ତରଭୁଜ ଲାଗି ବଜାର ବେବସ୍‌ତାର ଅଭାବ: କ୍ଷତି ସହୁଛନ୍‌ ଚାଷୀ, ଲାଭ ଉଠଉଛନ୍‌ ବେପାରୀ

 

ଭବାନୀପାଟଣା,୨୪।୩ (ଡି.ଏନ୍‌.ଏ.)-
ବଜାର ବେବସ୍‌ତା ଅଭାବୁ ଭାବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡର ଚରଭୁଜ ଚାଷୀ ଯେନ୍‌ ହିସାବେ ଲାଭ ପାଏବାର କଥା ନାଇଁ ପାଉଥିବାର ଜନାପଡ଼ିଛେ। ଇତାର ସୁଯୋଗ ନେଇ ବେପାରୀମାନେ ଚାଷୀକରନୁ ଅଲପ୍‌ ଦାମରେ ତରଭୁଜ ଘିନି ଭିନେ ଭିନେ ଜିଲାରେ ଦୁଇଗୁନାରେ ବିକି ମାଲେମାଲ ହେଉଛନ୍‌। ୮ରୁ ୧୦ ବଛର ହେଲା ଏନ୍‌ତା ଅବେବସ୍‌ତା ଲାଗି ଅଂଚଲର ତରଭୁଜ ଚାଷୀ କ୍ଷତି ସହୁଛନ୍‌। ହେଲେ ଚାଷୀକର ସୁଆର୍‌ଥ ଲାଗି ସରକାରୀ ହିସାବେ କିଛି ପଦକ୍ଷେପ ନାଇଁ ନିଆଯାଉଥିବାର ଚାଷୀମାନେ ଅଭିଯୋଗ କରିଛନ୍‌। ଏନ୍‌ତାଥି ଅନେକ ଚାଷୀ ତରଭୁଜ ଚାଷ୍‌ରୁ ମୁହୁଁ ଫିରେଇ ନେଉଥିବାର ଦେଖବାକେ ମିଲୁଛେ। ଭବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡ ଦେଇ ବୁହିଯାଇଥିବାର ହରିହର ଯୋରର ଦୁଇ ଖଁଡ଼ି ଆର ଭିନେ ଭିନେ ଜାଗାରେ ଚାଷୀ ଶହ ଶହ ଏକର ତରଭୁଜ ଚାଷ୍‌ କରୁଛନ୍‌। ଚଲତି ବଛର ବି ଭବାନୀପାଟଣା ଆର ଧର୍ମଗଡ଼ ବ୍ଲକର ଭିନେ ଭିନେ ଗଁାରେ ଅନେକ ଚାଷୀ ତରଭୁଜ ଚାଷ୍‌ କରିଛନ୍‌। ହେଲେ ଚାଷୀ ଅମଲ ତରଭୁଜକେ ଇ ହାଟ୍‌ ସେ ହାଟ୍‌ ବିକି ନେବାକେ ସମିଆ ନାଇଁ ପାଉଥିଲାବେଲେ ବେପାରୀମାନେ ଇତାର ଫାଏଦା ନେଉଛନ୍‌। ବେପାରିମାନେ ଚାଷୀର ଖେତ୍‌କେ ଯାଇ ସସ୍‌ତାରେ ତରଭୁଜ ମୂଲେଇ ଘିନି ଆନୁଛନ୍‌। ଯେନ୍‌ଟା ବେପାରୀମାନେ ଉନିଅଁାନେ ସେ ତରଭୁଜକେ ଦୁଇଗୁନା ଦାମ୍‌ରେ ବିକୁଛନ୍‌। ଚାଷୀକଁର କହେବାର ହିସାବେ ବେପାରୀମାନେ ଚାଷୀକରନୁ ତରଭୁଜ କେ.ଜି. ପିଛା ୧୦ରୁ ୧୨ଟଁକା ଭାଉରେ ଘିନୁଛନ୍‌। ସେମାନେ ସେଟାକେ ଭିନେ ଭିନେ ଜାଗାରେ କେ.ଜି. ପିଛା ୪୦ରୁ ୫୦ଟଁକାରେ ବିକୁଛନ୍‌। ସେନ୍‌ତା ଅଦିନିଅଁା ବରଷା ଆର କରାମାଡ଼ ଭଏରେ ଚାଷୀ ବି ଅନେକ ସମିଆରେ ସସ୍‌ତାରେ ବେପାରିକରନେ ତରଭୁଜ ନପେଇ ଦେଉଥିବାର କହିଛନ୍‌। ଇଥର ଜାନୁୟାରୀ ଆର ଫେବୃଆରୀରେ ଅନେକ ବରଷା ଆର କରାମାଡ଼ ଲାଗି ଅନେକ ତରଭୁଜ ଚାଷୀ କ୍ଷତି ସହିଛନ୍‌। ଇଆଡ଼େ ଅମଲ ତରଭୁଜକେ ଚାଷୀ ଦିନାକେତେ ସାଇତି ରଖବାର ଲାଗି ଅଂଚଲରେ ଶୀତଲଭଣ୍ଡାରଟେ ନଁାଇଁନ। ତରଭୁଜ ଚାଷୀମାନେ ବାରବାର ବଜାର ବେବସ୍‌ତା କରବାକେ ଦାବି କରିଆସୁଥିଲେ ବି କେହି ନାଇଁ ଶୁନୁଥିବାର ଅଭିଯୋଗ କରିଛନ୍‌। ଇଠାନେ ତରଭୁଜ ଚାଷୀକଁର ସୁଆର୍‌ଥ ଲାଗି କୃଷି, ଉଦ୍ୟାନ ବିଭାଗ ଆର ନିୟନ୍ତ୍ରିତ ବଜାର କମିଟି ତରଫୁ ପଦକ୍ଷେପ ନେବାର ନିହାତି ଜରୁରି ବଲି ସାଧାରନରେ ମତ ପରକାଶ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri