ଧନୁଷ୍ଟଙ୍କାର ଭଉଣୀ, ଥାଲାସେମିଆ ପୁଅଙ୍କୁ ମିଳିଲା ସହାୟତା
ପଟ୍ଟାମୁଣ୍ଡାଇ, ୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଗଙ୍ଗାରାମପୁର ପଞ୍ଚାୟତ ଗୁଣୁପୁର ପାଟଣା ଗ୍ରାମର ଅଲେଖ ଦାସଙ୍କ ପରିବାର ଏବେ ଅସହାୟ ହୋଇ ପଡିଛନ୍ତି। କରୋନା ପାଇଁ ତାଲା ବନ୍ଦ ତାଙ୍କ ପରିବାର ପାଇଁ ଅଭିଶାପ ପାଲଟିଛି। ଶ୍ରମଜୀବୀ...
ସଙ୍ଗରୋଧ ଗୃହକୁ ଗଲେ ୪୬ ସୁରଟ ଫେରନ୍ତା
ଓଡ଼ଗାଁ,୧ା୫(ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ୪୬ ସୁରଟ ଫେରନ୍ତାଙ୍କୁ ସାକେରି ହାଇସ୍କୁଲ ସଙ୍ଗରୋଧ ଗୃହରେ ୧୪ଦିନ ପାଇଁ ରଖାଯାଇଛି। ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ସାକେରି, ଆରେଡା, ଗିରିଡିପଲ୍ଲୀ, ବାହାଡ଼ାଝୋଲା ତଥା ପଡୋଶୀ ଗଞ୍ଜାମ...
ଚାଷୀଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇନେଲା ପୋଲିସ
ରତ୍ନଗିରି, ୧ା୫ (ଡି.ଏନ.ଏ.): ଲକ୍ଡାଉନ ଜାରି ରହିଥିବାବେଳେ ସରକାରୀ ନିର୍ଦ୍ଦେଶ ମୁତାବକ ସବୁ ଜିଲାର ସୀମା ସିଲ୍ କରିଦିଆଯାଇଛି। ଏ ସମୟରେ ଦୋକାନବଜାର ବନ୍ଦ ରହିଥିଲେ ହେଁ ଚାଷକାର୍ଯ୍ୟ ପାଇଁ ସରକାର କୋହଳ କରିଛନ୍ତି। ପନିପରିବା ଚାଷୀ ସେମାନଙ୍କ ଉପତ୍ାଦିତ...
ଚିତ୍ରକଳା କହୁଛି କରୋନାର ଭୟବହତା
ରେଢାଖୋଲ , ୧।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ଭୀମଭୋଇ ଆର୍ଟ ସୋସାଇଟିର ଚିତ୍ରକର ସୁଧୀର ସ୍ବାଇଁ ଓ ସୁରେଶ ପୋଢ ପ୍ରମୁଖ...
ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା
ରାଇଘର,୧ା୫(ଡି.ଏନ୍.ଏ.): କରୋନା ବିପତ୍ତି ସମୟରେ ସହାୟତାର ହାତ ବଢ଼ାଇଛି ନବରଙ୍ଗପୁର ଜିଲା ରାଇଘର ବ୍ଲକ୍ ଶିକ୍ଷା ବିଭାଗ। ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮ ଲକ୍ଷ ୯୧ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି।...
ସୁରଟରୁ ବାହାରିବ ୨୧ ବସ୍: କ୍ୱାରାଣ୍ଟାଇନ୍ ସେଣ୍ଟର ତଦାରଖ କଲେ ଉପଜିଲାପାଳ
ଭଞ୍ଜନଗର,୧।୫(ଡି.ଏନ୍.ଏ.)- ସୁରଟରୁ ଶହଶହ ଓଡ଼ିଆ ଭିଟାମାଟିକୁ ବସ୍ଭଡ଼ା କରି ଦୌନନ୍ଦିନ ବାହାରୁଛନ୍ତି। ଶୁକ୍ରବାର ରାତିରେ ସୁରାଟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୧ ବସ୍ ଓଡ଼ିଶା ଅଭିମୁଖେ ଯାତ୍ରୀ ନେଇ ବାହାରିବ। ଏନେଇ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି। ପ୍ରବାସି ଓଡ଼ିଆ...
ଖାଇ ସାରି ଥାଳି ଧୋଉଥିଲେ ହାଇଓ୍ବା ଚାଳକ, ପଛକୁ ବ୍ୟାକ୍ କରୁଥିବା ଡିଜେଲ୍ ଟ୍ୟାଙ୍କର ଚାପିଦେଲା
ଲଖନପୁର,୧।୫(ଡି.ଏନ୍.ଏ.)-ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍(ଏମ୍ସିଏଲ୍)ଲଖନପୁର ଖୋଲାମୁହଁ କୋଇଲାଖଣିରେ ଦୁର୍ଘଟଣା ଘଟିଛି। ଗୁରୁବାର ରାତି ୭ଟାରେ ଏକ ଡିଜେଲ୍ ଟ୍ୟାଙ୍କର ଚାପାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟ ଘଟିଛି। ମୃତ ଠିକାଶ୍ରମିକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ସ୍ବର୍ଣ୍ଣଭଦ୍ରା ଜିଲାର ମୋହନ(୩୮)। ସେ ଭିପିଆର୍...
ସୁରଟରୁ ୩ ବସ ଆସିକାରେ ପହଁଚିଲା: କ୍ୱାରାଣ୍ଟାଇନରେ ୧୧୪
ଆସିକା,୧ା୫(ଡି.ଏନ୍.ଏ.)- ଲକ୍ଡାଉନ୍ ସ୍ଥିତିରେ ସୁରଟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ବିଳମ୍ବିତ ରାତିରେ ୩ ବସ୍ରେ ପ୍ରବାସୀ ଓଡିଆ ଆସି ଆସିକାରେ ପହଞ୍ଚତ୍ଛନ୍ତି। ରାତି ପ୍ରାୟ ସାଢେ ୨ଟାରେ ଏହି ବସ୍ ସବୁ...
ଲଖନପୁରରେ ଖୋଲିଲା ସ୍ବାବ୍ ସଂଗ୍ରହ କେନ୍ଦ୍ର, ୪୪ଜଣଙ୍କ ସ୍ବାବ୍ ସଂଗ୍ରହ ହେଲା
ଲଖନପୁର,୧।୫(ଡି.ଏନ୍.ଏ.)-ମହାମାରୀ କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଏବେ ଲକ୍ଡାଉନ୍ ଜାରି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ ଜାରି ରହିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ...
ରାସ୍ତାରେ ମାଟି ପକାଇ ଜିଲା ସୀମା ସିଲ୍
ଆରଡି, ୧ା୫(ଡି.ଏନ.ଏ.)-ପଡୋଶୀ ଯାଜପୁର ଜିଲାରେ ଗୁରୁବାର ୧୭ ଜଣଙ୍କର କରୋନା ପଜିଟିଭ ବାହାରିଲା ପରେ ଭଦ୍ରକ ଜିଲା ପ୍ରଶାସନ ଏନେଇ ତପତ୍ର ହୋଇ ଉଠିଛି। ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତର ବୋଡକ ନିକଟରେ ଶୁକ୍ରବାର ଆରଡି – ଯାଜପୁର ରାସ୍ତାକୁ...
ବଲାଙ୍ଗୀର ଛୁଇଁଲା କରୋନା, ୨ ସଂକ୍ରମିତ ଚିହ୍ନଟ
ବଲାଙ୍ଗୀର ଅଫିସ,୧।୫- ବଲାଙ୍ଗୀର ଜିଲାକୁ କରୋନା ଛୁଇଁଛି। ଗୁଡଭେଲା ବ୍ଲକ୍ ରୁଷୁଡା ପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗଁାର ଦୁଇଜଣ ଯୁବକଙ୍କ ସ୍ବାବ୍ ଟେଷ୍ଟ କରୋନା ପଜିଟିଭ ବାହାରିଛି। ସେହି ଦୁଇ ଯୁବକ ପ୍ରାୟ ଦେଢ଼ମାସ ତଳେ ତାମିଲନାଡୁରୁ ଫେରିଥିଲେ। ଏହି...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବଣିକ ସଂଘର ସହାୟତା
ଚାନ୍ଦବାଲି,୧ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଅଧୀନ ଚାନ୍ଦବାଲି ବଣିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ୫୧,୨୦୦ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ପ୍ରଦାନ କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ସଂଘର ସମ୍ପାଦକ ରଘୁନାଥ ସାହୁ ଏହି ଚେକ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍...
Archives


