ବାଲେଶ୍ୱରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ
ବାଲେଶ୍ୱର ଅଫିସ, ୩୧।୭: ବାଲେଶ୍ୱର ଜିଲାରେ ପ୍ରଥମେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ରେମୁଣା ଗୋଲେଇ ଅଞ୍ଚଳରେ ପରିବାର ସହ ଭଡ଼ାଘରେ ରହୁଥିବା ଜଣେ ୩୦ ବର୍ଷୀୟା…
ନିୟମ ମାନୁନାହାନ୍ତି ବ୍ୟବସାୟୀ
ଅନୁଗୋଳ ଅଫିସ, ୩୧ା୭ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଅନୁଗୋଳ ସହରର ଅନେକ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ଅତ୍ୟନ୍ତ ଅସ୍ବାସ୍ଥ୍ୟକର। ବିଶେଷକରି ବର୍ଷାଦିନେ ଏପରି ଅପମିଶ୍ରିତ ଓ ବାସିଖାଦ୍ୟ ଲୋକଙ୍କୁ ନାନା ରୋଗରେ ପକାଇବ। ଏହାର ପ୍ରସ୍ତୁତି ବେଳେ କେତେଜଣ…
ସଶକ୍ତ ହେଉନି ସଡ଼କ
ବଇଣ୍ଡା,୩୧ା୭ ଗାଁ ରେ ମିଳୁନି ମୌଳିକ ସୁବିଧା। ବିଶେଷକରି ରାସ୍ତାକୁ ନେଇ ଦୂର ହେଉନି ଅସୁବିଧା। ବର୍ଷା ହେଲେ କାଦୁଅ ପଚ ପଚ ପଥ ଦେଇ ଯିବାକୁ ପଡ଼ୁଛି ପଥଚାରୀଙ୍କୁ। ରାତିରେ ଚଳପ୍ରଚଳ କରିବା ଅତ୍ୟନ୍ତ କଷ୍ଟକର। ଅନେକ ସ୍ଥାନ ଏତେ…
ଯୁବତୀଙ୍କୁ ବଳାତ୍କାର କରି ବନ୍ଧାହେଲେ କନଷ୍ଟେବଳ
ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଜଣେ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବେତନଟୀ ଥାନା ପଦିପଡ଼ା ଗ୍ରାମର ଅଶୋକ ସୋରେନ। ଏ ସଂକ୍ରାନ୍ତରେ ପୋଲିସ…
ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ
ସୁୁନ୍ଦରଗଡ଼,୩୦।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍ସୋ ଆକ୍ଟ ସେକ୍ସନ-୬ରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା…
୪୮ଘଣ୍ଟା ପରେ ଧରାପଡ଼ିଲେ ବ୍ୟାଙ୍କ ଲୁଟେରା
ସୁନ୍ଦରଗଡ଼,୩୦।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ସହର ନିକଟ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଗତ ୨୭ ତାରିଖରେ ବନ୍ଧୁକ ଦେଖାଇ ୪ଜଣ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣାରେ ସୁନ୍ଦରଗଡ଼ ପୋଲିସକୁ ମିଳିଛି ସଫଳତା। ବ୍ୟାଙ୍କରୁ ଟଙ୍କା ଲୁଟ୍ ହେବାର ୪୮ଘଣ୍ଟା ମଧ୍ୟରେ ବିହାର…
ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକ ଜୀବନ୍ତ ଦଗ୍ଧ: ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ରାୟଗଡ଼ା ଅଫିସ/ଗୁଣପୁର,୩୦ା୭(ଡି.ଏନ୍.ଏ.): ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲା ଅନ୍ତର୍ଗତ ଲଙ୍କାଭାନିଦିବା ଗ୍ରାମର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଶା କଏଲ୍ରୁ ଅଗ୍ନିକାଣ୍ଡ ଘଟି ସେଠାରେ କାମ କରୁଥିବା ଓଡ଼ିଶାର ୬ ଦାଦନ ଶ୍ରମିକ ଜୀବନ୍ତ ଦଗ୍ଧ…
ଆମ୍ବଗଛ ତଳୁ ମିଳିଲା ନବଜାତ ଶିଶୁପୁତ୍ର
ରାଉରକେଲା ଅଫିସ୍, ୩୦।୭: ରାଉରକେଲା ସେକ୍ଟର ୨୦ରେ ମିଶ୍ର ଖଟାଲ ମନ୍ଦିର ନିକଟ ଆମ୍ବଗଛ ମୂଳରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର ହୋଇଛି। ସ୍ଥାନୀୟ ପୋଲିସ ଓ ଚାଇଲ୍ଡ ଲାଇନ ଟିମ୍ ପହଞ୍ଚି ଉକ୍ତ ଶିଶୁଟିକୁ ଉଦ୍ଧାର କରି ରାଉରକେଲା…
ଦୁର୍ଘଟଣାରେ ଗଲା ୨ ଜୀବନ
ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ସାନମଣଦା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସ୍ଥାନୀୟ ଯୋଡ଼ାପୋଖରୀ ଗ୍ରାମର ସାଉନା ମୁର୍ମୁ(୨୯) ଓ ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳର ଗୁଲାମ…
ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଗୁଣପୁର,୩୦।୭(ଡି.ଏନ୍.ଏ.): ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲାର ଲାଙ୍କାଭାନିଦାବା ଗ୍ରାମରେ ଚିଙ୍ଗୁଡି ପ୍ୟାକ୍ଟ୍ରିିରେ କାମ କରୁଥିବା ବେଳେ ଶର୍ଟ୍କିଟରେ ଆସି ୬ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୁଣପୁର ପୌରପରିଷଦ ମୋତିଲାଲ ନଗରର ନବୀନ ଶବର, ଭୀମପୁର ପଞ୍ଚାୟତ ଅନ୍ତର୍ଗତ…
ବିଭିନ୍ନ ସମସ୍ୟା ନେଇ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ
ଭଦ୍ରକ ଅଫିସ,୩୦।୭: ଭଦ୍ରକ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲା ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରାଯାଇଛି। ଦୀର୍ଘ ଦିନ ଧରି ଜିଲାରେ ସ୍ଥାୟୀ ସବ୍-ରେଜିଷ୍ଟ୍ରାର ନ ଥିବାରୁ ଜମିଜମା ବିକ୍ରି ଓ କ୍ରୟ କରିବା…
ବୁଗୁଡ଼ାରେ ଦଶମ ଶ୍ରେଣୀ ପରୀକ୍ଷା ଦେଲେ ୫୯ ଛାତ୍ରୀଛାତ୍ର
ବୁଗୁଡ଼ା,୩୦ା୭(ଡି.ଏନ୍.ଏ.): ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ପରେ ପ୍ରାପ୍ତ ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଏବଂ ସି-କୋର୍ସ ବିଦ୍ୟାର୍ଥୀଙ୍କ ପରୀକ୍ଷା ଶୁକ୍ରବାର ବୁଗୁଡ଼ା ବ୍ଲକର ଏକ ମାତ୍ର କେନ୍ଦ୍ର ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଆରମ୍ଭ…

