ଆମ ଜିଲା ଖବର

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୬ ଗିରଫ

ଜୟପୁର, ୧୨ା୧୧ (ନି.ପ୍ର./ଡି.ଏନ.ଏ.)-ଜୟପୁର ସଦର ପୋଲିସ ଗୁରୁବାର ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣକାରୀ ର଼୍ୟାକେଟ୍‌ ଉପରେ ଚଢାଉ କରିଛି ା ମାମଲାରେ ବିହାର, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିହାରର ସେନୁ…

ପୋଲିସକୁ ଧକ୍କା ଦେଇ ଖସି ପଳାଇଲେ ଅଭିଯୁକ୍ତ

କଟକ ସଦର,୧୨ା୧୧(ଡି.ଏନ୍‌.ଏ.): କଟକ ସଦର ଥାନା ହାଜତରୁ ଗୁରୁବାର ସକାଳେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ବ୍ରାହ୍ମଣଝରିଲୋ ଅଞ୍ଚଳର ବସିର ଖଁା ଓରଫ୍‌ ଜୁଗା। ଏନେଇ ପୋଲିସ ଦଫା ୨୨୫ରେ ମାମଲା (ନଂ.୫୯୩/୨୦)ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ ଯେ,…

ଭିଜିଲାନ୍ସ ଜାଲରେ କୋଟିପତି କିରାଣି

ଧର୍ମଶାଳା, ୧୨ା୧୧(ଡି.ଏନ.ଏ.): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି ରତ୍ନାକର ମହାନ୍ତିଙ୍କ ବାସଭବନରେ ଗୁରୁବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। କଟକ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ତିନୋଟି…

ଗ୍ରାମାଞ୍ଚଳ ଉଦ୍ୟାନ କାର୍ଯ୍ୟ ସ୍ଥିତି ପରଖିଲେ ଅତିରିକ୍ତ ଜିଲାପାଳ

ରସୁଲପୁର,୧୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ବଧକଇଁଚି ପଞ୍ଚାୟତର ମା’ହିଙ୍ଗୁଳା ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଉଦ୍ୟାନ ନିର୍ମାଣ ହେବ। ଏଥିପାଇଁ ଜମି ଚିହ୍ନଟ ହେବା ସହ ଭିତ୍ତିଭୂମିର ବିକାଶ ଓ ପରିସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହାର ସ୍ଥିତି ପରଖିବାକୁ…

୫୦ ଲକ୍ଷ ଟଙ୍କାର ବାଣ ବୋଝେଇ ଟ୍ରକ ଛାଡି ପଳାଇଲେ ଚାଳକ

ଧରାକୋଟ,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମ ନିକଟ କଲେଜସ୍ଥିତ ପାହାଡ଼ପାଖରୁ ଏକ ବାଣବୋଝେଇ ଟ୍ରକକୁ ବୁଧବାର ରାତିରେ ଧରାକୋଟ ପୋଲିସ ଜବତ କରିଛି। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ଖବର ପାଇ ଆସିକା ଏସ୍‌ଡିପିଓଙ୍କ…

କଟକରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି

କଟକ ଅଫିସ, ୧୨।୧୧: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେରୋ ସର୍ଭେ ନେଇ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।…

ଷ୍ଟ୍ରିଟ୍‌ ଲାଇଟ୍‌ରେ ଝଲସୁଛି ମାଓବାଦୀ ଗଡ଼ର ୪ ଗ୍ରାମ

ଚିତ୍ରକୋଣ୍ଡା,୧୨ା୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓବାଦୀ ଉପଦ୍ରୁତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼ ଏବେ ଜିଲା ତଥା ବ୍ଲକ ପ୍ରଶାସନଙ୍କ ଫୋକୋସ୍‌ରେ। ଯେଉଁ ଅଞ୍ଚଳରେ ଦିନେ ମାଓବାଦୀ ସମସ୍ୟା ନେଇ ବିକାଶମୂଳକ କାର୍ଯ୍ୟ ହେଇପାରୁ ନ ଥିଲା…

ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ: ଏସ୍‌ପି

ମାଲକାନଗିରି,୧୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଜଡ଼ାମ୍ବ ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ରଖା ଯାଇଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛିା ଏ ସମ୍ବନ୍ଧରେ ମାଲକାନଗିରି ଏସ୍‌ପି ହୃଷୀକେଶ ଡି. ଖିଲାରୀ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲା…

ଛତିଶଗଡ଼ ବ୍ୟବସାୟୀଙ୍କ ସୁନାଗହଣା ଲୁଟ୍‌ ମାମଲା: ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୨ା୧୧: ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଛତିଶଗଡ଼ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ହୋଇଛି। ସୋହେଲା ପୋଲିସ ଏହି ମାମଲାରେ ୬ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋହେଲାର…

ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ

ଖୋର୍ଦ୍ଧା ଅଫିସ,୧୨ା୧୧: କିଛିଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ ହୋଇଛି। ସମସ୍ତ ତହସିଲ, ବ୍ଲକ ଅଞ୍ଚଳରେ ମାସ୍କ ଚେକିଂ ଜୋରଦାର ଚାଲିଛି। ଏନେଇ ଜିଲାପାଳ ସନତ ମହାନ୍ତି ଗୁରୁବାର ଟୁଇଟ୍‌ କରି ଜଣାଇଛନ୍ତି।

ଗ୍ରୀନ୍‌ ଦୀପାବଳି ପାଳନ କରିବାକୁ ଅନୁରୋଧ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୨ା୧୧(ଡି.ଏନ୍‌.ଏ.): ଭିଡିଓ କନ୍‌ଫରେନ୍ସି ଜରିଆରେ ଜିଲାସ୍ତରୀୟ କୋଭିଡ୍‌ ପରିଚାଳନା ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୋକାନଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ବସ୍‌, ଅଟୋ, ତହସିଲ, ବ୍ଲକ କାର୍ଯ୍ୟାଳୟ ସେବା, ଚିକିତ୍ସାଳୟ ଇତ୍ୟାଦି ସମସ୍ତ…

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ମା’-ପୁଅଙ୍କ ଜୀବନ

ବାହାନଗା,୧୨ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥର ଓଳିଆପାଟଣା ପୋଲ ନିକଟରେ ରାସ୍ତା ଦୁର୍ଘଟଣାରେ ମା’ ପୁଅଙ୍କର ମୃତ୍ୟୁ ଘଟିଛି। ସୋର ଥାନା ଅଧୀନସ୍ଥ ଖୁଣ୍ଟା ଗ୍ରାମର ବୁଦ୍ଧିରାମ ସେନାପତିଙ୍କ ସ୍ତ୍ରୀ ଶୁକ ସେନାପତି, ତାଙ୍କ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?