ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ
କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା ଘଟାଇଥିବା ଏକ ଟିପ୍ପରକୁ ଛାଡିଦେବା ପାଇଁ ସେ ଗାଡ଼ି ମାଲିକ ତଥା ବାମେବାରୀ...
ଅସହାୟଙ୍କୁ ମିଳୁନି ଘର
ଚମ୍ପୁଆ/ଘାଗରବେଡା,୨୮ା୭(ଡି.ଏନ.ଏ)-ରରୁଆଁ ବ୍ଲକ ଅନ୍ତର୍ଗତ ପାନପତ୍ରିଆ ପଞ୍ଚାୟତର ଛେଳିଆନାଳ ଗ୍ରାମରେ ଜଣେ ଗରିବ ଅସହାୟ ହେଲେ ଚନ୍ଦ୍ରମୋହନ ଲାଗୁରୀ। ଗରିବ ହୋଇଥିବାରୁ ବାସ କରିବାକୁ ତାଙ୍କ ପାଖରେ ଘର ଖଣ୍ଡିଏ ନାହିଁ। ସରକାର ଅସହାୟଙ୍କୁ ଘର ଦେବାପାଇଁ ବିଭିନ୍ନ ଯୋଜନା କରୁଛନ୍ତି...
କରୋନା ସନ୍ଦିଗ୍ଧକୁ ନେବ ଆମ୍ବୁଲାନ୍ସ
ଗଞ୍ଜାମ, ୨୭।୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ କର୍ମଚାରୀ ନେଉନାହାନ୍ତି । ଏନେଇ କେତେକଙ୍କ ଜୀବନ ଦୀପ ଲିଭିଯାଇଛି। ଆମ୍ବୁଲାନ୍ସ ଗୁରୁତର ରୋଗୀଙ୍କୁ ନେଉ ନ ଥିବାରୁ ଚିକିତ୍ସା ସେବା...
ବର୍ଷାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ : ଅନ୍ଧାରରେ ପୂରା ଗାଁ
ଜୁନାଗଡ,୨୭।୭(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଛୋରିଆଗଡ ପଞ୍ଚାୟତ ସାନଫୁର୍ଲା ଗ୍ରାମରେ ସୋମବାର ଅପରାହ୍ନରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଗଁାରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରର ସିମେଣ୍ଟ ଖମ୍ବ ଭାଙ୍ଗି ପଡିଥିଲା। ଫଳରେ ଖମ୍ବ ଉପରେ...
ପଜିଟିଭ ଚିହ୍ନଟ ପରେ ସଂକ୍ରମିତଙ୍କ ଗାଁ ୫ଦିନ ଶଟ୍ଡାଉନ
ଜୁନାଗଡ,୨୭।୭(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ପଞ୍ଚାୟତ ଅନ୍ତର୍ଗତ ଚକୁଳି ଗ୍ରାମରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ଓ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟ ରହିଥିଲେ। ପରେ ସେମାନଙ୍କୁ...
ଗ୍ରାମରେ ଦେଖାଦେଲା କରୋନା ଲକ୍ଷଣ : ୭ ଦିନ ଓଡଙ୍ଗ ପଞ୍ଚାୟତ ଶଟ୍ଡାଉନ୍
ବନ୍ତ,୨୭।୭(ଡି.ଏନ୍.ଏ./ସ୍ବ.ପ୍ର) : ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତକୁ ସରପଞ୍ଚ କିଶୋର କିଙ୍କର ପଢ଼ିଆରୀ ସୋମବାର ସକାଳ ୭ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୭ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ଙ୍ଗ ଟି.ଏମ୍.ସିରେ ୨ଟି...
ବୁଗୁଡ଼ା ବ୍ଲକର ଏହି ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା
ବୁଗୁଡ଼ା,୨୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଆପଟ ଜିଲାପାଳ କ୍ଷମତା ପ୍ରଯୋଗ କରି ସୋମବାର ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ମୁଖ୍ୟତଃ ଉକ୍ତ ପଞ୍ଚାୟତର ପାଙ୍ଗିଡ଼ି, ପଙ୍କଳବାଡ଼ି ଓ କଞ୍ଚୁଡ଼ୁପାଟଣା...
ଗାଡ଼ି ପାଇଁ ମା’ଙ୍କୁ ଛୁରୀ ଭୁଶି ହତ୍ୟା କଲା ପୁଅ
ଶଙ୍କରାଖୋଲ(ଡି.ଏନ୍.ଏ.)/ଫୁଲବାଣୀ ଅଫିସ୍,୨୭ା୭-ଲୁନା ଗାଡ଼ି ପାଇଁ ପୁଅ ଛୁରୀ ଭୁଶି ମା’ଙ୍କୁ ହତ୍ୟା କରିଛି। କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ମାଝିପଦର ଗ୍ରାମରେ ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି। ଛୁରାମାଡ଼ରେ ଭଉଣୀ, ଭଣଜା ଓ ପୁତୁରା ମଧ୍ୟ...
ବାପାଙ୍କ ସହ ଦୁଇବର୍ଷର ଶିଶୁକନ୍ୟାଙ୍କୁ କରୋନା: ନିଷିଦ୍ଧାଞ୍ଚଳ ହେବ ଏକାଧିକ ସ୍ଥାନ
ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍.ଏ): କନ୍ଧମାଳ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ଜିଲାରେ ନୂଆ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଟୁଇଟ କରି ଜଣାଇଛନ୍ତିା ସେମାନଙ୍କ ମଧ୍ୟରେ କେବଳ ଦାରିଙ୍ଗବାଡ଼ିରୁ...
ଏମିତି ଘଟିଲା ଦୁର୍ଘଟଣା: ଗାଡ଼ିର ଇଞ୍ଜିନ ପସିଗଲା ଚକା ଭିତରେ, ଗ୍ୟାସ କଟର ସାହାର୍ଯ୍ୟରେ ଉଦ୍ଧାର ହେଲେ ଚାଳକ
କେନ୍ଦୁଝର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ନିକଟରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସକାଳେ କେନ୍ଦୁଝରରୁ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ୧୪ ଚକିଆ ଟ୍ରକ୍ ନଂ.(ଏନ୍ଏଲ୦୨ଏଲ୮୭୬୧) କୁଆଝରଣ ଘାଟି ରସ୍ତାରେ...
ମାନିଲେନି ଲକ୍ଡାଉନ୍ ନିୟମ: ଶେଷରେ ଆଖି ବୁଜିଲେ କାଉଡ଼ିଆ
ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍.ଏ.): କରୋନା ଲାଗି ଲକ୍ଡାଉନ୍ ଜାରି ରହିଥିବା ବେଳେ ଚଳିତ ବର୍ଷ କାଉଡ଼ିଆଙ୍କୁ ଶୈବ ପୀଠ ମନା ହୋଇଥିଲା। ଏ ନେଇ ଶ୍ରାବଣ ମାସ ତୃତୀୟ ସୋମବାର ହୋଇଥିଲେ ସୁଦ୍ଧା କୌଣସି ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଜମି ନଥିଲା।...
ଜୁନିୟର କଲେଜ ଅଧ୍ୟକ୍ଷଙ୍କ କରୋନାରେ ମୃତ୍ୟୁ: ବାରିକପୁର ବଜାର ଶଟଡାଉନ
ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାରକୁ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରାଯାଇଛି। ସ୍ଥାନୀୟ ନିର୍ଗୁଣ୍ଡି ଓ ନଗୁଁଆ ପଞ୍ଚାୟତର ସରପଞ୍ଚ ନମିତା ପାତ୍ର ଓ କମଳ କୁମାର ନନ୍ଦ ମିଳିତ ଭାବେ ବାରିକପୁର...
Archives


