Odisha Elections 2024

ଆମ ଜିଲା ଖବର

ରାସ୍ତା ସମ୍ପ୍ରସାରଣରେ ବିଦ୍ୟୁତ୍‌ ଖୁଣ୍ଟ, ଜବରଦଖଲ ବାଧକ

ଅସ୍ତରଙ୍ଗ,୬।୧୦ (ମମତା ଜେନା): ପୁରୀ ଜିଲାର ଅସ୍ତରଙ୍ଗ ଠାରୁ ପର୍ଯ୍ୟଟନ କ୍ଷେତ୍ର ପିର ଜହାନିଆ ବେଳାଭୂମି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସାଜିଛି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଜବରଦଖଲ। ବିଦୁତ ଖୁଣ୍ଟ...

ରାସ୍ତାରେ ଖାଲଖମା, ଲୋକେ ହଇରାଣ

କୃଷ୍ଣପ୍ରସାଦ,୬।୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ରାମଲେଙ୍କା ପଞ୍ଚାୟତ ପାଇକେରାପୁରଠାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡିଛି। ବିଶେଷକରି ବ୍ରାହ୍ମଣଦେଓ ହାଡ଼ି ପୋଖରୀ, ପିଟିଶାଳ ବିଟ ହାଉସ, ବଜ୍ରକୋଟ ବାଙ୍କ ଓ...

ସୁଧୁରୁନି ପରିମଳ, ଡ୍ରେନେଜ ବ୍ୟବସ୍ଥା

ଜଟଣୀ,୬।୧୦(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ୨୩ ଓ୍ବାର୍ଡକୁ ନେଇ ଗଠିତ। ସେଥିମଧ୍ୟରୁ ୬ଟି ଓ୍ବାର୍ଡ ରେଲଓ୍ବେ ପ୍ରଶାସନ ଅଧୀନରେ ଥିବା ବେଳେ ଅନ୍ୟ ଓ୍ବାର୍ଡ ପୌର ପ୍ରଶାସନ ଅଧୀନରେ ରହିଛି। ସହରର ବିକାଶ ନଁାରେ କୋଟି...

ପୁନରୁଦ୍ଧାର ହେଉଛି ବୌଦ୍ଧପୀଠ ଲାଙ୍ଗୁଡ଼ି

କାଏମା,୬ା୧୦(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜାପୁର ଓ ପାଟପୁର ପଞ୍ଚାୟତ ମଧ୍ୟଭାଗରେ ଥିବା ଲଙ୍ଗୁଡ଼ି ପାହାଡ଼ର ପୁନରୁଦ୍ଧାର କରାଯାଉଛି। ଏହି କାର୍ଯ୍ୟ ୨୦୨୩ ଜାନୁୟାରୀରୁ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା କାର୍ଯ୍ୟ ସରିବ। ଏହାପରେ ଉକ୍ତ ପାହାଡ଼...

ଟ୍ରଲିରେ ବୁହାହେଲେ ଅସୁସ୍ଥ ମହିଳା

ଧର୍ମଶାଳା,୬ା୧୦(ବଟକୃଷ୍ଣ ପରିଡ଼ା):ଯାଜପୁର ଜିଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ସାମନାକୁ ଆସିଛି। ଜଣେ ଅସୁସ୍ଥ ମହିଳାଙ୍କୁ ଡକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ତାଙ୍କୁ ଟ୍ରଲିରେ ନିଆଯାଇଛି। ସମ୍ପୃକ୍ତ ମହିଳା ହେଲେ ରସୁଲପୁର ବ୍ଲକ ପ୍ରଥମଖଣ୍ଡି...

ଜାରକା ଡିଭିଜନରେ ତତ୍ପରତା, ଯାଜପୁରରେ ନାହିଁ

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ୨୦୧୯ ଜୁନ ସୁଦ୍ଧା ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ସଡ଼କ ସଂଯୋଗ ହୋଇପାରି ନ ଥିଲା। ସେତେବେଳେ ବିଧାୟକ ମୋହନ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ବିଭାଗୀୟ ଉତ୍ତରରୁ ଏହା ସ୍ପଷ୍ଟ ହୋଇଥିଲା। ଗତ ବିଧାନସଭା...

ପୋଖରୀ ଉନ୍ନତୀକରଣ କାର୍ଯ୍ୟ ବିଳମ୍ବ

ଜଗତ୍‌ସିଂହପୁର, ୬।୧୦ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ସହରରେ ଏକାଧିକ ପୋଖରୀ ଅଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆବଶ୍ୟକତା ପୂରଣ କରିପାରୁନାହିଁ। ଏପରି କି କେତେକ ପୋଖରୀ ଖରାଦିନେ ଶୁଖିଯାଏ। କିନ୍ତୁ ଗୋପାଳସାଗର ପୋଖରୀରେ ବର୍ଷ ତମାମ ପାଣି ରୁହେ। କଟକ-ଜଗତ୍‌ସିଂହପୁର...

ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ମାମଲା:ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ,୬ା୧୦ (କାର୍ତ୍ତିକ ସାହୁ):ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିରୋଧରେ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ...

କଂସାରିଗୁଡ଼ାରେ ହେବ ଆଲୁମିନା ରିଫାଇନେରି

ଭୁବନେଶ୍ୱର,(ଅନିଲ ଦାସ)/ରାୟଗଡ଼ା,(ଆଶିଷ ରଞ୍ଜନ ପଣ୍ଡା), ୬।୧୦:ରାୟଗଡ଼ା ଜିଲା କାଶୀପୁର ବ୍ଲକ କଂସାରିଗୁଡ଼ାଠାରେ ଏକ ଆଲୁମିନା ରିଫାଇନେରି ସ୍ଥାପନ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଏବଂ ହିଣ୍ଡାଲ୍‌କୋ ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ...

ସହପାଠିନୀ ପ୍ରତ୍ୟୁଷାଙ୍କୁ ବିବାହ କରିବେ ବିଜୟ ଶଙ୍କର

କଟକ,୬ା୧୦ (କାର୍ତ୍ତିକ ସାହୁ):ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। କଟକ ଅରୁଣୋଦୟ ମାର୍କେଟ ଅଞ୍ଚଳର ପ୍ରତ୍ୟୁଷା ନନ୍ଦ ନାମ୍ନୀ ମହିଳାଙ୍କୁ ବିବାହ ପାଇଁ ସେ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍‌ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ଗତ ସେପ୍ଟେମ୍ବର ୨୧ରେ...

ଶକ୍ତି, ଶୌର୍ଯ୍ୟର ପ୍ରତୀକ ଖଣ୍ଡାବସା

ଆସୁଛି ପାର୍ବଣ। ଚାଲିଛି ପ୍ରସ୍ତୁତି। ଶରତକାଳୀନ କାଶତଣ୍ଡୀ ଫୁଲର ସମ୍ଭାର ପାର୍ବଣ ଋତୁ ଆଗମନର ସୂଚନା ଦେଲାଣି। ମା’ ଦୁର୍ଗାଙ୍କ ଆବାହନ ପାଇଁ ସଜେଇ ହେଉଛି ପୂଜା ମଣ୍ଡପ। ଶକ୍ତିପୀଠରେ ବି ଜମି ଆସୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହିଷମର୍ଦ୍ଦିନୀ ମା’...

ଆଇସିୟୁରେ ରୋଗୀଙ୍କୁ ମିଳିବ ମ୍ୟୁଜିକ୍‌ଥେରାପି

କଟକ,୬ା୧୦ (କାର୍ତ୍ତିକ ସାହୁ):ସଙ୍ଗୀତର ମଧୁର ମୂର୍ଚ୍ଛନା ପ୍ରାଣକୁ ଉଲ୍ଲସିତ କରେ। ମାନସିକ ଅବସାଦ ଦୂର କରି ସୁସ୍ଥତା ଆଣିଦିଏ। ମ୍ୟୁଜିକ୍‌ଥେରାପିର କଥା କିଛି ନୂଆ ନୁହେଁ। ତେବେ କଟକ ଏସ୍‌ସିବି ମେଡିକାଲ ପାଇଁ ଏହା ଏକ ନୂଆ ନିଷ୍ପତ୍ତି। ଏଣିକି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri