ହାତପାହାନ୍ତାରେ ଝୁଲୁଛି ବିପଦ
ଭଦ୍ରକ ଅଫିସ, ୧୫।୨- ଭଦ୍ରକ ଜିଲା ଧାମନଗର ବ୍ଲକ ପଦ୍ମପୋଖରୀ ଛକ ନିକଟରେ ହାତପାହାନ୍ତାରେ ଝୁଲିଛି ବିପଦ। ସତେ ଯେପରି ଯେକୌଣସି ମୁହୂର୍ତ୍ତରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ବିପଦକୁ ଚାହିଁ ରହିଛି। ଧାମନଗର ବ୍ଲକର ଭଗବାନପୁର...
ଦୁର୍ଘଟଣାଗ୍ରସ୍ତ କାରରୁ ମୃତ ମୟୂର ଜବତ
ଦାରିଙ୍ଗବାଡି,୧୫ା୨(ଡି.ଏନ୍.ଏ.) ଦାରିଙ୍ଗବାଡି ଥାନା ଗଦଡି ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଯାତ୍ରା କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାରକରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଥାନା ଏସ୍ଆଇ...
ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ବ୍ରହ୍ମପୁର ଅଫିସ,୧୫ା୨ – ରନ୍ଧନ ଗ୍ୟାସ ଏଲ୍ପିଜି ମୂଲ୍ୟ ବୃଦ୍ଧି କରାଯାଇଥିବା ପ୍ରତିବାଦରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର କର୍ମକର୍ତ୍ତାମାନେ କମାପଲ୍ଲୀ ଛକରେ ବିକ୍ଷୋଭ କରିଛନ୍ତି। କେନ୍ଦ୍ର ସରକାର ପୂର୍ବରୁ ସାଧାରଣ ଲୋକଙ୍କୁ ଉଜ୍ଜ୍ୱଳା...
ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଧାରଣା, ରାସ୍ତାରୋକୋ
ଆସିକା,୧୫ା୨ (ଡି.ଏନ୍.ଏ.) – ଆସିକା ଏନ୍ଏସି ପକ୍ଷରୁ ଗୁରୁବାର ଆସିକା ସହରର ଜନଗହଳିପୂର୍ଣ୍ଣ କୁମ୍ଭାରସାହି ଛକ, ବିନାୟକ ବଜାର, ଲକ୍ଷ୍ମୀ ବଜାର, ବସ୍ଷ୍ଟାଣ୍ଡ, କଳିଙ୍ଗା ରୋଡ ଆଦି ଅଞ୍ଚଳରେ ଥିବା ବେଆଇନ ନିର୍ମାଣ ଓ ଦୋକାନ ପ୍ରଶାସନ ପକ୍ଷରୁ ଉଚ୍ଛେଦ...
‘ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରିବା ଦରକାର’
ବାରିପଦା ଅଫିସ, ୧୫ା୨- ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ (ଜଳବାୟୁ ପରିବର୍ତ୍ତନ ସେଲ) ପକ୍ଷରୁ ଜଳବାୟୁ ପରିବତ୍ତର୍ର୍ନ ସମ୍ପର୍କିତ ଆଞ୍ଚଳିକସ୍ତରୀୟ ଦୁଇ ଦିନିଆ ପରାମର୍ଶ କର୍ମଶାଳା ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି ା କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି...
ପୁରୀରେ କାଉ ମଡ଼କ: ବାର୍ଡ ଫ୍ଲୁ ସନ୍ଦେହ
ପୁରୀ ଅଫିସ,୧୫।୨ : ପୁରୀ ସହରରେ କାଉ ମଡ଼କ ଦେଖା ଦେଇଛି। ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହେଉଥିବା ସନ୍ଦେହ କରି ସହରବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ସୋମବାର ସକାଳେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ (ଡିଇଓ) ସମ୍ମୁଖ ରାସ୍ତାରେ...
ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା
ପୁରୁଷୋତ୍ତମପୁର,୧୫ା୨(ଡି.ଏନ.ଏ.)-ପୁରୁଷୋତ୍ତମପୁର ମା’ ତାରାତାରିଣୀ ପୀଠରେ ମଙ୍ଗଳବାର ଦକ୍ଷିଣା ଲାଗି ଜଣେ ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣିଥିଲେ। ପୁରୁଷୋତ୍ତମପୁର ଥାନାରେ କୋଦଳା ଜାପଟା ରାମପଲ୍ଲୀର ସାରସ ବାରିକ ଏନେଇ ଅଭିଯୋଗ କରିଥିଲେ। ପୋଲିସ ୩ ଜଣ ସେବାୟତଙ୍କୁ ଗିରଫ କରି କୋର୍ଟ...
କୁଳିପୋଷ ବନାଞ୍ଚଳ ପକ୍ଷରୁ ସଚେତନତା ଶିବିର :ଜଙ୍ଗଲ ନିଆଁ ନିବାରଣ ଉପରେ ଗୁରୁତ୍ୱ
ଲହୁଣୀପଡା, ୧୫।୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଡଳେଇସରଠାରେ କୁଳିପୋଷ ବନାଞ୍ଚଳ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ସରପଞ୍ଚ ବେଣୁଧର ନାଏକ ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ବିନୋଦ...
ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ ଯବାନ
ବଡ଼ସାହି,୧୫ା୨(ସ୍ବ.ପ୍ର)- ଡ୍ୟୁଟି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ପାଟିତୁଣ୍ଡ କରିବା ସହ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ ଓଡ଼ିିଶା ଅକ୍ଜୁଲେରୀ ପ୍ରୋଟେକ୍ସନ ଫୋର୍ସ (ଓଏପିଏଫ୍)ର ଜଣେ ଯବାନଙ୍କୁ ମୟୂରଭଞ୍ଜ ଏସପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏସ୍ପିଙ୍କ ଚିଠି ନଂ.୧୭/୧୪ା୨ା୨୦୨୦ରେ ତାଙ୍କୁ...
‘ଉତ୍ସବ ପ୍ରଧାନପାଟ-୨୦୨୦’ର ଅନ୍ତିମସନ୍ଧ୍ୟା: ନାଚ, ଗୀତରେ ଝୁମିଲେ ଦର୍ଶକ
ଦେବଗଡ଼, ୧୫।୨(ଡି.ଏନ.ଏ)-ସ୍ଥାନୀୟ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଚାଲିଥିବା ‘ଉତ୍ସବ ପ୍ରଧାନପାଟ-୨୦୨୦’ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଅନ୍ତିମ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ ଜମିଥିଲା। ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନଙ୍କ ନାଚଗୀତରେ ଦର୍ଶକ ଝୁମିଉଠିଥିଲେ। ଜିଲାପାଳ ସୁଧାଂଶୁ...
ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା
ଉଦଳା,୧୫ା୨(ଡ଼ି.ଏନ୍.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାମୀ ଗଦାଧର ଭକ୍ତାଙ୍କୁ ଥାନାରେ...
ଜମି ଚିହ୍ନଟ ଦାବିରେ ଆର୍ଆଇ ଅଫିସ୍ ଘେରିଲେ ଭୂମିହୀନ
ବାଲେଶ୍ୱର ଅଫିସ, ୧୫।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ହିଡ଼ିଗାଁ ପଞ୍ଚାୟତରେ ଥିବା ଭୂମିହୀନମାନେ ୫ବର୍ଷ ପୂର୍ବରୁ ଚିହ୍ନଟ ହୋଇ ଚାନ୍ଦିପୁର ଆର୍ଆଇ ଅଫିସରୁ ପଟ୍ଟା ପାଇଥିଲେ। ପଟ୍ଟା ପାଇଥିବା ଭୂମିହୀନମାନେ ନିଜର ଜମି ଚିହ୍ନଟ ଦାବିରେ ଶୁକ୍ରବାର ଘେରାଉ...
Archives


