ଆମ ଜିଲା ଖବର

ଉପ ଜିଲାପାଳଙ୍କ ନିର୍ଦ୍ଦେଶପରେ ଚାରାରୋପଣ ସ୍ଥଗିତ

ଭଞ୍ଜନଗର,୧।୭(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ତନରଡ଼ା ଗୋଚର ଜମିରେ ଚାରାରୋପଣ ଯୋଜନାକୁ ନେଇ ବନ ବିଭାଗ ଓ ଆଇଆର୍‌ବି ବାଟାଲିୟନ ମଧ୍ୟରେ ଶୁକ୍ରବାର ବିବାଦ ଦେଖାଦେଇଥିଲା। ଏନେଇ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ଜାଣିବା ପରେ ମଙ୍ଗଳବାର...

କିରୋସିନ ଚୋରା ଚାଲାଣ ବେଳେ ଗୋଡେଇ ଧରିଲେ ଗ୍ରାମବାସୀ

ଦିଗପହଣ୍ଡି,୨ା୭(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରୁ ବୁଧବାର ଟ୍ରାକ୍ଟର ଯୋଗେ ୨ ବ୍ୟାରେଲ ପିଡିଏସ୍‌ କିରୋସିନ ଚୋରାଚାଲାଣ ବେଳେ ଗ୍ରାମବାସୀ ପିଛା କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ବ୍ୟାରେଲ ଫୋପାଡି ଫେରାର ହୋଇଯାଇଛନ୍ତି। ଦିଗପହଣ୍ଡି ଯୋଗାଣ ନିରୀକ୍ଷକ ସୌଭାଗ୍ୟ ରଞ୍ଜନ...

ମିଳୁନି ସ୍ବାସ୍ଥ୍ୟ ଯୋଜନାର ଲାଭ

ବଅଁରପାଳ,୨ା୭(ଡି.ଏନ.ଏ.)  ଗରିବ ତଥା ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ...

ଦାବି ପୂରଣ ନ ହେଲେ ନୀତକାନ୍ତି କରିବେନି ସେବାୟତ

ଆନନ୍ଦପୁର,୨।୭(ସ୍ବ.ପ୍ର.)- ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର ଦଧିବାମନଜୀଉ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆନନ୍ଦପୁର ଉପଜିଲାପାଳ ତଥା ଦେବୋତ୍ତର ବିଭାଗର ଅଧିକାରୀଙ୍କ ନିକଟରେ ମଙ୍ଗଳବାର ଦାବି ଉପସ୍ଥାପନ କରିଛନ୍ତି।...

ଭିସୁଟ୍‌ର ୭୦ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଗଲା

ସମ୍ବଲପୁର,୨।୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଜଣେ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମଙ୍ଗଳବାର ତାଙ୍କୁ ତାଳଚେର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମକୁ...

ବେଢା ଭିତରେ ହେଲା ବାହୁଡା ଯାତ୍ରା

ଧରାକୋଟ,୨ା୭(ଡି.ଏନ୍‌.ଏ.)- ଓଡ଼ିଶାର ଯେତେ ଗଡ଼ଜାତ ରାଜ୍ୟ ରହିଛି ସେଥିମଧ୍ୟରୁ ଧରାକୋଟ ଗଡ଼ର ବାହୁଡ଼ା ଯାତ୍ରା ନିଆରା। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। ମନ୍ଦିର ବେଢ଼ା ଭିତରେ ସମ୍ପନ୍ନ ହୋଇଛି ଶ୍ରୀଜୀଉଙ୍କ ବାହୁଡା...

ଶିଳ୍ପାଞ୍ଚଳରେ ୬୪% କମ୍‌ ବର୍ଷା

ଯାଜପୁର ଅଫିସ୍‌, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା ଜିଲାରେ ମଧ୍ୟ ୨୮ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶା ରେନଫଲ...

ଗୋକର୍ଣ୍ଣପୁର ପଞ୍ଚାୟତ ଓ୍ବାର୍ଡ ନଂ.୧୩ ସିଲ୍‌

ଦିଗପହଣ୍ଡି,୨ା୭(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ବୁଧବାର ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଦେବୀ ଓ୍ବାର୍ଡ ନଂ.୧୩କୁ ୭ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏନେଇ ବିଡ଼ିଓ ହଳଧର ଶବରଙ୍କୁ ସନ୍ଧ୍ୟାରେ...

ମିଳୁନି ସରକାରୀ ବିହନ, ଚାଷୀ ହଇରାଣ

କେନ୍ଦୁଝର,୨।୭ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଚାଷୀଙ୍କୁ ମିଳୁନି ସରକାରୀ ବିହନ। ଚାଷ ପାଇଁ ଚାଷୀ ଅଣ୍ଟା ଭିଡ଼ି କ୍ଷେତ ପ୍ରସ୍ତୁତ କରି ସାରିଥିବା ବେଳେ ବିହନ ମିଳୁ ନ ଥିବାରୁ ଚିନ୍ତାରେ ରହିଛନ୍ତି। ବିକ୍ରୟ କେନ୍ଦ୍ର ତଥା ଲ୍ୟାମ୍ପ୍‌ସରୁ ବିହନ ନ...

ତାଳଚେରକୁ ଲାଭ ମିଳିଛି: କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଅଫିସ୍‌, ୨।୭  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଖଣି ଖାଦାନ ଅଞ୍ଚଳ ଅନୁଗୋଳ ଓ ତାଳଚେରକୁ ଲାଭ ମିଳୁଛି। କୋଇଲା କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ସ୍ଥାନୀୟ ଅଞ୍ଚଳ ଓ ଅର୍ଥନୀତିର ବିକାଶ ପାଇଁ ମୋଦି ସରକାର...

ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍‌ ସିଟ୍‌

ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍‌ରେ ବିଭିନ୍ନ ଷ୍ଟାଇଲ୍‌ରେ ଏହି ଗାଡ଼ି ଉପଲବ୍ଧ ଥିବା ଯମୁନା ବଜାଜ୍‌ର ପାର୍ଟନର ଗିରିଜା...

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସ୍ଥାୟୀ କୋଠାର ଭିତ୍ତିପ୍ରସ୍ତର

ବ୍ରହ୍ମପୁର ଅଫିସ,୧ା୭-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ସ୍ଥାପନର ୫ବର୍ଷ ପରେ ଏହାର ନିଜସ୍ବ କୋଠା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଲୁରହିଲ୍‌ସ୍ଥିତ ସତଚିତ ଆନନ୍ଦ ବିହାରଠାରେ ବୁଧବାର ବିଶ୍ୱବିଦ୍ୟାଳୟର ଏକାଡେମିକ ବ୍ଲକ, ଅଡିଟୋରିୟମ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟପାଳ ପ୍ରଫେସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri