ଆମ ଜିଲା ଖବର

ଆଶାୟୀଙ୍କ ଆମରଣ ଅନଶନ: ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବାରିପଦା ଅଫିସ,୨୮ା୫- କୋଭିଡ୍‌-୧୯ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ମଲ୍ଟି ପ୍ରପୋଜ ହେଲଥ୍‌ ୱାର୍କର ( ସ୍ବାସ୍ଥ୍ୟ କର୍ମୀ) ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବୁଧବାର ଆଶାୟୀ ପ୍ରାର୍ଥୀନୀମାନେ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ…

ସହାୟତା ଦାବି କଲା ପଞ୍ଚତାଳ ଦୁଲଦୁଲି ସଂଘ

ଦେଓଗାଁ,୨୮ା୫(ଡି.ଏନ.ଏ) ବଲାଙ୍ଗୀର ଜିଲା ଦେଓଗାଁ, ଗୁଡଭେଲା ଓ ସଇଁନ୍ତଲା ବ୍ଲକର ସମସ୍ତ ଦୁଲଦୁଲି ଓ ବ୍ୟାଣ୍ଡବାଜା ପାର୍ଟିକୁ ନେଇ ଗଠିତ ପଞ୍ଚତାଳ ଦୁଲଦୁଲି ସଂଘ ବୁଧବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ା ବର୍ତ୍ତମାନ କରୋନା ମହାମାରୀ ଯୋଗୁ ସରକାରୀ…

ପ୍ରବାସୀଙ୍କୁ ନେଇ ଆଜି ଆସିବ ଆଉ ଏକ ଟ୍ରେନ୍‌

ବାରିପଦା ଅଫିସ,୨୮ା୫-ଲକ୍‌ଡାଉନ ଯୋଗୁ ବାଙ୍ଗାଲୋରରେ ଫସି ରହିଥିବା ପ୍ରବାସୀମାନଙ୍କୁ ନେଇ ପୁଣି ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଗୁରୁବାର ମୟୂରଭଞ୍ଜ ଜିଲାର ବାରିପଦାକୁ ଆସିବ। ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଏହି ଟ୍ରେନଟି ବାଙ୍ଗାଲୋର ଷ୍ଟେସନରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ବାରିପଦା…

ଖରିଫରେ ୧,୩୦,୧୫୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ

ସୋନପୁର,୨୮ା୫(ନି.ପ୍ର.): ୨୦୨୦-୨୧ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାରେ ୧,୩୦,୧୫୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକରେ ଏ ବିଷୟରେ ସୂଚନା…

କୃଷକଙ୍କ ସମସ୍ୟା ନେଇ ଦାବିପତ୍ର

ରେମୁଣା,୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ତହସିଲଦାରଙ୍କ ଜରିଆରେ ବୁଧବାର ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍‌ ପକ୍ଷରୁ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ତଥା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା କୃଷକ ସମସ୍ୟା ପ୍ରତି ଅବହେଳା ଓ…

ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ: ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାରେ କାର୍ଯ୍ୟରତ ୪୨ ଆୟୁଷ ଡାକ୍ତରଙ୍କୁ ରାଜ୍ୟସରକାର ଅବହେଳା ପ୍ରଦର୍ଶନ କରିଥିବା ନେଇ ବୁଧବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।…

କୃଷିଋଣ ଛାଡ, ପ୍ରବାସୀଙ୍କୁ ସହାୟତା ଦାବି

ଖଇରା,୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ସିପିଏମ ଆଞ୍ଚଳିକ କମିଟି ତରଫରୁ କରୋନା ଓ ବାତ୍ୟା ଅମ୍ପନରେ କ୍ଷତିଗ୍ରସ୍ତ ପାଇଁ ୭ଦଫା ଦାବି ନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପ୍ରଦାନ…

ଯୋଗେଶ୍ୱର ବାବାଙ୍କ ବିବାହ ଉତ୍ସବ ସମ୍ପନ୍ନ

ଦେଓଗାଁ,୨୮ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ଯୋଗୀସାଗରସ୍ଥିତ ଯୋଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ବୁଧବାର ୯ମ ପବିତ୍ର ଶୀତଳ ଷଷ୍ଠୀ ମହୋତ୍ସବ ନିରାଡମ୍ବର ସହକାରେ ସମ୍ପନ୍ନ ହୋଇଛି। ଏହି ଦିନ ବୈବାହିକ ରୀତନୀତି ଅନୁସାରେ ଯୋଗେଶ୍ୱରବାବା ଓ ପାର୍ବତୀଙ୍କ ବିବାହୋତ୍ସବ ହୋଇଥିଲା। ଦେଓଗାଁ…

୧୦ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ, ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ/ସୋରଡା(ଡି.ଏନ.ଏ.), ୨୮ା୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧୀନରେ ଥିବା ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା…

ଚେନ୍‌ ଟାଣି ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଇଗଲେ ୪୧୩ ପ୍ରବାସୀ ଓଡିଆ

ଖଲିକୋଟ,୨୮ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ରେଲ୍‌ୱେ ଷ୍ଟେଶନରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଏକ ଶ୍ରମିକ ସ୍ପେଶାଲ ଟ୍ରେନର ଚେନ୍‌ ଟାଣି ୪୩୧ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଳାଇଥିଲେ। ଷ୍ଟେଶନ ଅଞ୍ଚଳର ବହୁ ଯୁବକ ସେମାନଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖଲ୍ଲିକୋଟ…

୫ ଜୁଆଡ଼ି ଗିରଫ, ଟଙ୍କା ଜବତ

ବୁଗୁଡ଼ା,୨୭ା୫(ଡି.ଏନ.ଏ.)- ବୁଗୁଡ଼ା ଥାନା ଆଦିପୁର ଗ୍ରାମ ନିକଟସ୍ଥ ଏକ ବଟ ମୂଳରେ ବୁଧବାର ଅପରାହ୍ନରେ ଜୁଆଖେଳ ଚାଲିଥିବାବେଳେ ବୁଗୁଡ଼ା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ସଦଳବଳ ଚଢାଉ କରିଥିଲେ। ସେଠାରୁ ୫ ଜୁଆଡିଙ୍କୁ ଗିରଫ କରିବା ସହ ୨୨୨୦ ଟଙ୍କା ଜବତ…

ସାପ କାମୁଡ଼ାରେ ଆଶା କର୍ମୀଙ୍କ ଜୀବନ ଗଲା

ଠାକୁରମୁଣ୍ଡା,୨୭ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ରାଣୀଭୋଳ ଗ୍ରାମର ଆଶା କର୍ମୀ ଅମ୍ବିକା ମହାନ୍ତଙ୍କ ବୁଧବାର ସାପ କାମୁଡ଼ାରେ ପ୍ରାଣହାନୀ ଘଟିଛି। ମଙ୍ଗଳବାର ରାତିରେ ସେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?