ଜୀବିକା ହରାଇ ଦୁର୍ଦ୍ଦିନରେ କଳାକାର
କଟକ ଅଫିସ, ୨୭ା୬- କରୋନା ମହାମାରୀ ପ୍ରଭାବରେ ସମାଜର ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି କଳାକାର। କଳାକାରଟିଏ ଯେତେ ଦୁଃଖକଷ୍ଟରେ ଥିଲେ ମଧ୍ୟ ନିଜର କଳା ମାଧ୍ୟମରେ ସବୁବେଳେ ଦର୍ଶକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା…
ଡଙ୍ଗରିଆଙ୍କୁ ଠକୁଛନ୍ତି ଆନ୍ଧ୍ର ଦଲାଲ
ବିଷମକଟକ,୨୭ା୬(ଡି.ଏନ୍.ଏ.): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଡଙ୍ଗରିଆମାନେ ବିଶେଷକରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଉତ୍ପାଦିତ ପନିପରିବା, ଫଳ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିକରି ଏମାନେ ପରିବାର ଚଳାନ୍ତି। ହେଲେ ଲକ୍ଡାଉନ ଯୋଗୁ ଏସବୁ ଠିକ୍ଭାବେ…
ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ମୂଲ୍ୟବାନ୍ କାଠ
ଚନ୍ଦ୍ରପୁର, ୨୭।୬(ଡି.ଏନ୍.ଏ.): ଗଛ ଆମର ବନ୍ଧୁ। ସୁସ୍ଥ ପରିବେଶ ପାଇଁ ଗଛ ଯେ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ପରିବେଶକୁ ସ୍ବଚ୍ଛ, ସୁସ୍ଥ ରଖିବାକୁ ବନ ବିଭାଗ, ସାଧାରଣ ଲୋକେ, ବିଭିନ୍ନ ଅନୁଷ୍ଠାନ ଓ ଛାତ୍ରୀଛାତ୍ର ଗଛ ଲଗାଉଛନ୍ତି। କିନ୍ତୁ…
ଗୋରୁଚରାଳିଙ୍କ ବଂଶୀବାଦନ ମନ ଜିଣୁଛି
ବୋଲଗଡ଼,୨୭।୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବେଲପଦର ଗ୍ରାମର ଯୋଗୀନାଥ ବେହେରା। ବୟସ ୪୦ବର୍ଷ। ପେସାରେ ସେ ଜଣେ ଗୋରୁଚରାଳି ହୋଇଥିଲେ ମଧ୍ୟ ନିଶା ହେଉଛି ବଂଶୀବାଦନ। ଏହି କଳା କାହାଠାରୁ ଶିଖି ନ ଥିବାବେଳେ ତାଙ୍କର ବଂଶୀବାଦନ ସମସ୍ତଙ୍କୁ…
ଜ୍ୱରରେ ପୂର୍ଣ୍ଣବିଗ୍ରହ, ଚାଲିଛି ଉପଚାର
ଖୋର୍ଦ୍ଧା ଅଫିସ,୨୭ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଖୋର୍ଦ୍ଧା ଜାଗୁଳାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ (ଶ୍ରୀଜଗନ୍ନାଥ), ବଳଭଦ୍ର ଓ ଦେବୀ ସୁଭଦ୍ରା ୧୦୮ଗଡୁ ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଗୁରୁବାରଠାରୁ ଠାକୁରଙ୍କ ଅଣସର ନୀତି ଆରମ୍ଭ ହୋଇଛି। ଶ୍ରୀବିଗ୍ରହଙ୍କ…
ଟିକାକରଣକୁ ନେଇ ଏସ୍ସିବିରେ ଉତ୍ତେଜନା
କଟକ ଅଫିସ, ୨୭ା୬: ଏସ୍ସିବି ମେଡିକାଲ ଟିକାକେନ୍ଦ୍ରରେ ଶନିବାର ସକାଳେ ଟିକାକରଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏସ୍ସିବି ମେଡିକାଲ ପକ୍ଷରୁ ଅନ୍ଲାଇନରେ ବୁକିଂ କରିଥିବା ବ୍ୟକ୍ତିଙ୍କ ସମେତ ସିଧାସଳଖ ଆସିଥିବା ଲୋକଙ୍କୁ ପଞ୍ଜୀକରଣ କରାଯାଇ ଟିକା ଦିଆଯାଇଥିଲା। ତେବେ ଟିକା…
୧୦୦ କୋଟି ଖର୍ଚ୍ଚ, ଲାଭ ନାହିଁ
ଗୁଣପୁର,୨୭ା୬(ଡି.ଏନ୍.ଏ.): ଆନ୍ଧ୍ର ପ୍ରଦେଶର ନେରେଡିଠାରେ ବ୍ୟାରେଜ ନିର୍ମାଣକୁ ଟ୍ରିବ୍ୟୁନାଲ ନିକଟରେ ଆନ୍ଧ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଷୟକୁ ନେଇ ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ…
ଜାଲରେ ପଡ଼ିଲା ହରିଣ, ଉଦ୍ଧାର କଲେ ଗ୍ରାମବାସୀ
ବାରିପଦା ଅଫିସ,୨୭ା୬: ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀଙ୍କ କବଳରୁ ଖସି ଆସିଥିବା ହରିଣଟି ରବିବାର ଭୋର୍ରୁ ଜାଲରେ ଛନ୍ଦି ହୋଇପଡ଼ିଛି। ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ ଦନାମାରା ଗ୍ରାମ ରତିକାନ୍ତ ବେହେରାଙ୍କ ପୋଖରୀ ବାଡ଼ିରେ ଲାଗିଥିବା ଜାଲରେ ହରିଣଟି ଲାଗିରହିଥିଲା। ଏହାକୁ…
ବ୍ୟବସ୍ଥା ସତ୍ତ୍ୱେ ରୋକି ହେଉନି ଚୋରି: ଯୋଡ଼ା ଖଣି ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଖଣିଜ ପରିବହନ
ଯୋଡା, ୨୭।୬(ଡି.ଏନ୍.ଏ.): ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର ମଧ୍ୟ…
ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼
ଝାରସୁଗୁଡା ଅଫିସ୍,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ ବାପା ଶିବରତନ ଗୋଣ୍ଡ, ବଡ ପୁଅ (ବିପିନ) ଓ ସାନ ପୁଅ (ଅମୋଦ) ଆହତ…
ଯୁବକଙ୍କୁ ହତ୍ୟା ପରେ ଇବ୍ନଦୀରେ ଭସାଇ ଦେଲେ
ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା ମୃତଦେହକୁ ସଦର ଥାନା ପୋଲିସ ଜବତ କରି ରବିବାର ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି…
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ମଧ୍ୟସ୍ତି। ମୃତକ ହେଲେ ଉକ୍ତ ଗାଁର ଦୈତାରୀ ପାତ୍ର। ହତ୍ୟା ମାମଲାରେ ପୋଲିସ ୪ଜଣଙ୍କୁ…

