ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା
ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର-ଦିଗପହଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥର ସନ୍ଥ ନିରଙ୍କାରି ସତସଙ୍ଗ ଭବନ ନିକଟରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମ…
ଭୋଜି କରିବା ହେଲା କାଳ: ଡ୍ୟାମରେ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ
ବଲାଙ୍ଗୀର,୨।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋୟର ସୁକତେଲ ଡ଼୍ୟାମରେ ରବିବାର ଏକ ଅଘଟଣ ଘଟିଛି। ଯୁବକ ଜଣକ ଡ଼୍ୟାମରେ ଗାଧୋଇବା ବେଳେ ଭାସି ଯାଇ ନିଖୋଜ ଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଡ଼୍ୟାମକୁ ଭୋଜି କରିବାକୁ ବର୍ତ୍ତମାନ…
ନୂଆପଡ଼ା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ନୂଆପଡ଼ା,୨ା୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଆସନ୍ତା ନଭେମ୍ବର ୭ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ପକ୍ଷରୁ ଘୋଷଣା କରାଯାଇଛି ଯେ, ରେଡ୍ଡୀ ନୂଆପଡ଼ା ଅନ୍ତର୍ଗତ ସାଲେଭଟାରେ କଂଗ୍ରେସ…
ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ସହାୟତା
ଭୁବନେଶ୍ୱର,୨ା୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କାସିବୁଗା ସହରରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେରେ ଦଳାଚକଟା ଘଟି ଓଡ଼ିଆ ଯୁବତୀ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଗୁଡ଼ିପଦର ଗ୍ରାମର ରାଙ୍ଗଲା ରୂପା(୧୯)ଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ନୂଆପଡ଼ା ନିର୍ବାଚନ: ଛତିଶଗଡ଼ି ଭାଷାରେ ଜମୁଛି ପ୍ରଚାର
ନୂଆପଡ଼ା,୨।୧୧ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନରେ ଛତିଶଗଡ଼ି ଢାଚାରେ ପ୍ରଚାର ବେଶ ଜମୁଛି। ଓଡ଼ିଶାର ନିର୍ବାଚନ ହେଉଥିଲେ ମଧ୍ୟ ଛତିଶଗଡ଼ି ଭାଷାଭାଷି ଅଞ୍ଚଳମାନଙ୍କରେ ହିନ୍ଦୀ ଭାଷାରେ ଲେଖାଥିବା ପୋଷ୍ଟର, ବ୍ୟାନର ଲଗାଯାଇ ପ୍ରଚାର କରାଯାଉଛି। ହେଲେ ଉପକୂଳିଆ ନେତା ମନ୍ତ୍ରୀଙ୍କୁ ଛତିଶଗଡି…
ସ୍କୁଲରେ ଚାଲୁଥିଲା ପାଠପଢା, ଏପଟେ ଏକୁଟିଆ ପାଇ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଏବେ ଗଲେ ଜେଲ୍
ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ହୁମ୍ମା ଫାଣ୍ଡି ପୋଲିସ ଉକ୍ତ…
ବଢୁଛି ଚୋରାମଦ କାରବାର, ନାକେଦମ ହେଉଛନ୍ତି ବ୍ୟବସାୟୀ, ସନ୍ଧ୍ୟା ହେଲେ ନିଶାସକ୍ତ ଅବସ୍ଥାରେ…
ଦାରିଙ୍ଗବାଡି, ୨।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବିଶେଷ କରି ଉକ୍ତ ଥାନା ଅଞ୍ଚଳ ସିମନବାଡି ପଞ୍ଚାୟତ ଅଞ୍ଚଳରେ ସନ୍ଧ୍ୟା ହେଲେ ଭଦ୍ର ଲୋକ ଘରୁ…
ରାତି ଅଧରେ ବେଆଇନ ଭାବେ ବିକ୍ରି କରୁଥିଲେ ମଦ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…
ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏନ.ବିଦେଶୀ ପାତ୍ରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଶନିବାର ରାତି ପ୍ରାୟ ୧୦ ଟାରେ ଗାଁରେ ବେଆଇନ ଭାବେ ମଦ ବିକ୍ରି କରୁଥିବାବେଳେ ସେ ଧରା ପଡ଼ିଥିଲେ।…
ମିଳିଲା ହଜିଯାଇଥିବା ୨୩ ମୋବାଇଲ ଫୋନ, ଏହି କୌଶଳରେ ଠାବ କରି ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ
ଭଞ୍ଜନଗର,୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜିଯାଇଥିବା ୨୩ ଟି ମୋବାଇଲ ଫୋନକୁ ଜବତ କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଆଜି ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ପୋଲିସ ସିଇଆଇଆର୍କୁ ଆଧାର…
ଉପନିର୍ବାଚନ ମଧ୍ୟରେ ନୂଆପଡ଼ା ମୁଖ୍ୟ ହସ୍ପିଟାଲ ଛାତରୁ ଡେଇଁ ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା
ନୂଆପଡ଼ା,୨ା୧୧: ନୂଆପଡ଼ା ଜିଲା ମୁଖ୍ୟ ହସ୍ପିଟାଲ୍ରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ଜଣକ ହେଉଛନ୍ତି ପଲାସାଗୁଡ଼ା ଗାଁର ଲଘୁତମ ସାହୁ। ସେ…
କଳାହାଣ୍ଡି ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ
କର୍ଲାମୁଣ୍ଡା;୨।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର କଳାହାଣ୍ଡି ଜିଲାସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଜିଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଜିଲାର ୧୩ଟି ବ୍ଲକରୁ ୧୪ ଓ…
ଜଳେଶ୍ୱରରୁ ଚୋରି ଟ୍ରକ୍ ରାସଗୋବିନ୍ଦପୁରରେ ଠାବ, ୩ ଗିରଫ
ମୋରଡ଼ା,୨।୧୧(ସ୍ମାରକ ମାଜୀ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରୁ ଶନିବାର ଚୋରି ହୋଇଥିବା ଏକ ଟ୍ରକ୍କୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ଠାବ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ଜଣ ହେଲେ ବାରିପଦା ଟାଉନ ଥାନା ଅଞ୍ଚଳର ଭିକି…
Archives


