ମମିତା ମୃତ୍ୟୁ ମାମଲା: ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ
କଟକ ଅଫିସ,୧୮ା୧୧: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ତଦନ୍ତ କେତେ ଦୂର ଆଗେଇଛି ସେନେଇ ଏହି ରିପୋର୍ଟ ମାଗିଛନ୍ତି କୋର୍ଟ। ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ…
ପାଟଣାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ
ପାଟଣା,୧୮।୧୧(ସ୍ବ. ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଲାଣଘାଟି ପଞ୍ଚାୟତ ପରିସରରେ ଗୁରୁବାର ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ। ୨ ଶହ…
ଷ୍ଟେଟ୍ବ୍ୟାଙ୍କରେ ଅଗ୍ନିକାଣ୍ଡ, ମ୍ୟାନେଜର ଆହତ
ସାକ୍ଷୀଗୋପାଳ,୧୮।୧୧(ଡି.ଏନ୍.ଏ.): ସାକ୍ଷୀଗୋପାଳ ଷ୍ଟେଟ ବ୍ୟାଙ୍କରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କର ଉପର ମହଲାରେ ଥିବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍ ଲିକ୍ ହେବା ଯୋଗୁ ନିଆଁ ଲାଗିଯାଇଥିଲା। ପରେ ଏହି ନିଆଁ ବ୍ୟାଙ୍କର ସମସ୍ତ ରୁମ୍କୁ ବ୍ୟାପି ଯାଇଥିଲା। କର୍ମଚାରୀମାନେ ଭୟଭୀତ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ମନା
କେନ୍ଦୁଝର,୧୮।୧୧(ସ୍ବ.ପ୍ର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ମନା କରାଯିବା ପ୍ରତିବାଦରେ ଜିଲା ପ୍ରେସ କ୍ଲବ କେନ୍ଦୁଝର ପକ୍ଷରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗୁରୁବାର ମଧ୍ୟାହ୍ନରେ ହେବାକୁ ଥିବା ଖବରଦାତା ସମ୍ବିଳନୀକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ…
ଶବଦାହ ପାଇଁ ମିଳୁନି କାଠ, ମୃତଦେହ ରଖି ଧାରଣା
ବରଗଡ଼ ଅଫିସ,୧୮ା୧୧: ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି। ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଏ ନେଇ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଅବଗତ କଲେ…
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ରଣପୁର,୧୮ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସହକାରୀ ଯନ୍ତ୍ରୀ ଜଣକ ହେଉଛନ୍ତି, ଋଷିନାଥ ବରାଳ। ଭିଜିଲାନ୍ସ ଟିମ୍୍ର ୪ଟି ଦଳ ଖୋର୍ଦ୍ଧା, ନୟାଗଡ଼, ରଣପୁର ଓ ଢେଙ୍କାନାଳରେ ରେଡ୍ ଜାରି…
ଜିଏସ୍ଟି ଠକେଇ ଅଭିଯୋଗ: ଫର୍ନିଚର ଶୋ’ରୁମ୍ରେ ଚଢ଼ାଉ
ବାଲେଶ୍ୱର ଅଫିସ,୧୮।୧୧: ଜିଏସ୍ଟି (ଗୁଡ୍ ସର୍ଭିସ୍ ଟ୍ୟାକ୍ସ) ଠକେଇ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର ସିନେମା ହଲ୍ ଛକ ନିକଟସ୍ଥ ପଣ୍ଡା ଫର୍ନିଚର ଶୋ’ରୁମ୍ ଏବଂ ଉକ୍ତ ମାଲିକଙ୍କ ଅନ୍ୟ…
ପ୍ଲାଷ୍ଟିକ୍ ମୁକ୍ତହେବ ଇକୋ ସେନ୍ସିଟିଭ୍ ଜୋନ୍
ଢେଙ୍କାନାଳ ଅଫିସ, ୧୮।୧୧: ପ୍ଲାଷ୍ଟିକମୁକ୍ତ ହେବ ଢେଙ୍କାନାଳ ଜିଲାର ଇକୋ ସେନ୍ସିଟିଭ୍ ଜୋନ୍ (ସମ୍ବେଦନଶୀଳ ପରିବେଶ ଅଞ୍ଚଳ)। କପିଳାସ ଅଭୟାରଣ୍ୟ ସୀମାଠାରୁ ୫୦୦ ମିଟର ସମେତ ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଥିବା ମୋଟ ୧୩ କିଲୋମିଟର ଅଞ୍ଚଳକୁ ସଫାସୁତରା ରଖିବାକୁ ବନ…
ଆବର୍ଜନା ପାଇଁ ମିଳୁନି ଜାଗା
କେନ୍ଦୁଝର, ୧୮।୧୧ (ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦୁଝରଗଡ଼ ପୌରପାଳିକା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସଦର ବିଧାୟକ ମୋହନ ମାଝି ଅଭିଯୋଗ କରିଛନ୍ତି। ବୁଧବାର ସହରର ବିଭିନ୍ନ ମଇଳା ଆବର୍ଜନା ଜମା କରାଯାଉଥିବା ଅଞ୍ଚଳ ପରିଦର୍ଶନ କରି ସେ ଏହା କହିଛନ୍ତି। ଅନ୍ୟାନ୍ୟ…
ରେଳ ସଂଗ୍ରହାଳୟ ଲୋକାର୍ପିତ
ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ବାରିପଦାଠାରେ ବହୁ ପ୍ରତୀକ୍ଷିତ ଐତିହ୍ୟ ରେଳ ସଂଗ୍ରହାଳୟ ବୁଧବାର ଲୋକାର୍ପିତ ହୋଇଛି। ଦକ୍ଷିଣପୂର୍ବ ରେଲଓ୍ବେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
‘ଚାକିରି କରି ଭୁଲ୍ କରିଛି, ମୋତେ ଭିକ୍ଷା ଦିଅନ୍ତୁ ’
ଜଳେଶ୍ୱର, ୧୮।୧୧(ଡି.ଏନ୍.ଏ.) ମୁଁ ଚାକିରି କରି ଭୁଲ୍ କରିଛି, ମୋତେ ଭିକ୍ଷା ଦିଅନ୍ତୁ ବୋଲି କହି ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତଙ୍କ ନିକଟରେ ନେହୁରା ହେଉଛନ୍ତି ଜଣେ ଅବସରପ୍ରାପ୍ତ କର୍ମଚାରୀ। ଚଳିତବର୍ଷ ଫେବୃୟାରୀରେ ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ କାର୍ଯ୍ୟାଳୟରୁ…
ରାଜସ୍ବ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
କେନ୍ଦୁଝର,୧୮ା୧୧(ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭାଜପା ନେତାଙ୍କ ଅଣ୍ଡାମାଡ଼ ଘଟଣାରେ ଯୁବ ସଭାପତି ହେମ ରଞ୍ଜନ ବାରିକଙ୍କୁ ପୋଲିସ ଅଟକ ରଖିଛି ବୋଲି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସୂଚନା ଦେଇଛନ୍ତି। ଅନ୍ୟମାନେ ଘଟଣା ପରେ ପଳାଇ…

