ଝାରସୁଗୁଡ଼ାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ଯାଏ ସହର ଶଟ୍ଡାଉନ୍
ଝାରସୁଗୁଡ଼ା ଅଫିସ,୨୮ା୮: ଝାରସୁଗୁଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି। ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଉ ଥିବାରୁ ଜିଲା ପ୍ରଶାସନ ଏହାକୁ ରୋକିବା ପାଇଁ ପଦକ୍ଷେପ ନେଇଛି। ପଦକ୍ଷେପ ସ୍ବରୂପ ୭ ଦିନ ପାଇଁ ଝାରସୁଗୁଡ଼ା...
ସବିତା, ପୂର୍ଣ୍ଣିମା ପାଇବେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
କେନ୍ଦ୍ରାପଡ଼ା ଅଫିସ, ୨୮।୮: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆ ଗ୍ରାମର ସବିତା ଗିରି ଓ ପୂର୍ଣ୍ଣିମା ଗିରି ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇବେ। ଏ ନେଇ ଜିଲା କ୍ରୀଡା ବିଭାଗ ପକ୍ଷରୁ ଗୁରୁବାର ସୂଚନା...
ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ଶଟ୍ଡାଉନ୍
ବରଗଡ଼ ଅଫିସ,୨୮ା୮: ବରଗଡ଼ ଜିଲାପାଳ କାର୍ଯ୍ୟାଳୟକୁ ଶୁକ୍ରବାରରୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଜିଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଜିଲା ସୂଚନା ଓ...
ବନ୍ୟାରେ ଫସିଥିବା ଦୁଇ ଭାଇ, ଗର୍ଭବତୀଙ୍କୁ ଉଦ୍ଧାର କଲା ଏନ୍ଡିଆରଏଫ୍ ଟିମ୍
ଭଦ୍ରକ ଅଫିସ,୨୮ା୮: ବନ୍ୟାରେ ଫସି ରହିଥିବା ଦୁଇ ଭାଇ ଓ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛି ଏନ୍ଡିଆରଏଫ୍ ଟିମ୍। ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପାଣି ଘେରରେ ଥିବା ଷୋଳମପୁର ନିଜ ଘରେ ଫସି ରହିଥିବା ଦୁଇ ଭାଇଙ୍କୁ ୩ଘଣ୍ଟା ଅପରେଶନ...
ବନ୍ୟାସ୍ଥିତିର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ
ଭଦ୍ରକ ଅଫିସ,୨୮ା୮: ବୈତରଣୀରେ ସୃଷ୍ଟି ହୋଇଥିବା ବନ୍ୟାର ସ୍ଥତିି ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ। ବୈତରଣୀରେ ବନ୍ୟା ଯୋଗୁ ଜିଲାର ଭଣ୍ଡାରିପୋଖରୀ, ଧାମନଗର ବ୍ଲକ ବିଶେଷ ପ୍ରଭାବିତ ହୋଇଥିବା ବେଳେ ଚାନ୍ଦବାଲି ଓ...
କମୁଛି ବୈତରଣୀ, ବଢୁଛି ଦୁର୍ଦ୍ଦଶା
ଭଦ୍ରକ ଅଫିସ,୨୮ା୮: ଭଦ୍ରକର ତଳିଆ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ। ପ୍ରାଥମିକ ଆକଳନ ଅନୁଯାୟୀ, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୧୩୦ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଭଦ୍ରକ-ଆଖଣ୍ଡଳମଣି ରାସ୍ତାର କୋଠାର ଛକ ପାଖରେ ରାସ୍ତା ଉପରେ ୩ ଫୁଟର...
ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା ସ୍ଥିତି
କେନ୍ଦ୍ରାପଡ଼ା ଅଫିସ, ୨୮। ୮: କେନ୍ଦ୍ରାପଡ଼ା ଜିଲାରେ ଗତ ତିନିଦିନ ମଧ୍ୟରେ ୧୮୮୦ ମିଲିମିଟର ବର୍ଷା ହୋଇଛି। ଏଥିସହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ବନ୍ୟା ଜଳ...
ବିପଦପୂର୍ଣ୍ଣ ନଦୀ ଡେଇଁ ପାଣି ଆଣୁଛନ୍ତି ମହିଳା
ଯାଜପୁର ଅଫିସ୍, ୨୮।୮: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖରଖରି ଓ ରଗଡ଼ା ଗ୍ରାମ ଢେଙ୍କାନାଳ ଜିଲା ସୀମାନ୍ତରେ ରହିଛି। ଏହି ୨ ଗ୍ରାମରେ ପ୍ରାୟ ୩୫ ପରିବାର ବସବାସ କରୁଛନ୍ତି। ମହନ୍ତସାହିବାସୀଙ୍କ କହିବା ଅନୁସାରେ, ସେଠାରେ ୨ଟି ନଳକୂପ...
ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ
ପୁରୀ ଅଫିସ,୨୮।୮: ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଏହି ପ୍ରକଳ୍ପକୁ ଖୁବ୍ଶୀଘ୍ର ଚୂଡ଼ାନ୍ତ ରୂପ ଦିଆଯିବ। ପୁରୀ ସହରର ସମସ୍ତ ମାଛ ବ୍ୟବସାୟୀଙ୍କୁ ଗୋଟିଏ ଛାତ ତଳେ ରଖିବା ଲକ୍ଷ୍ୟ ନେଇ ମତ୍ସ୍ୟ ବିଭାଗ...
ଆଣ୍ଟିଜେନ କିଟ୍ ଅଭାବରୁ ଫେରୁଛନ୍ତି ରୋଗୀ
କଟକ ଅଫିସ,୨୮।୮: ସରକାର କହୁଛନ୍ତି ଟେଷ୍ଟ ସଂଖ୍ୟା ବଢିଲେ ପଜିଟିଭ ସଂଖ୍ୟା ବଢିବ। ତେବେ ଯାଇ ଶୀଘ୍ର କରୋନାକୁ ମାତ୍ ଦେଇହେବ। କିନ୍ତୁ କଟକରେ ଏହି କଥାର କିଛି ଗୁରୁତ୍ୱ ଥିଲା ପରି ମନେ ହେଉ ନାହିଁ। କାରଣ ଏଠାରେ...
୩୧ ଯାଏ ରେଭେନ୍ଶା ବିଶ୍ୱବିଦ୍ୟାଳୟ ବନ୍ଦ
କଟକ ଅଫିସ, ୨୮।୮: ରେଭେନ୍ଶା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିପାଇଁ ଗୁରୁବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରିଛନ୍ତି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର। କିଛିମାସ ପୂର୍ବରୁ ଜଣେ ହଷ୍ଟେଲ କର୍ମଚାରୀଙ୍କ...
ହାତୀପଲଙ୍କ ଦ୍ୱାରା ଧାନ ଫସଲ ନଷ୍ଟ
ଅମରପାଲି,୨୮।୮(ଡି.ଏନ.ଏ)-ସୁବର୍ଣ୍ଣପୁର ବନଖଣ୍ଡ ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ହାତିଲିମୁଣ୍ଡା ବିଟର ଗୌଡଗାଡ ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ବୁଧବାର ରାତିରେ ହାତୀପଲ ଆସି ଗ୍ରାମର ମାଗୁଣି ଦୀପ ଓ ରାତ୍ର ଦୀପଙ୍କର ପ୍ରାୟ ୩...
Archives


