ଆମ ଜିଲା ଖବର

ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି

ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ(ମିକି)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘର ଟାଉନ ଥାନା…

ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ପଜିଟିଭ୍‌: ୪୫ ଘଣ୍ଟା ଗୋବିନ୍ଦପୁର ପଞ୍ଚାୟତ ଶଟ୍‌ଡାଉନ

କଣ୍ଟାପଡା,୮।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ବ୍ଲକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅମାନିଆଙ୍କୁ ସାବାଡ କରିବାପାଇଁ ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ପ୍ରାସଦ ଦାସ ବୁଧବାର ସନ୍ଧ୍ୟାରୁ…

ସୂର୍ଯ୍ୟଙ୍କ ଚାରିପଟେ ବିରଳ ବଳୟ

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ବର୍ଷା ସମ୍ଭାବନାରେ ବିଭିନ୍ନ ସଙ୍କେତ ପୂର୍ବରୁ ଦେଖିବାକୁ ମିଳିଥାଏ। ଯଥା ବେଙ୍ଗ ବୋବାଇବା, ଝିଙ୍କାରି ବୋବାଇବା, ଆକାଶରେ ଖଣ୍ଡ ଖଣ୍ଡ ମେଘ ପ୍ରବାହିତ ହେବା ଏବଂ ବିଶେଷ କରି ସୂର୍ଯ୍ୟଙ୍କ ଚାରିପଟେ ବୃତାକାର ବଳୟ ସୃଷ୍ଟି ହେଲେ ଆଗାମୀ ଦିନରେ…

କେନ୍ଦ୍ରାପଡ଼ାରୁ ପ୍ରଥମ ମୁଣ୍ଡ ନେଲା କରୋନା: ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ

କେନ୍ଦ୍ରାପଡା ଅଫିସ/ଆଳି,୮।୭(ଡି.ଏନ୍‌.ଏ.): କରୋନାରେ କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛିା ସେ ଦିଲ୍ଲୀରେ ରହୁଥିଲେ । ଗତ ଜୁନ…

ଗଞ୍ଜାମରୁ ବାହାରକୁ ଯିବାକୁ ଚାହୁଁଥିଲେ, କେବଳ ଏହି ମାନଙ୍କୁ ମିଳିବପାଶ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ବାହାରକୁ ଯିବା ପାଇଁ ପାଶ ବ୍ୟବସ୍ଥା ହୋଇଛି। ତେବେ କେବଳ ସ୍ବାସ୍ଥ୍ୟ ଓ ଜରୁରୀ ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଦେଖାଇଲେ ବାହାର ରାଜ୍ୟକୁ ଛଡ଼ାଯିବ। ଏଥିପାଇଁ ଆବେଦନ କରିବାକୁ ପଡିବ । ସମ୍ପୃକ୍ତ…

ଝାରସୁଗୁଡାରେ ଚର୍ଚ୍ଚା: ନବ ଆଉଟ୍‌, କିଶୋର ଇନ୍‌

ଝାରସୁଗୁଡା ଅଫିସ,୮।୭: ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ମଧ୍ୟ ରାଜନୈତିକ ଆଲୋଚନା ଜୋର ଧରିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ବ୍ରଜରାଜନଗର…

ଶେରଗଡ଼ ବ୍ଲକକୁ ନିର୍ଦ୍ଦେଶନାମା ନ ଆସୁଣୁ ପିତ୍ତଳ ପଞ୍ଚାୟତ ୬ଦିନ ଶଟ୍‌ଡାଉନ

ଶେରଗଡ଼,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକକୁ ୫ଦିନ ପାଇଁ ଜିଲାପାଳ ଶଟ୍‌ଡାଉନ ଘୋଷଣା କରିଥିଲେ। ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ପିତ୍ତଳ ସରପଞ୍ଚ ରଙ୍ଗବତୀ ବେହେରା ବୁଧବାରଠାରୁ ପଞ୍ଚାୟତକୁ ୬ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏକ ପ୍ରେସ ଇସ୍ତାହାରରେ ସେ…

କଳମ୍ବ ପଞ୍ଚାୟତରେ ୭ ଜଣ କରୋନା ପଜିଟିଭ: ୮ ଦିନ ଶଟଡାଉନ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ କଳମ୍ବ ଛକରେ ଜଣେ ଏବଂ ଡେଙ୍ଗାପଦରରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରତିଭା ରାଣୀ ଜେନା ଜିଲାପାଳ…

ବାପା-ଝିଅ ପବିତ୍ର ସମ୍ପର୍କରେ କଳଙ୍କ: ୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରି ଗିରଫ ବାପା

ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ବାପା ୭ ବର୍ଷର ଶିଶୁ କନ୍ୟାକୁ ସୋମବାର ବଳାତ୍କାର କରିଛନ୍ତି। ଏ ନେଇ ତାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ଏହିଘଟଣାରେ…

ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍, କେହି ଯାଇ ପାରିବେନି ଭୁବନେଶ୍ୱର: ଜିଲାପାଳ

ଛତ୍ରପୁର,୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏଥିସହ ଭୁବନେଶ୍ୱର ଯିବା ପାଇଁ କୋଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ ବୋଲି…

ରାୟଗଡ଼ା, କେନ୍ଦ୍ରାପଡ଼ାରେ କରୋନା ନେଲା ମୁଣ୍ଡ

ଭୁବନେଶ୍ୱର, ୮।୭(ବ୍ୟୁରୋ): ବୁଧବାର ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧, ରାୟଗଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୧ ଥିବାବେଳେ ଗଞ୍ଜାମ ଜିଲାରୁ ୩ ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…

ଅତାବିରାରେ ଝିଅ ପରେ ମା’ କରୋନା ପଜିଟିଭ

ବରଗଡ଼ ଅଫିସ,୮।୭: ବରଗଡ଼ ଜିଲା ଅତାବିରା ବ୍ଲକରେ ବୁଧବାର ପୁଣି ଜଣେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଏହି ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ପୂର୍ବରୁ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?