ଆମ ଜିଲା ଖବର

ସତ୍‌ସଙ୍ଗ ଦ୍ୱାରା ସାମ୍ପ୍ରଦାୟିକତା ଦୂର ହୋଇଥାଏ : ତଥାଗତ

ଚଣ୍ଡିଖୋଲ,୩୧-୧(ଡି.ଏନ୍‌.ଏ.):ବର୍ତ୍ତମାନ ଧର୍ମନାମରେ ବିଭେଦ ସୃଷ୍ଟି ହେଉଛି। ଜାତି, ଧର୍ମ, ବର୍ଣ୍ଣକୁ ନେଇ ରାଜନୀତି କରାଯାଉଛି। ଏପରିକି ଭେଦଭାବ ସୃଷ୍ଟି କରାଯାଇ ପରସ୍ପର ପ୍ରତି ବିଦ୍ୱେଷ ଭାବ ସୃଷ୍ଟି ହେଉଛି। ସତ୍‌ସଙ୍ଗ ହେଉଛି ଜୀବନଧାରା ପରିବର୍ତ୍ତନର ମାର୍ଗ। ସମସ୍ତେ ଏଠାରେ ପ୍ରେମପ୍ରୀତିରେ...

ଦୁର୍ଘଟଣା ରୋକିବା ପାଇଁ ନୂଆ ପ୍ରୟାସ, ଜାତୀୟ ରାଜପଥ କଡ଼ରେ ଲୋକଙ୍କ ପୂଜାର୍ଚ୍ଚନା

ବ୍ରହ୍ମପୁର ଅଫିସ,୩୧ା୧- ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏପରିକି ଦ୍ରୁତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ସଡକ ଦୁର୍ଘଟଣାରେ...

ପୋଲିସ ପରିଚୟ ଦେଇ ସୁନାଚେନ୍‌, ମୁଦି ଲୁଟ୍‌

ଚିକିଟି,୩୧ା୧(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ଜଣେ ବୃଦ୍ଧ ଲୁଟର ଶିକାର ହୋଇଛନ୍ତିି ା ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବଇରିବାଡ ଗ୍ରାମର ପି.ଦଣ୍ଡ। ପୋଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ...

ଆଦାୟ ହେଉଛି ରାଜସ୍ବ, ସୁଧୁରୁନି ହାଟର ଅବସ୍ଥା

ରସୁଲପୁର,୩୧-୧(ଡିଏନଏ):ସାପ୍ତାହିକ ହାଟ ଗ୍ରାମାଞ୍ଚଳ ଲୋକଙ୍କ ବିକାକିଣାର ମାଧ୍ୟମ ହୋଇଆସୁଛି। ଚାଷୀ, ବ୍ୟବସାୟୀ, ଖାଉଟି ସଭିଏଁ ଗାଁ ହାଟରେ ଏକାଠି ହୁଅନ୍ତି। ନିଜ ଆବଶ୍ୟକତା ମୁତାବକ ଜିନିଷ କାରବାର କରି ଫେରିଯାଆନ୍ତି। ଏକଦା ସାପ୍ତାହିକ ହାଟକୁ କାରବାର ପାଇଁ ଲୋକଙ୍କୁ ଅନେକ...

ରାଧାରାଣୀ ପାଣି ପଞ୍ଚାୟତକୁ ଶ୍ରେଷ୍ଠ ପୁରସ୍କାର

ପୁରୁଷୋତ୍ତମପୁର,୩୧ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳି ଗ୍ରାମର ରାଧାରାଣୀ ପାଣିପଞ୍ଚାୟତକୁ ରାଜ୍ୟ ସରକାରଙ୍କ ଉଠା ଜଳ ସେଚନ ବିଭାଗ ପକ୍ଷରୁ ଶ୍ରେଷ୍ଠ ପାଣିପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି। ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର...

ମହାନଦୀ, ଶାଳିଆରୁ ଗଞ୍ଜାମକୁ ଆସିବ ପାଣି

ଛତ୍ରପୁର,୩୧ା୧(ଡି.ଏନ୍‌.ଏ.)- ନୟାଗଡ ଜିଲା ଦେଇ ଯାଇଥିବା ମହାନଦୀ ଓ ଖୋର୍ଦ୍ଧା ଜିଲା ଦେଇ ଯାଇଥିବା ଶାଳିଆ ଡ୍ୟାମ୍‌ରୁ ଗଞ୍ଜାମ ଜିଲାକୁ ପାଣି ଅଣାଯିବ। ଏନେଇ ୨ଟି ମେଗା ଜଳ ଯୋଗାଣ ପ୍ରସ୍ତାବ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା କଡ଼ାକଡ଼ି

ଆନନ୍ଦପୁର,୩୧। ୧(ସ୍ବ.ପ୍ର.)- ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଜିଲାଠାରୁ ଆରମ୍ଭ କରି ଉପଖଣ୍ଡ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କ୍ରମାଗତ ଭାବେ ଆନନ୍ଦପୁର ଗସ୍ତ କରି ବିଭିନ୍ନ...

ଅବହେଳିତ କାଣ୍ଡେ ସାହି: ୪୦ରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢାରେ ଡୋରି

ତେଲକୋଇ, ୩୧।୧(ଡି.ଏନ.ଏ.)-ତେଲକୋଇ ଆଦିବାସୀ ବହୁଳ ବହୁ ଅଞ୍ଚଳରେ ଯୋଜନା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ସିରିଆବାହାଳ ଗ୍ରାମ ସଂଲଗ୍ନ ୬ନଂ ୱାର୍ଡ କାଣ୍ଡେ ସାହି ଅବହେଳିତ ହୋଇ ରହିଛି। ସିରିଆବାହାଳ ଗ୍ରାମ ଠାରୁ କାଣ୍ଡେ ସାହି ୨କି.ମି. ରାସ୍ତା। ରାସ୍ତା...

ଉଦ୍‌ଘାଟନ ପୂର୍ବରୁ ଭାଙ୍ଗିଦେଲେ ଫଳକ

ଧାମନଗର, ୩୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକରେ ନୂତନ ଭାବେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଶୁକ୍ରବାର ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ଗୁରୁବାର ରାତିରେ ଉଦ୍‌ଘାଟନ ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଫଳକରେ...

୨ ଫିଲ୍ମର ଶୁଭ ମହୁରତ

ବାରିପଦା ଅଫିସ,୩୧ା୧- ବାରିପଦା ସହର ସ୍ଥିତ ଅମ୍ବିକା ମନ୍ଦିରରେ ଗୁରୁବାର ଓଡ଼ିଆ ଚଳଚ୍ଚିତ୍ର ‘କକୁକୁଲା’ ଓ ଇଂଲିଶ ଫିଲ୍ମ ‘ଦି ଲାଷ୍ଟ ହେଲପ୍‌’ର ଶୁଭ ମହୁରତ ହୋଇଛି। ଏହି କାର୍ଯ୍ୟକ୍ରମକୁ ସିନେ ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଆନୁଷ୍ଠାନିକ...

ହରିପୁର ଘାଟରୁ ବେଆଇନ ବାଲି ଚାଲାଣ

ବାରିପଦା ଅଫିସ,୩୧ା୧- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ପ୍ରତାପପୁର ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀର ହରିପୁର ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ସ୍ଥାନୀୟ ଲୋକେ ତହସିଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଖଡି ଛୁଇଁ ବିଦ୍ୟା ଆରମ୍ଭ କଲେ ଶିଶୁ

ଉଦଳା,୩୧ା୧(ଡ଼ି.ଏନ୍‌.ଏ.)- ଉଦଳାଠାରେ ଥିବା ମା’ ସରସ୍ବତୀଙ୍କ ମନ୍ଦିରରେ ଗୁରୁବାର ବାଗଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଲମ୍ବାଧାଡିରେ ଆସି ମା’ଙ୍କ ପୂଜା କରିଥିଲେ। ଭୋର ୫ଟାରେ ମନ୍ଦିର ଦ୍ୱାର ଫିିଟା ଯିବା ପରେ ସାଢେ ୫ ଟାରେ ମନ୍ଦିର ମାର୍ଜନା,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri