ଗରିବ, ଅସହାୟଙ୍କୁ ସହାୟତା ପ୍ରଦାନ
ପିପିଲି, ୨୦ା୪(ସ୍ବ.ପ୍ର): କରୋନା ସମୟରେ ପ୍ରଭାବିତ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଗରିବ ଏବଂ ଅସହାୟଙ୍କ ପ୍ରତି ସହାୟତାର ହାତ ବଢାଇଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ। ସ୍ବୟଂ ସେବକମାନେ ଗତ ଦୁଇ ସପ୍ତାହ ଧରି ପିପିଲି ହାଟସାହି ପଞ୍ଚାୟତର ଭୁଇଁଗୁଣ,...
କୋଣାର୍କ ଜଗନ୍ନାଥଙ୍କ ଦେବନୀତିରେ ସମସ୍ୟା
କୋଣାର୍କ,୨୦ା୪(ଡି.ଏନ୍.ଏ): କରୋନାଜନିତ ଲକ୍ଡାଉନ ହେତୁ କୋଣାର୍କସ୍ଥିତ ଜଗନ୍ନାଥ ମନ୍ଦିରର ଦେବନୀତିରେ ସମସ୍ୟା ସୃଷ୍ଟି ହେଉଛି। ଦର୍ଶନ ଉପରେ କଟକଣା ଯୋଗୁ ଭକ୍ତ ଆସୁ ନ ଥିବାରୁ ଆୟ ହେଉନାହିଁ। ତେଣୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଚଳାଇବାରେ ବ୍ୟାଘାତ ଉପୁଜୁଛି। ପ୍ରତିଦିନ...
ସୁନ୍ଦରଗଡ ଜିଲାରେ କରୋନା ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଲା: ବିଶ୍ରା ଅଞ୍ଚଳରେ ଆହୁରି ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧି ବଢିଲା
ସୁନ୍ଦରଗଡ,୨୦।୪(ଡି.ଏନ୍.ଏ.) ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୬ଟି ଜିଲାକୁ ହାଇରିସ୍କ ଜିଲା ଭାବେ ଘୋଷଣା କରାଯାଇଛି। ଏଥି ମଧ୍ୟରେ ସୁନ୍ଦରଗଡ ଜିଲା ରହିଛି। ଗତ ୧୧ ତାରିଖରେ ଏହି ଜିଲାର ୨ଜଣଙ୍କ ଠାରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହେବା...
ଖବରଦାତାଙ୍କୁ ଦୁର୍ବ୍ୟବହାର, ହତ୍ୟା ଧମକ
ଝାରସୁଗୁଡା ଅଫିସ,୨୦।୪: ଝାରସୁଗୁଡା ଜିଲାରେ କାର୍ଯ୍ୟରତ ଜଣେ ଖବରଦାତାଙ୍କୁ ବେଆଇନ ଭାବେ ବ୍ୟବସାୟ କରୁଥିବା କିଛି ଇଟା ଭାଟି ମାଲିକ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେଇଥିବା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଖବରଦାତା ଜଣକ ବ୍ରଜରାଜନଗର ଥାନା ଅଧୀନ...
୫୦୦୦ ମାସ୍କ ବଣ୍ଟନ
କେନ୍ଦୁଝର, ୨୦ା୪(ଡି.ଏନ.ଏ.): ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମନୋଜ ମଞ୍ଜରୀ ଶିଶୁଭବନ ତରଫରୁ ହରିଚନ୍ଦନପୁର ଓ ବାଂଶପାଳ ବ୍ଲକର ୪୦ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୫ ହଜାର ମାସ୍କ ବଣ୍ଟନ କରାଯାଇଛି। ଆଦିବାସୀ ସ୍ବାସ୍ଥ୍ୟକେନ୍ଦ୍ର, ସୋମଗିରି ଅଧୀନରେ ଥିବା ଏହି...
୩୦ ୟୁନିଟ୍ ରକ୍ତ ସଂଗୃହୀତ
କେନ୍ଦୁଝର, ୨୦ା୪(ଡି.ଏନ୍.ଏ.)-ଲକ୍ଡାଉନ୍ ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ସମୟରେ ବିଜେଡି ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ କରାଯାଉଛି। ଏହିକ୍ରମରେ ସୋମବାର ଜିଲା ମୁଖ୍ୟାଳୟର ରୋଟାରୀ ଭବନ ପରିସରରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ...
କାନ୍ଥରେ ସଚେତନତା ବାର୍ତ୍ତା ଲେଖୁଛନ୍ତି ଚିତ୍ରଶିଳ୍ପୀ
କୋମନା,୨୦।୪(ଡି.ଏନ.ଏ.)-ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଯୋଦ୍ଧା ରୂପେ ଛିଡା ହୋଇଛନ୍ତି। କିଛି ଯୋଦ୍ଧା ଭୋକିଲାଙ୍କୁ ଖାଦ୍ୟ ଦେଉଛନ୍ତି ତ ଆଉ କିଛି ଯୋଦ୍ଧା ବିଭିନ୍ନ ମାଧ୍ୟମରେ ଲୋକଙ୍କୁ କରୋନାରୁ ରକ୍ଷା ପାଇବାକୁ ସଚେତନ କରୁଛନ୍ତି। ଏଭଳି...
ବଲାଙ୍ଗୀର ପୌରପାଳିକା ବୁଲା ଗୋରୁଙ୍କୁ ଖାଇବାକୁ ଦେଉନି
ବଲାଙ୍ଗୀର, ୨୦ା୪-ଲକ୍ଡାଉନ ଅବଧିକୁ ପ୍ରାୟ ମାସେ ପୂରିବାକୁ ବସିଲାଣି। ବଲାଙ୍ଗୀର ସହରରେ ବୁଲା ଗାଈଗୋରୁ ଭୋକିଲା ଅବସ୍ଥାରେ ବୁଲୁଛନ୍ତି। ରାଜ୍ୟ ସରକାର ବୁଲା ଗାଈଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବଲାଙ୍ଗୀର ମ୍ୟୁନିସିପାଲଟିରେ ଏହାକୁ ପାଳନ କରାଯାଉନାହିଁ।...
ଯାଯାବରଙ୍କୁ ସହଯୋଗର ହାତ ବଢ଼ାଇଲେ ସାମାଜିକ କର୍ମୀ
ବରଗଡ଼ ଅଫିସ୍,୨୦।୪: ବରଗଡ଼ ରେଳଷ୍ଟେଶନ ନିକଟ ଏକ ପଡ଼ିଆରେ ଉତ୍ତର ପ୍ରଦେଶ ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଯାଯାବର ପରିବାର ଫସି ରହିଛନ୍ତି । ନିଜ ପିଲାଛୁଆଙ୍କ ସହିତ ସେମାନେ ଅସହାୟ ଅବସ୍ଥାରେ ରହିଛନ୍ତି । ଏହି ଖବର ପାଇବା ପରେ...
କିନ୍ନର, ଅସହାୟଙ୍କୁ ଯୋଗାଇଲେ ଆହାର
ବରଗଡ଼ ଅଫିସ୍,୨୦।୪: ବରଗଡ଼ ପାଣିଛତ୍ରଠାରେ ସୋମବାର ଗରିବ, ଅସହାୟ ତଥା କିନ୍ନରଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଅନ୍ନଭୋଜନ କାର୍ଯ୍ୟକ୍ରମକୁ ଅଞ୍ଚଳର ଅସହାୟ ଲୋକେ ଆସି ରନ୍ଧା ଖାଦ୍ୟ ଖାଇଥିଲେ। ସାମାଜିକ କର୍ମୀ ପରୀକ୍ଷିତ ଛତର ଏହି ଭୋଜନର...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା
କେନ୍ଦୁଝର, ୨୦।୪(ସ୍ବ.ପ୍ର.)-ସରକାରୀ ମୋଟର କର୍ମଚାରୀ ସଂଘ କେନ୍ଦୁଝର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସୋମବାର ଦିନ ଜିଲାପାଳଙ୍କ ଜରିଆରେ ଏହି ସହାୟତା ରାଶିର ଚେକ୍ ଦିଆଯାଇଛି। ଜିଲାରେ କାର୍ଯ୍ୟରତ ସମସ୍ତ ମୋଟର କର୍ମଚାରୀଙ୍କ...
ଭିଡ଼ିଓ କନଫେରେନ୍ସିଂରେ ବରଗଡ଼ କୋଭିଡ୍-୧୯ ହସ୍ପିଟାଲକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼ ଅଫିସ୍,୨୦।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍-୧୯ ହସପିଟାଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି କୋଭିଡ୍-୧୯ ହସପିଟାଲଟି ୨୦୦ ଶଯ୍ୟା...
Archives


