ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍ ବାପର ବୋଝ୍
ବିନିକା,୨୪ା୩ (ଡି.ଏନ୍.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍ମୁ ଦିବ୍ୟାଙ୍ଗ ଆଏ। ସେ ଭଲ ଭାବେ କଥା କହି ନାଇଁ ପାରବାର, ସ୍ନାୟୁ ଦୁରବଲତା ଲାଗି ମୁଡ଼...
ବାପ୍ ଦିବ୍ୟାଙ୍ଗ: ଦାଦନ ଖଟି ବହେନ୍କେ ପଢ଼ଉଛନ୍ ତିନ୍ ଭାଇ
କୋମନା, ୨୪।୩ (ଡି.ଏନ୍.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍ ଅଧୀନ ମହୁଲଭଟା ଗଁାର ଦିବ୍ୟାଙ୍ଗ ମସତ୍ରାମ ତାଣ୍ଡି(୬୦)। ଛୁଆବେଲେ କେହେନ୍ସି ଗୁଟେ ଅଜନା ରୋଗ୍ରେ ପଡ଼ି ଦିବ୍ୟାଙ୍ଗ ପାଲଟିଯାଇଛନ୍। ଯେନ୍ଥିରଲାଗି ତାକର ଗୁଟେ ଗୋଡ଼ ଠିକ୍ରେ...
ତରଭୁଜ ଲାଗି ବଜାର ବେବସ୍ତାର ଅଭାବ: କ୍ଷତି ସହୁଛନ୍ ଚାଷୀ, ଲାଭ ଉଠଉଛନ୍ ବେପାରୀ
ଭବାନୀପାଟଣା,୨୪।୩ (ଡି.ଏନ୍.ଏ.)- ବଜାର ବେବସ୍ତା ଅଭାବୁ ଭାବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡର ଚରଭୁଜ ଚାଷୀ ଯେନ୍ ହିସାବେ ଲାଭ ପାଏବାର କଥା ନାଇଁ ପାଉଥିବାର ଜନାପଡ଼ିଛେ। ଇତାର ସୁଯୋଗ ନେଇ ବେପାରୀମାନେ ଚାଷୀକରନୁ ଅଲପ୍ ଦାମରେ ତରଭୁଜ ଘିନି...
କ୍ୱାରାଣ୍ଟାଇନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ
ଅନୁଗୋଳ ଅଫିସ, ୨୩।୩ କରୋନା ଭୂତାଣୁ ରୋକିବା ପାଇଁ ଅନୁଗୋଳ ଜିଲାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଆଧାରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୋମବାର ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା...
ଗାଇଡଲାଇନ ଉଲ୍ଲଂଘନକାରୀଙ୍କୁ ଚେତାବନୀ
ହିଞ୍ଜିଳିକାଟୁ, ୨୩ା୩ (ଡ଼ି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ଗାଇଡ଼ଲାଇନ ଜାରି କରାଯାଇଛି। ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅତି ଆବଶ୍ୟକ ସାମଗ୍ରୀ ପାଇଁ...
ପ୍ରଶାସନର ପରାମର୍ଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଦାରିଙ୍ଗବାଡ଼ି,୨୩।୩(ଡି.ଏନ.ଏ): କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଛି । ଜିଲାରେ ୧୪୪ ଧାରା ବଳବତ୍ତର ରହିଛି। ଔଷଧ ଓ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ କୁହାଯାଇଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର...
୨ ପର୍ଯ୍ୟାୟରେ ଖୋଲିବ ମାଲ୍ଗୋଦାମ
କଟକ ଅଫିସ,୨୩ା୩- ରାଜ୍ୟର ଅନ୍ୟତମ ବୃହତ୍ ବଜାର ମାଲ୍ଗୋଦାମ ଖୋଲିବାକୁ ନେଇ ଥିବା ଦ୍ୱନ୍ଦ୍ୱ ସୋମବାର ଦୂର ହୋଇଛି। ଫଳରେ ଏହି ବଜାର ଦିନକୁ ଦୁଇଟି ଭିନ୍ନ ସମୟରେ ଖୋଲିବ। ଖୁଚୁରା ଦୋକାନଗୁଡିକ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ...
୩୧ ପର୍ଯ୍ୟନ୍ତ ଜରୁରୀ ମାମଲାର ଶୁଣାଣି: ଲକ୍ଡାଉନ୍ ଅଞ୍ଚଳରେ ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ
କଟକ ଅଫିସ,୨୩ା୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍(ଜୁଡିସିଆଲ୍) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ୧୪ଟି ଜିଲା ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତା ୨୯ତାରିଖ...
ବାଲିଆପାଳକୁ ଲକ୍ଡାଉନ ଘୋଷଣା
ବାଲିଆପାଳ,୨୩।୩(ସ୍ବ.ପ୍ର/ଡି.ଏନ.ଏ.)-କରୋନା ଭୂତାଣୁର ଭୟାବହତାକୁ ଦେଖି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ରବିବାର ଜନତା କର୍ଫ୍ୟୁକୁ ବାଲେଶ୍ୱର ଜିଲା ସମେତ ବାଲିଆପାଳ ବ୍ଲକରେ ବିପୁଳ...
ସୁବର୍ଣ୍ଣପୁର ଦ୍ୱୀପରେ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ
ଭୋଗରାଇ, ୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ସମୁଦ୍ର କୂଳ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ଦ୍ୱୀପରେ ଗୋଟିଏ ଅଲିଭ୍ ରିଡ୍ଲେ କଇଁଛ ସୋମବାର ପ୍ରତ୍ୟୁଷରୁ ୭୫ଟି ଅଣ୍ଡା ଦେଇ ପରେ ସମୁଦ୍ରମୁହଁା ହୋଇଛି। ଆସନ୍ତା ମଙ୍ଗଳବାର ଅମାବାସ୍ୟା ତିଥିରେ ଭରାଜୁଆର ସହିତ ପାଗ...
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ
ରସାଳପୁର,୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅମ୍ବିକା ନାମ୍ନୀ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶାଶୁଘର ଲୋକେ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଗଡ଼ିଆରେ ପକାଇ ଏହାକୁ ଆତ୍ମହତ୍ୟା ରୂପ...
କେରଳରୁ ଫେରିଲେ ୪୧ ଦାଦନ ଶ୍ରମିକ
ନବରଙ୍ଗପୁର,୨୩।୩(ବି.ପ୍ର.): କରୋନା ଭୟାବହତା ପୂରା ବିଶ୍ୱରେ ବ୍ୟାପିଛି। ବାହାରୁ ଆସୁଥିବା ଦାଦନ ଶ୍ରମିକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହା ମଧ୍ୟରେ କେରଳରୁ ୪୧ଜଣ ଦାଦନ ଶ୍ରମିକ ସୋମବାର ନବରଙ୍ଗପୁରସ୍ଥିତ ସେମାନଙ୍କ ଘରକୁ ଫେରିଛନ୍ତି।...
Archives


