ବଜ୍ରପାତରେ ଦୁଇଜଣଙ୍କ ଜୀବନଗଲା
ବାଲେଶ୍ୱର ଅଫିସ,୨୮ା୫: ବାଲେଶ୍ୱର ଜିଲାରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଗୁରୁବାର ପୂର୍ବାହ୍ନରେ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ଫଳରେ ବାଲିଆପାଳର କେନ୍ଦୁଡିହା ଗ୍ରାମରେ ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ସମୟରେ ଜଣେ…
ଭଦ୍ରକରୁ ଗଡ଼ିଲା ବସ୍
ଭଦ୍ରକ ଅଫିସ,୨୮।୫: ରାଜ୍ୟରେ ବେସରକାରୀ ବସ୍ ସେବା ଗୁରୁବାରଠାରୁ ଆରମ୍ଭ ହୋବାକୁ ପୂର୍ବରୁ ଘୋଷଣା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରରେ ମଧ୍ୟ ଗୁରୁବାରଠୁ ବସ୍ ସେବା ଆରମ୍ଭ ହୋଇଛି। ଭଦ୍ରକ ବନ୍ତ ଛକ ସ୍ଥିତ ଷ୍ଟାଣ୍ଡରେ ବସ୍କୁ ସମ୍ପୂର୍ଣ୍ଣ ସାନିଟାଇଜିଂ…
କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବାକୁ ଆହ୍ବାନ ଦେଲେ ଡିଜିପି
କଟକ ଅଫିସ,୨୮ା୫: କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ଗୁରୁବାର ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଟୁଇଟ୍ରେ ସେ ପ୍ରକାଶ କରିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଓଡ଼ିଶା ପୋଲିସ ରାଜ୍ୟବ୍ୟାପୀ…
ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ
ପାଟଣା,୨୮।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା ଶଙ୍କର ଶିବ ମନ୍ଦିରରେ ବୁଧବାର ରାତିରେ ଦେବଦମ୍ପତିଙ୍କ ଦେବୀ ପାର୍ବତୀ ଓ ଦେବଦେବ ମହାଦେବଙ୍କ ବିବାହ କାର୍ଯ୍ୟ ଆଡ଼ମ୍ବରରେ ସମ୍ପନ୍ନ ହୋଇଛ। ଦେବଦମ୍ପତିଙ୍କ ବିବାହ ଉତ୍ସବ ସକାଶେ ମନ୍ଦିର…
କରୋନା ପାଇଁ ନରବଳି ଦେଲେ ପୂଜକ, କଟୁରି ଜବତ
ନରସିଂହପୁର,୨୮ା୫(ଡି.ଏନ୍.ଏ.): କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଜଣେ ପୂଜକ କରୋନା ପାଇଁ ନରବଳି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମନ୍ଦିରର ୭୦ ବର୍ଷୀୟ ପୂଜକ ସଂସାରୀ ଓଝା ପୋଲିସକୁ ଦେଇଥିବା ବୟାନ…
ରାସ୍ତାକଡ଼ରେ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ
ଛେଣ୍ଡିପଦା,୨୮।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା କୋଶଳା ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥର କୋଶଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୨ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ଅଳ୍ପକେ ବର୍ତ୍ତି…
ଆଉ ୨ ଟ୍ରେନରେ ଆସିଲେ ୩୩୪ ପ୍ରବାସୀ
ଭଦ୍ରକ ଅଫିସ,୨୮।୫: ଭଦ୍ରକ ଷ୍ଟେଶନରେ ଆଉ ୨ଟି ଟ୍ରେନ ପହଞ୍ଚିଛି। ତେବେ ଏହି ଟ୍ରେନରେ ସ୍ବଳ୍ପ ସଂଖ୍ୟକ ପ୍ରବାସୀ ଓହ୍ଲାଇଥିବା ଜଣାପଡ଼ିଛି। ରାତିରେ ଗୋଟିଏ ଟ୍ରେନ ସାଲେମ୍ରୁ ବାଲେଶ୍ୱର ଯାଇଥିବା ବେଳେ ସେଥିରୁ ୧୭୫ଜଣ ଭଦ୍ରକରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ଭଦ୍ରକ…
ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ
ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ ହୋଇଥିବା ଆଧାର କାର୍ଡରୁ ତାଙ୍କ ପରିଚୟ ପଶ୍ଚିମବଙ୍ଗ ମାଲଦାର ୫୩ ବର୍ଷୀୟ ନୁରୁଲ ଇସଲାମ…
ବାଦାମବାଡ଼ି ଶୂନଶାନ: ଗଡ଼ିଲାନି ବସ୍
କଟକ ଅଫିସ,୨୮।୫: ବସ୍ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗୁରୁବାରଠାରୁ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସକାଳେ କିନ୍ତୁ ଏହାର ପ୍ରଭାବ କଟକ ବାଦାମବାଡ଼ିରେ ଦେଖିବାକୁ ମିଳିନି। ବସ୍ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଶୂନଶାନ ରହିଛି। ଗୋଟିଏ…
ହୋଟେଲ ଖୋଲିବାକୁ ଅନୁମତି ମିଳୁ
ପୁରୀ ଅଫିସ,୨୮।୫: କାରୋନା ପାଇଁ ୨ ମାସରୁ ଊର୍ଦ୍ଧ୍ୱ ହେବ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ହଜାର ହଜାର କର୍ମଚାରୀ ଏବଂ ହୋଟେଲ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିର୍ଭର କରୁଥିବା…
ସିଟି ହସ୍ପିଟାଲ: ସମସ୍ତଙ୍କ ସ୍ବାବ୍ ରିପୋର୍ଟ ନେଗେଟିଭ
କଟକ ଅଫିସ,୨୮।୫: ସିଟି ହସ୍ପିଟାଲର ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଜଣ କର୍ମଚାରୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ବୁଧବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲା ମୁଖ୍ୟ…
ନାଟଗୋଡ଼ରେ ଚାଲିଛି ରାହୁ ମୂର୍ତ୍ତି ଖୋଦେଇ
ପୁରୀ ଅଫିସ,୨୮।୫: ଜୁନ୍ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଆଗେଇ ଚାଲିଛି। ବୁଧବାର ପାଶଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ୱ ମୁହଁାଟ ଲାଗିଛି। ଏହାପରେ ପାର୍ଶ୍ୱ ମୁହଁାଟ ଉପରେ ଗୁଜ ଏବଂ ଜଳଯନ୍ତ୍ର (ପାର୍ଶ୍ୱ ଦେବଦେବୀଙ୍କ…
Archives


