ଆମ ଜିଲା ଖବର

କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ: ୭ ଜୁଆଡ଼ି ଗିରଫ: ୯୫ ହଜାର ୪୮୫ ଟଙ୍କା ଜବତ

କଣ୍ଟାବାଞ୍ଜି,୧୦।୬(ଡି.ଏନ୍‌.ଏ.): ବଲାଙ୍ଗୀର ପୋଲିସ ଅଧୀକ୍ଷକ ସନ୍ଦିପ ସମ୍ପଦ ମଡକରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ କଣ୍ଟାବାଞ୍ଜିର ଏକ ଜୁଆ ଆଡ୍ଡାରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏଥିରେ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୭ଟି ମୋବାଇଲ ଫୋନ୍‌, ନଗଦ...

ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ,୧୦ା୬: କେନ୍ଦ୍ରାପଡ଼ା ଜିଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ବରିଷ୍ଠ ସାମାଜିକକର୍ମୀ ନକୁଳ ଚରଣ ଦାସ(୯୪)ଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ବୁଧବାର ପରଲୋକ ଘଟିଛି। ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସହର ନିକଟ ସୁଜାନଗର ବାସଭବନରେ ତାଙ୍କୁ...

ମଦ, ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭୦ ହଜାର ଜବତ

ଛତ୍ରପୁର,୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ ପୋଲିସର ଧରପଗଡ଼ ଜାରି ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଦି ନ ଥିବା ଅମାନିଆଙ୍କଠାରୁ ୩୭ ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି...

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ, ୫ ହଜାର ଟଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀମନ୍ଦିର ସେବାୟତମାନେ କରୋନା ସଂକ୍ରମଣଠାରୁ କିପରି ଦୂରେଇ ରହିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଚେତନତା ଶିବିରଠାରୁ ଆରମ୍ଭକରି ସେବାୟତଙ୍କ କୋଭିଡ୍‌ ଟେଷ୍ଟ ଏବଂ ସଙ୍ଗରୋଧରେ...

କୋଭିଡ୍‌-୧୯ ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବ୍ରହ୍ମପୁର ଅଫିସ,୧୦ା୬: ଏମ୍‌କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମେଡିକାଲରୁ ଜଣେ କରୋନା ପଜିଟିଭ୍‌ ରୋଗୀଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଯାଉଥିବା କୋଭିଡ୍‌-୧୯ ଆମ୍ବୁଲାନ୍ସ ନମ୍ବର ଓ ଆର ୦୭...

ଲକ୍‌ଡାଉନ୍‌ ସମୟରେ ରୋଜଗାର ମାନ୍ଦା: ଋଣଛାଡ଼ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଦାବିପତ୍ର

କେସିଙ୍ଗା,୧୦।୬: କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଭମରମାଲ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ବନ୍ଦନା, ମହାଶକ୍ତି, ସୂର୍ଯ୍ୟୋଦୟ, ଫଲର୍ଟନ, ଗ୍ରାମୀଣକୋଟା, ମାଇକ୍ରୋଫାଇନାନ୍ସ କମ୍ପାନୀଠାରୁ ଋଣ ଆଣିଛନ୍ତି। ମାତ୍ର କରୋନା କଟକଣା...

ଗୋଟିଏ ଦିନରେ ଜଗତସିଂହପୁରରେ ୩୩ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଲା

ଜଗତସିଂହପୁର ଅଫିସ,୧୦ା୬: ବୁଧବାର ଜଗତସିଂହପୁର ଜିଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି। ତେବେ ଏଥିମଧ୍ୟରୁ ୬୮ଜଣ ସୁସ୍ଥ ହୋଇଥିବା ବେଳେ ଅବଶିଷ୍ଟ ୬୨ଜଣ...

ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: କ୍ୱାରାଣ୍ଟାଇନ ସେଣ୍ଟର, ମିନି ମେଡିକାଲ କଲୋନୀ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ରାୟଗଡ଼ା,୧୦।୬: ରାୟଗଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାରି ଜିଲାରୁ ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଜିଲାର ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ...

ଲକ୍‌ଡାଉନ୍‌ କୋହଳ ପରେ ଲୋକଙ୍କ ମଧ୍ୟରେ ନୂଆ ଆଶା ସଂଚାର: ବିବାହ ବ୍ରତ ଲାଗି ସାମଗ୍ରୀ କିଣିବାରେ ବ୍ୟସ୍ତ

ବଲାଙ୍ଗୀର ଅଫିସ,୧୦ା୬: ବିବାହ ପାଇଁ କାର୍ଡ ଛପା ହୋଇଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ସବୁକିଛି ଓଲଟ ପାଲଟ ହୋଇଗଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଗଲା ବାହାଘର। ପ୍ରାୟ ଅଢ଼େଇ ମାସ ପରେ ସରକାରଙ୍କ ପକ୍ଷରୁ...

ସାନିଟାଇଜ୍‌ ହେଲା ଚୌଦ୍ୱାର ମୁଣ୍ଡାମାଳ ଗ୍ରାମ

ଚୌଦ୍ୱାର,୧୦ା୬(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ମୁଣ୍ଡମାଳ ଗ୍ରାମରେ ୪ କରୋନା ପଜିଟିଭ୍‌ ବାହାରିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ଆକ୍ରାନ୍ତଙ୍କ ମଧ୍ୟରୁ ମଙ୍ଗଳବାର ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୌରପାଳିକା ପକ୍ଷରୁ ଉକ୍ତ ଗ୍ରାମକୁ...

ଚାଷୀଙ୍କ ସମସ୍ୟା ସମାଧାନ ଦାବି: ଗଞ୍ଜାମ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୧୦।୬(ଡି.ଏନ୍‌.ଏ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ବୁଧବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ଦାବି ଗୁଡିକ ମଧ୍ୟରେ ଗତ ଖରିଫ...

ନୟାଗଡ଼ ଜିଲାରେ ୪ କରୋନା ପଜିଟିଭ୍‌: ୩ ସାହି କଣ୍ଟେନମେଣ୍ଟ, ୩ ସାହି ବଫର ଜୋନ୍‌ ଘୋଷଣା

ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲାରେ ବୁଧବାର ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟଖଣ୍ଡ କ୍ବାରାଣ୍ଟାଇନ ସେଣ୍ଟରରୁ ୨, ଦଶପଲ୍ଲା କ୍ବାରାଣ୍ଟାଇନ ସେଣ୍ଟରରୁ ୧ ଓ ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା କ୍ବାରାଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ୍‌ ଚିହ୍ନଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri