ଘରକୁ ଫେରିବେ ଯାଜପୁରର ୬୨ ଶ୍ରମିକ
ଜଳେଶ୍ୱର, ୧ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର କ୍ୱାରାଣ୍ଟାଇନ ସେଣ୍ଟରରେ ୩୦ଦିନ ଧରି ରହିଥିବା ଯାଜପୁର ଅଞ୍ଚଳର ୬୨ଶ୍ରମିକ ଆଗାମୀ ଦୁଇ ଦିନ ମଧ୍ୟରେ ଘରକୁ ଫେରିଯିବେ। ଏ ସମ୍ପର୍କରେ ଗୁରୁବାର ବାଲେଶ୍ୱର ଜିଲା ଦାୟିତ୍ୱରେ ଥିବା ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ...
ରମଜାନ ମାସରେ ଖାଦ୍ୟ ବାଣ୍ଟୁଛନ୍ତି ୨୦ ମୁସ୍ଲିମ୍ ଯୁବକ
କଟକ ଅଫିସ,୩୦ା୪: ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ମାସ ରମ୍ଜାନ୍। ଏହି ମାସଟିକୁ ସେମାନେ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ଦାନ ଓ ପୂଣ୍ୟ ମାସ ରମଜାନ। ନିଷ୍ଠାର ସହ ଉପବାସ ବ୍ରତ ପାଳନ କରି ଆଲ୍ଲାଙ୍କୁ ପ୍ରାର୍ଥନା କରାଯାଇଥାଏ।...
ଗରିବଙ୍କୁ ରାଶନ ସାମଗ୍ରୀ ବାଣ୍ଟିଲେ ଅରିନ୍ଦମ
କଟକ ଅଫିସ,୩୦।୪: କରୋନାକୁ ନେଇ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଗରିବ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଚଳଚ୍ଚିତ୍ର ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ। କଟକ ମହାନଗର ନିଗମ (ସିଏମ୍ସି) ଅନ୍ତର୍ଗତ ୧୯ ନଂ ୱାର୍ଡରେ...
ରାଶନ ଦୋକାନରୁ ବିପୁଳ ପରିମାଣରେ ଗୁଟ୍ଖା ଜବତ
ଚିକିଟି,୩୦ା୪(ଡି.ଏନ.ଏ.)- କେ.ନୂଆଗାଁ ପୋଲିସ ଚିକିଟି ବଜାରସ୍ଥିତ ଏକ ରାଶନ ଦୋକାନରେ ଗୁରୁବାର ସକାଳେ ଚଢାଉ କରି ବିପୁଳ ପରିମାଣରେ ଗୁଟ୍ଖା ଜବତ କରିଛି। ଏନେଇ ତଦନ୍ତ ଚାଲିଥିବା ଏବଂ କାହାରିକୁ ଗିରଫ କରାଯାଇ ନ ଥିବା ଥାନା ଅଧିକାରୀ ମାଧବନନ୍ଦ...
କୋଭିଡ୍ ଫଣ୍ଡକୁ ଶିକ୍ଷକ ଦେଲେ ୫.୫୮ ଲକ୍ଷ
ପୋଲସରା,୩୦ା୪(ଡି.ଏନ.ଏ.)- ପୋଲସରା ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଗୋଟିଏ ଦିନର ଦରମା ୫ ଲକ୍ଷ ୫୮ ହଜାର ୮୭୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍)କୁ ପ୍ରଦାନ କରିଛନ୍ତି। ବ୍ଲକ ପ୍ରାଥମିକ...
ରାଶନ ବୋଝେଇ ପିକ୍ଅପ ଓଲଟିଲା
ପାଟପୁର,୩୦ା୪- ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ. ରାଜପଥ ପୋଡାମାରୀ ନିକଟସ୍ଥ କଂସାମାରୀ ଗ୍ରାମ ପାଖରେ ଗୁରୁବାର ଅପରାହ୍ନରେ ଏକ ରାଶନ ବୋଝେଇ ପିକ୍ଅପ (ନଂ.ଓଆର୍୦୭ୟୁ-୭୨୬୭) ଭ୍ୟାନ୍ର ଓଲଟି ଚାଳକ ଆହତ ହୋଇଛନ୍ତି। ସେ ହେଲେ ଆର୍.ଉଦୟଗିରିର ବଳରାମ ପୂଜାରୀ। ବ୍ରହ୍ମପୁରରୁ ରାଶନ...
ରନ୍ଧନ ଗ୍ୟାସ୍ ଗୋଦାମ୍ରେ ସିଲିଣ୍ଡର ଲିକ୍
ପଡ଼ିଆ,୩୦ା୪: ଗ୍ୟାସ୍ ସିଲିଣ୍ଡର୍ ଲିକ୍ ଯୋଗୁ ମାଲକାନଗିରି ଜିଲା ପଡ଼ିଆସ୍ଥିତ ଇଣ୍ଡେନ୍ ଗ୍ୟାସ୍ ବିତରଣ କେନ୍ଦ୍ରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣାରୁ ପ୍ରକାଶ ଯେ, ପୂର୍ବାହ୍ନରେ ଗ୍ରାହକ ମାନଙ୍କୁ ଗ୍ୟାସ୍ ବଣ୍ଟନ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଗୋଦାମ୍ରେ...
ସୁରାଟରୁ ୧୨ ବସ୍ ଓଡ଼ିଶା ଅଭିମୁଖେ
ଭଞ୍ଜନଗର/ସୋରଡା,୩୦।୪(ଡି.ଏନ.ଏ)- ଲକ୍ଡାଉନ ସତ୍ତ୍ୱେ ସୁରାଟ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି। ସୁରାଟର ପାଣ୍ଡେଶ୍ୱର, ବୀରଭୂମି, ବେସ୍ତନର ସିଦ୍ଧାର୍ଥନଗରରୁ ୧୨ଟି ବସ୍ ଗୁରୁବାର ରାତିରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଓଡ଼ିଶା ଅଭିମୁଖେ ବାହାରିବ। ଏନେଇ ଆବଶ୍ୟକ କାଗଜପତ୍ର...
ପୁରୀ ସମୁଦ୍ରରେ ଡଲ୍ଫିନ
ପୁରୀ ଅଫିସ,୩୦ା୪:ପୁରୀ ସମୁଦ୍ରରେ ବୁଧବାର ପୂର୍ବାହ୍ନରେ କିଛି ଡଲ୍ଫିନ ଦେଖାଯାଇଛନ୍ତି। ହୋଟେଲ ଗୋଲ୍ଡେନ ଟ୍ରି ସମ୍ମୁଖ ସମୁଦ୍ରରେ ଉପକୂଳଠାରୁ ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ମଙ୍ଗଳା ମୁହାଣ ପଟୁ କିଛି ଡଲ୍ଫିନ ସଂସ୍କୃତ...
ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ପୋଲିସ କର୍ମଚାରୀ
ବ୍ରହ୍ମଗିରି,୩୦ା୪(ଡି.ଏନ.ଏ): ଦେଶରେ କରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ କୌଣସି ରୋଗପ୍ରତିଷେଧକ ବାହାରି ନଥିବାରୁ କେବଳ ଲକଡାଉନ ଯୋଗୁ ନିୟନ୍ତ୍ରଣ ହୋଇପାରିବ ବୋଲି କୁହାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ...
୩୦ପେଟି ଦେଶୀ ମଦ ଜବତ, ୨ ଗିରଫ
ଗୋପ,୩୦ା୪(ଡି.ଏନ.ଏ): କରୋନା ରୋକିବା ପାଇଁ ଲକଡାଉନ ଜାରି ହୋଇଥିବାବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ହେଲେ ଗୋପ ଥାନା ଅଞ୍ଚଳରେ ଚୋରାରେ ମଦ ବିକ୍ରି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଏ ନେଇ ବୁଧବାର ବିଳମ୍ବିତ ରାତିରେ ଗୋପ...
ପୋଲ,ଗାଡୱାଲ କାମକୁ ଗ୍ରାମବାସୀଙ୍କ ବିରୋଧ
ଜୁନାଗଡ଼,୩୦।୪(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଲିଗୁଡା ପଞ୍ଚାୟତ ବୋଦେଲ ଗ୍ରାମରେ ନିର୍ମାଣଧୀନ ପୋଲ, ଗାଡ଼ୱାଲ ନିର୍ମାଣ କାମ ନିମ୍ନମାନରେ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୋଦେଲ-ବଣିଜରାକୁ ସଂଯୋଗ କରିବା ପାଇଁ ନିକଟସ୍ଥ ନାଳ(ସର) ଉପରେ ଜୁନାଗଡ଼ ଗ୍ରାମ୍ୟଉନ୍ନୟନ ବିଭାଗ ଉପବିଭାଜନ...
Archives


