ଜଣଙ୍କୁ କଚାଡ଼ି ମାରିଲା ହାତୀ, ଜଣେ ଗୁରୁତର

ଖପ୍ରାଖୋଲ,୧୭ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ଗତ ରାତିରେ ଏକ ବଣୁଆ ହାତୀ ଗାଁକୁ ପଶି ଆସିଥିଲା। ଗାଁର ଯାଦବ ରଣା ଘରୁ ବାହାରି ଦେଖିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ଯାଦବଙ୍କୁ ଟେକିନେଇ ଦଳି ଦେଇଥିବା ବେଳେ ଗାଁର ତିନୋଟି ଘରକୁ ଭାଙ୍ଗି ଦେଇ ଜଙ୍ଗଲକୁ ଚାଲିଯାଇଥିଲା। ସେହି ଗାଁର ତରଣୀ ଭୋଇ ସକାଳୁ ଗାଁ ନିକଟରେ ଥିବା ଝରଣାକୁ ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ହାବୁଡ଼ରେ ପଡ଼ିଥିଲେ। ତାକୁ ମଧ୍ୟ ହାତୀ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲା। ପରେ ଖବର ପାଇ ଜଙ୍ଗଲ ବିଭାଗ ଏବଂ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତରଣୀକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂରଣ ହେଉନି ୧୬ ବର୍ଷର ‘ସୁରେଶ୍ୱରୀ’ ଆଶା

ବଇଣ୍ଡା, ୧ା୮ – ୨୦୦୪ରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା ପରେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୬ ପଞ୍ଚାୟତର ଚାଷୀଙ୍କ ମନରେ ନୂଆ ଆଶା...

ଅସଲି ବ୍ରାଣ୍ଡ୍‌ରେ ନକଲି ସର୍ଫ

ସମ୍ବଲପୁର, ୧୬ା୧ (ବ୍ୟୁରୋ): କଟକ, ସୋନପୁର, ବରଗଡ ପରେ ସମ୍ବଲପୁର ଜିଲାରେ ନକଲି ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ସନ୍ଧ୍ୟାରେ ଜିଲା ପୋଲିସ ପକ୍ଷରୁ...

ବିପର୍ଯ୍ୟୟ ପ୍ରଶମନ ସକାଶେ ପ୍ରସ୍ତୁତି ବୈଠକ: ଗାଁକୁ ଯାଇ ଯୋଜନା କରିବ ସଙ୍ଗଠନ

ନୂଆପଡା ଅଫିସ,୧୮ା୯-ଜିଲାରେ ବିପର୍ଯ୍ୟୟ ପ୍ରଶମନ ସକାଶେ ଅଣୁ ଯୋଜନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ...

ମୁଣ୍ଡଳିରେ ଫସିଥିବା ଦନ୍ତାର ପତ୍ତା ମିଳୁନି

କଟକ ଅଫିସ/ବାରଙ୍ଗ(ଡି.ଏନ୍‌.ଏ.),୨୪।୯: ମହାନଦୀର ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀର ପତ୍ତା ମିଳୁନାହିଁ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀଟି ମହାନଦୀ ତଳଆଡକୁ ଭାସିଯାଇଥିବା...

୨ ବର୍ଷ ବିତିଲା, ମିଳିନି ପିଠା ଅର୍ଥ

କଟକ ସଦର, ୧୦ା୫ (ଡି.ଏନ.ଏ.):୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ପିଠା (ପିପୁଲ୍‌ସ ଏମ୍‌ପାଓ୍ବାରମେଣ୍ଟ ଏନାବେଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଏନ୍‌ହାନ୍ସିଂ ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ...

ବର୍ଷା ପବନରେ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର, ୧୪।୬ (ଡି.ଏନ.ଏ)- ଭଞ୍ଜନଗର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ଏକାଧିକ ବିଦ୍ୟୁତ୍‌୍‌ ଖୁଣ୍ଟ ଭାଙ୍ଗିଯାଇଥିବାରୁ ଭଞ୍ଜନଗର...

ଓଲଟିଲା ପରିବା ବୋଝେଇ ପିକ୍‌ଅପ୍‌

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥର ନଳବଣ୍ଟା-ଖଡଭାଗ ମଧ୍ୟରେ ଶନିବାର ସକାଳ ପ୍ରାୟ ୯ଟାରେ ଗୋଟିଏ ପରିବା ବୋଝେଇ ପିକଅପ୍‌ ଭ୍ୟାନ ରାସ୍ତା କଡକୁ ଓଲଟି...

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର...

Advertisement
Archives

Model This Week