଆରଡବ୍ଲ୍ୟୁଏସ୍ଏସ୍ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ପ୍ରକଳ୍ପ ତିଆରି ହେବାର ମାସେ ନ ପୁରୁଣୁ ତାହା ଭାଙ୍ଗି ଯାଉଛି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାର...
୬ ବାଲ୍ୟବିବାହ ରୋକିଲା ପ୍ରଶାସନ
ଆସିକା,୭ା୧(ଡି.ଏନ୍.ଏ.): ଆସିକା ବ୍ଲକ ଅନ୍ତର୍ଗତ ବଡଖୋଲି ପଞ୍ଚାୟତରେ ୬ଟି ବାଲ୍ୟ ବିବାହ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ସୋମବାର ପ୍ରଶାସନ ପକ୍ଷରୁ ତାହାଂକୁ ବନ୍ଦ କରାଯାଇଛି। ପଞ୍ଚାୟତର ବଡଖୋଲି ଗ୍ରାମରେ ୪ ଜଣ, ସାନଖୋଲି ଓ କନ୍ଧପଲ୍ଲୀ ଗ୍ରାମରେ ଜଣେ...
ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ
ମୋହନା,୭ା୧(ଡି.ଏନ୍.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା କଲେ ା ପ୍ରମାଣ ନଷ୍ଟ ପାଇଁ ୧୦୦ କି.ମି ଦୂରରେ ଫିଙ୍ଗି ଦେଲେ...
କାଳିଆ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ଧାରଣା
ଛତ୍ରପୁର,୭ା୧(ଡି.ଏନ.ଏ.)-କାଳିଆ ଯୋଜନାରେ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା ା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା...
ଭିଜିଲାନ୍ସ ଜାଲରେ ଏମ୍କେସିଜି ମେଡିକାଲ କନିଷ୍ଠ କିରାଣି
ବ୍ରହ୍ମପୁର ଅଫିସ,୭ା୧-ଏମ୍କେସିଜି ମେଡିକାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଥିବା ଏକ ଏଲଆଇସି କ୍ଲେମ୍ ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ ନେଇ ଏମ୍କେସିଜି ସର୍ଜରୀ (ଅସ୍ତ୍ରୋପଚାର) ବିଭାଗ କନିଷ୍ଠ କିରାଣି ସୋମବାର ଗିରଫ ହୋଇଛନ୍ତି। ଅଭିଯୁକ୍ତ...
ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ
ଦିଗପହଣ୍ଡି,୬।୧(ଡି.ଏନ୍.ଏ.)-ଦିଗପହଣ୍ଡି ସହରର ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ସୋମବାର କେତେକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ କାହ୍ନୁ ଦିଗପହଣ୍ଡି ବସଷ୍ଟାଣ୍ଡରେ ଠିଆ ହୋଇ ଥିବା ବେଳେ ଦଳିତ ସାହିର କିଛି ଯୁବକ ସେଠାରେ ପହଞ୍ଚତ୍...
କୃଷି ସୂଚନା ପରାମର୍ଶ କେନ୍ଦ୍ର ବୈଠକରେ ମାଛ, କୁକୁଡା, ଛତୁ ଚାଷ ଉପରେ ଗୁରୁତ୍ୱାରୋପ
ରସୁଲପୁର,୬।୧(ଡିଏନଏ)- ରସୁଲପୁର ବ୍ଲକ ଅନ୍ତର୍ଗତ ସହକାରୀ କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ବ୍ଲକସ୍ତରୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆତ୍ମାର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ...
Archives


