ବ୍ୟଙ୍ଗ ଚିତ୍ରରେ କରୋନା ମୁକ୍ତି ଚିନ୍ତା
ବିଜେପୁର,୧୫।୪(ଡି.ଏନ୍.ଏ.): ମହାମାରୀ କରୋନା ସଭିଙ୍କ ମୁହଁରୁ ହସ ଛଡାଇ ନେଇଛି। ବର୍ତ୍ତମାନ ସୁଦ୍ଧା ଏହାର ଫଳପ୍ରଦ ଔଷଧ ବାହାରି ନାହିଁ। ଏଣୁ ବ୍ୟକ୍ତିଗତ ସଚେତନତା ହିଁ ଏହାକୁ ପ୍ରତିରୋଧ କରିପାରିବ। ଅପରପକ୍ଷେ ସଂକ୍ରମଣ ଆଶଙ୍କାକୁ ଦେଖି ସରକାର ଲକ୍ଡାଉନ କଟକଣା...
କୋଭିଡ ତଦାରଖ କାର୍ଯ୍ୟରେ ନିୟୋଜିତ ହେଲେ ୬୨ ଶିକ୍ଷକ
ଜି. ଉଦୟଗିରି, ୧୫।୪(ଡି.ଏନ୍.ଏ.): ଜି.ଉଦୟଗିରି ବ୍ଲକରେ କୋଭିଡ୍ ନିୟନ୍ତ୍ରଣ ତଦାରଖ କାର୍ଯ୍ୟରେ ୬୨ ଜଣ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ କହିଛନ୍ତି। ୪୨ ଜଣ ଶିକ୍ଷକଙ୍କୁ ଶ୍ରମିକମାନଙ୍କୁ ୧୫୦୦...
ଦିନକର ଦରମା ଦାନକଲେ ‘ନିରତାର’ କର୍ମଚାରୀ
କଣ୍ଟାପଡ଼ା,୧୫ା୪(ଡି.ଏନ୍.ଏ.) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଓଲଟପୁରଠାରେ ଥିବା ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଓ ପାରାମେଡିକାଲ କଲେଜର ସ୍ଥାୟୀ ଏବଂ ଠିକା କର୍ମଚାରୀମାନେ କରୋନା ପାଇଁ ଗଠିତ ପିଏମ୍ କେୟାର...
ବନବିଭାଗ ଦେଲା ୧ ଲକ୍ଷ
ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏ ନେଇ ଡିଏଫ୍ଓ ସମ୍ୟକ୍ ସାମନ୍ତରା ସୂଚନା ଦେଇଛନ୍ତି। ଡିଏଫ୍ଓ, ଏସିଏଫ୍, ଫରେଷ୍ଟର ଓ...
୬ ବଖରା ଭସ୍ମ, ୩ ଲକ୍ଷର କ୍ଷୟକ୍ଷତି
କଣିହାଁ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଦଲକ ଗ୍ରାମରେ ବୁଧବାର ପୂର୍ବାହ୍ନ ୧୧ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଚନ୍ଦ୍ରମଣି ଗଡନାୟକ ଓ ଭୋଳା ଗଡନାୟକଙ୍କ ୬ ବଖରା ବାସଗୃହ ସହ ଗୁହାଳ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ବିଦ୍ୟୁତ...
ଭଣ୍ଡାରିପୋଖରୀରେ କଂଗ୍ରେସ ପକ୍ଷରୁ ମାସ୍କ, ସାବୁନ ବଣ୍ଟନ
ଭଣ୍ଡାରିପୋଖରୀ,୧୫।୪ (ଡି.ଏନ୍.ଏ.): ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିନିଧିଭାବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପିସିସି ସଭ୍ୟ ସୁବ୍ରତ ଦାସ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତର ଗୁଣୁପୁର ଆଦିବାସୀ ସାହି, ପଦିନାରାୟନପୁର, ବଇଁଆ ବନାପୁର ଓ ନଗୁଆଁ ପଞ୍ଚାୟତର...
ଖୁବ୍ଶୀଘ୍ର କଳାହାଣ୍ଡିରେ କୋଭିଡ ହସ୍ପିଟାଲ: ଦିନିକିଆ ଗସ୍ତରେ ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର
ଭବାନୀପାଟଣା/ଧର୍ମଗଡ,୧୫।୪(ଡି.ଏନ୍.ଏ.): ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆସି ଭବାନିପାଟଣାଠାରେ ହେବାକୁ ଥିବା କୋଭିଡ ହସ୍ପିଟାଲର ସମୀକ୍ଷା କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ...
ବିଜେପୁରରେ ୨୬୮ଜଣ କ୍ବାରାଣ୍ଟାଇନରେ: ୧୨ ସାମ୍ପୁଲ ନେଗେଟିଭ
ବିଜେପୁର, ୧୫।୪(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଭୟ ଯେତିକି ସଚେତନତା ମଧ୍ୟ ସେତିକି। ଅଳ୍ପ କିଛି ଅମାନିଆଙ୍କୁ ଛାଡିନେଲେ ସମସ୍ତେ ପ୍ରଶାସନକୁ ସହଯୋଗ କରୁଥିବା ପରିଲକ୍ଷିତ ହେଉଛି। ବାହାରୁ ଆସିଥିବା ଲୋକ ନିଜ ଘରେ ଏକାକୀ ଜୀବନ...
କରୋନାକୁ ନେଇ ସରକାରୀ କଟକଣାକୁ ଫୁ’: ଓଡ଼ଗାଁରେ ପ୍ରହସନ ପାଲଟିଛି ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର; ସାଧାରଣର ପ୍ରଶ୍ନବାଚୀ
ଓଡଗାଁ, ୧୫।୪(ସ୍ବ.ପ୍ର.)- କରୋନା ମହାମାରୀର ଭୟାବହତା କାରଣରୁ ସାମାଜିକ ଦୂରତା ଓ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗାଁ ଗହଳି ଓ ସାହିମାନଙ୍କରେ ଏହା ଆଦୌ ପାଳନ ହେଉନାହିଁ। ଏପରିକି...
ଗଞ୍ଜାମର ବିଭିନ୍ନ ଆଇସୋଲେଶନ ସେଣ୍ଟରରେ ୩୬୧ ଭୁବନେଶ୍ୱର ଫେରନ୍ତା
ଛତ୍ରପୁର, ୧୫।୪(ଡି.ଏନ୍.ଏ.)- ଭୁବନେଶ୍ୱରରୁ ଗଞ୍ଜାମ ଜିଲାକୁ ଫେରିଥିବା ୩୬୧ ଜଣଙ୍କୁ ବିଭିନ୍ନ ଆଇସୋଲସନ ସେଣ୍ଟରରେ ରଖାଯାଇଛି। ବର୍ତ୍ତମାନ ୫ହଜାର ୮୧୯ ଜଣ ଅନ୍ୟ ରାଜ୍ୟରୁ ଫେରନ୍ତା ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ଜିଲାକୁ ବିଦେଶରୁ ଫେରିଥିବା ସମସ୍ତ ୭୬୧ ଜଣଙ୍କ ହୋମ୍...
ସାମାଜିକ ଦୂରତ୍ୱକୁ ଫୁ : ବ୍ୟାଙ୍କ ସମ୍ମୁଖରେ ଅସମ୍ଭାଳ ଭିଡ଼
ବିଜେପୁର, ୧୫।୪(ଡି.ଏନ୍.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ସରକାର ବେଶ୍ ପ୍ରଧାନ୍ୟ ଦେଉଛନ୍ତି। ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି। ମାତ୍ର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ବିଭିନ୍ନ ସ୍ଥାନରେ ଗହଳି ପରିଲକ୍ଷିତ ହେଉଛି।...
ଯାଜପୁରରେ କେବଳ ରବିବାର ଖୋଲା ରହିବ ପାଠ୍ୟ ପୁସ୍ତକ, ଗ୍ୟାରେଜ, ବିଦ୍ୟୁତ୍ ଉପକରଣ ଦୋକାନ
ଯାଜପୁର ଅଫିସ,୧୫।୪: ଯାଜପୁର ଜିଲାର ପାଠ୍ୟ ପୁସ୍ତକ ଦୋକାନ, ଗ୍ୟାରେଜ, ବିଦ୍ୟୁତ୍ ଉପକରଣ ଆଦି ଦୋକାନ ଦୈନିକ ପରିବର୍ତ୍ତେ କେବଳ ରବିବାର ଦିନ ଖୋଲା ରହିବ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ ବୋଲି...
Archives


