ଆମ ଜିଲା ଖବର

୭ ପରୀକ୍ଷା କେନ୍ଦ୍ରରୁ ୩୨ ଧରାପଡ଼ିଲେ

ନରସିଂହପୁର,୨୭ା୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକର ଗଣିତ ପରୀକ୍ଷା ଚାଲିଥିବା ବେଳେ ନରସିଂହ ବ୍ଲକ ଅନ୍ତର୍ଗତ ୭ ପରୀକ୍ଷା କେନ୍ଦ୍ରରୁ ୩୨ ଜଣ ପିଲା କପି କରୁଥିବା ବେଳେ ସ୍କ୍ବାଡ୍‌ ହାତରେ ଧରାପଡିଛନ୍ତି। ଏହାପରେ ସମ୍ପୃକ୍ତ ପିଲାଙ୍କୁ ମାଲ୍‌ ପ୍ରାକ୍ଟସ୍‌ କରିଦିଆଯାଇଛି। ସେମାନଙ୍କ...

ଦୀନବନ୍ଧୁଙ୍କ ମୃତଦେହ ବାଇକ୍‌ରେ ଘରକୁ ଆସିଲା

ମାଲକାନଗିରି,୨୭ା୨(ଡି.ଏନ.ଏ.): ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପଣସପୁଟ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀ ଦୀନବନ୍ଧୁ ବେପାରୀଙ୍କ ମୃତଦେହକୁ ୨ ଦିନ ପରେ ପରିବାର ଲୋକ ମଙ୍ଗଳବାର ଏକ ବାଇକ୍‌ରେ ୨୦ କିମି ଦୂର ଚିତ୍ରକୋଣ୍ଡାସ୍ଥିତ ନିଜ ଘରକୁ...

ରାସ୍ତା, ପାଣି ପାଇଁ ହୀନସ୍ତା

ବଅଁରପାଳ, ୨୭ା୨(ଡି.ଏନ.ଏ.) – ପାନୀୟଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ବଅଁରପାଳ ବ୍ଳକ ବଳରାମପ୍ରସାଦ ଆଶପଣ୍ଡ ନିକଟରେ ଥିବା ଲକ୍ଷ୍ମଣପୁର ଗ୍ରାମବାସୀ। ୬ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ଏହି ଗ୍ରାମ...

ଯୋଜନା ଅପହଞ୍ଚ, ଦାଦନରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨୭।୨: ଦାଦନସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଭଳି ପ୍ରଭାବିତ ଅଞ୍ଚଳ ପାଇଁ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏ) ଯୋଜନାରେ ଶ୍ରମିକଙ୍କୁ ଦୁଇଶହ ଦିନର କାମ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ...

ପଦବୀ ପାଇଁ ଚାଲିଛି ଅଙ୍କକଷା

ଅନୁଗୋଳ ଅଫିସ, ୨୭।୨ – ଅନୁଗୋଳ ପୌରପାଳିକାରେ ଖାଲି ପଡ଼ିଥିବା ବିଭିନ୍ନ ପଦପଦବୀକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା। ଘଣ୍ଟାକୁ ଘଣ୍ଟା ସେମାନେ ମେଳି ବାନ୍ଧି କାହାକୁ କେଉଁ ଚୌକି ମିଳିବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି।...

କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଦାବି

ବଇଣ୍ଡା, ୨୭ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଠେଲକନାଳୀ ପଞ୍ଚାୟତ ଠେଲକନାଳୀ ଗ୍ରାମରେ ବିଭିନ୍ନ ସମସ୍ୟା ଲାଗିରହିଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ଗ୍ରାମର ବିକାଶ ହୋଇପାରୁନାହିଁ। ବିଶେଷକରି ସରକାରୀ ଯୋଜନାମାନ ଏଠାରେ...

ଉପାନ୍ତ ଗାଁ ବାତେପଙ୍ଗା, ମୌଳିକ ସୁବିଧା ଅପହଞ୍ଚ

ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ବ୍ଲକର ୪୩ଟି ଗ୍ରାମକୁ ନେଇ ଗଠିତ ଶଗଡା ପଞ୍ଚାୟତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇରହିଛି। ମନମୁଣ୍ଡାଠାରୁ ୩୦ କିମି ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ ବାତେପଙ୍ଗା ସମେତ କକଟପଙ୍ଗା, ଶିଗାଡି, ମିନକାସାହି,...

ପରୀକ୍ଷା ହଲ୍‌ରୁ ମିଳିଲା ମୋବାଇଲ

ପରଜଙ୍ଗ, ୨୭।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାନିକେତନ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ଏକ ମୋବାଇଲ ଫୋନ୍‌ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତ୍ରିସ୍ତରୀୟ ଚେକିଂ ବଳୟ ଭେଦ କରି ମୋବାଇଲ...

ଫେୟାରୱେଦର ରାସ୍ତା ଭୁଶୁଡିଲା

ଅତାବିରା, ୨୭।୨ (ଡି.ଏନ.ଏ) ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଝାଉଁଯୋର ନଦୀରେ ନିର୍ମାଣ କରାଯାଇଥିବା ଫେୟାରୱେଦର ରାସ୍ତା ଅଦିନିଆ ବର୍ଷା ଯୋଗୁ ଉପରମୁଣ୍ଡରୁ ପାଣି ଆସି ଭୁଶୁଡି ଯାଇଛି । ନଦୀ ଭିତରେ ଏହି ରାସ୍ତାର ଉଚ୍ଚତା କମ୍‌...

ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ ନେଇଥିବାବେଳେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଛା ଚାଲିଛି। ତେବେ ବୁଧବାର...

ଗଣଶିକ୍ଷା ମନ୍ତ୍ରୀଙ୍କ ମାଟ୍ରିକ ପରୀକ୍ଷାକେନ୍ଦ୍ର ପରିଦର୍ଶନ

ନିମାପଡ଼ା ,୨୭ା୨(ଡି.ଏନ୍‌.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ନିମାପଡ଼ା ବ୍ଲକ ଅନ୍ତର୍ଗତ ନାଗବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ପରୀକ୍ଷାକେନ୍ଦ୍ରରେ ୧୮୩ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବା ପରୀକ୍ଷାକେନ୍ଦ୍ର...

ବିହନ ଉତ୍ପାଦନ କ୍ଷେତ୍ରରେ ହରିଶ୍ଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ

ରଘୁନାଥପୁର,୨୭ା୨ (ଡି.ଏନ.ଏ.): ଏହି ବ୍ଲକ ରେଢୁଆ ନୂଅଗାଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ ପରିସରରେ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଲାଲ(ଲିଭ ଆଣ୍ଡ ଲେଟ୍‌ଲିଭ୍‌)ର ପଥ ପ୍ରଦର୍ଶକ ସ୍ବାଗତ ହରିଶ୍ଚନ୍ଦ୍ର ଭୂୟଁ।ଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ବୁଧବାର ଅନୁଷ୍ଠିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri