ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୩୦ୟୁନିଟ ରକ୍ତ ସଂଗ୍ରହ
ଟିଟିଲାଗଡ଼, ୨୧।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି। ରକ୍ତ ଅଭାବ ଦୂର ଲାଗି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଆହ୍ବାନ କ୍ରମେ...
କ୍ଷତିଗ୍ରସ୍ତ ଧାନଜମି ବୁଲି ଦେଖିଲେ କୃଷି ଅଧିକାରୀ
ଜୁନାଗଡ,୨୧।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଅନ୍ତର୍ଗତ ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତରେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚି ପାରି ନ ଥିବାରୁ ରବିଧାନ ଫସଲ ଏବେ ମରିବାକୁ ବସିଛି। ରବି ଚାଷ ଆରମ୍ଭ ପୂର୍ବରୁ କେନାଲ ବିଭାଗ...
କାଠ ବୋଝେଇ ଟ୍ରାକ୍ଟର ଜବତ୍, ଜଣେ ଗିରଫ
ଖପ୍ରାଖୋଲ, ୨୧ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରେଞ୍ଜ ସାନ ବାଂଜିପାଲି ଗାଁ ନିକଟରେ ଜଙ୍ଗଲ ବିଭାଗ ଚଢାଉ କରି ସୋମବାର ବିଳମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ା...
ମ୍ୟୁନିସିପାଲିଟି କରୋନା ଯୋଦ୍ଧାଙ୍କୁ ଔଷଧ ବ୍ୟବସାୟୀ ସଂଘର ସହାୟତା
ବଲାଙ୍ଗୀର ଅଫିସ, ୨୧ା୪: କରୋନା ସଂକ୍ରମଣକୁ ଖାତିର ନ କରି ଲକ୍ଡାଉନ୍ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ବଲାଙ୍ଗୀର ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ମାସ୍କ, ହାତଧୁଆ ସାବୁନ୍, ପାଣି ବୋତଲ ଏବଂ ବିସ୍କୁଟ ବଣ୍ଟନ...
ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍ ଦେଇ ଛାଡ଼ିିଲା ପୋଲିସ
ପୁରୀ ଅଫିସ,୨୧ା୪: କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ପୋଲିସ ଖୋଜୁଥିବା ଜାଣି ଶ୍ୟାମ...
ତହସିଲ, ଏନ୍ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା
ଗଞ୍ଜାମ,୨୧ା୪(ଡି.ଏନ୍.ଏ.)- କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତ୍ୱ ଓ ସର୍ବ ସାଧାରଣ ସ୍ଥାନରେ ଛେପ...
କର୍ତ୍ତବ୍ୟ ଆଗ ବିବାହ ପଛ: ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ର ୨ ମହିଳା ପୋଲିସ କର୍ମଚାରୀ
ସୁୁନ୍ଦରଗଡ, ୨୧।୪ (ଡି.ଏନ୍.ଏ.): ମହାମାରୀ କରୋନା ସହ ଲଢେଇରେ ସବୁଠୁ ବଡ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ପୋଲିସ। ଏହି ଲଢେଇରେ କର୍ତ୍ତବ୍ୟକୁ ଆଗରେ ରଖି ଏମାନେ ଦିନ ରାତିକୁ ଏକ କରିଦେଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକେଇ ସାମୂହିକ...
କରୋନା ସହାୟତା: ସତ୍ୟବାଦୀ ବ୍ଲକର ମହିଳା ମହାସଂଘ ଦେଲେ ୧ ଲକ୍ଷ ଟଙ୍କା
ସାକ୍ଷୀଗୋପାଳ, ୨୧।୪(ଡି.ଏନ୍.ଏ): କରୋନା ସହାୟତା ପାଇଁ ସତ୍ୟବାଦୀ ବ୍ଲକର ମହିଳା ମହାସଂଘଗୁଡିକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ୬ ହଜାର ୭ଶହ ଟଙ୍କା ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ବ୍ୟାଙ୍କ ଚେକ ସତ୍ୟବାଦୀ ବିଡ଼ିଓ ସରୋଜ କୁମାର...
ମାସ୍କ ନ ପିନ୍ଧି କରୁଥିଲେ ସଉଦା: ୬୦ଜଣ ଗଣିଲେ ୧୨ ହଜାର ଟଙ୍କା ଜରିମାନା
ବିଜେପୁର, ୨୧।୪(ଡି.ଏନ୍.ଏ.): କରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ କିଛି ଅମାନିଆ ଏହାକୁ ଉଲଂଘନ କରୁଥିବା...
କାଳବୈଶାଖୀ: ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡିଲା
ଦାରିଙ୍ଗବାଡ଼ି,୨୧।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଜାରି ରହିଛି। ମଙ୍ଗଳବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ପବନ ଯୋଗୁ ବହୁ ଘରର ଛପର ଉଡ଼ିବା ସହ ବଡବଡ ଗଛ ଉପୁଡ଼ି ପଡ଼ିଛି। ଏକାଧିକ ସ୍ଥାନରେ ବିଦ୍ୟୁତ୍...
୩୧ ୟୁନିଟ୍ ରକ୍ତ ସଂଗୃହୀତ
ଯୋଡ଼ା, ୨୧।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଗଣେଶ ଭବନଠାରେ ସୋମବାର ପୂର୍ବାହ୍ନରେ ଯୋଡା ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ...
ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ
ଯୋଡା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜାମୁପାଣିଠାରେ ବନ ବିଭାଗ ପକ୍ଷରୁ ଚୋରା କାଠ ବୋଝେଇ ଡମ୍ପର ଜବତ ବେଳେ ବନ କର୍ମଚାରୀମାନେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ...
Archives


