ଆମ ଜିଲା ଖବର

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇଯାଇଛି। ଅସୁସ୍ଥତା ଯୋଗୁ ରକିକୁ ଖିୁଆଡରୁ ବାହାର କରି ନନ୍ଦନକାନନ ଭେଟନାରୀରେ…

ଓପିଜିସି ପାଉଁଶ ପାଇପ୍‌ ଲାଇନ୍‌ ଫାଟି ଗାଁ ପ୍ରଭାବିତ ହେବା ପ୍ରସଙ୍ଗ: ଅଞ୍ଚଳ ପରିଦର୍ଶନ କଲେ କମ୍ପାନୀ କର୍ତ୍ତୃପକ୍ଷ

ଝାରସୁଗୁଡା ଅଫିସ୍‌,୧୦।୪: ଓଡ଼ିଶା ବିଦ୍ୟୁତ ନିଗମ (ଓପିଜିସି)ର ଇବ୍‌ ଥର୍ମାଲ ପ୍ରକଳ୍ପ ପାଉଁଶ ପାଇପ୍‌ ଲାଇନ୍‌ ଗତ ଶୁକ୍ରବାର ଫାଟିଯାଇଥିଲା। ଏଥିରୁ ନିର୍ଗତ ତରଳ ବର୍ଜ୍ୟବସ୍ତୁ ପାଉଁଶ ନିକଟସ୍ଥ ଗ୍ରାମ ବନହରପାଲି ଅଞ୍ଚଳରେ ମାଡିଯାଇଥିଲା। ଏଥିରେ ଗାଁ ପୋଖରୀ, ଚାଷଜମି ଆଦି…

ଓଲଟିଲା ପିକ୍‌ଅପ୍‌, ୧୫ ଶ୍ରମିକ ଆହତ

ବରଗଡ଼ ଅଫିସ,୧୦ା୪: ବରଗଡ଼-ବଲାଙ୍ଗୀର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ରବିବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ପିକଅପ୍‌ ଭ୍ୟାନ( ନଂ-ଓଆର୍‌୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେଥିରେ ବସିଥିବା ୧୫ ଶ୍ରମିକ ଆହତ ହୋଇଛନ୍ତି। ପିକ୍‌ଅପ୍‌ଟି ବରପାଲିରୁ ସୁବର୍ଣ୍ଣପୁର…

୨ ବର୍ଷ ହେବ ଟ୍ରେନ୍‌ ଚଳାଚଳ ବନ୍ଦ: ରୁପ୍ରାରୋଡ ଷ୍ଟେଶନରେ ଆନ୍ଦୋଳନ

ରୁପ୍ରାରୋଡ,୧୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ରୁପ୍ରାରୋଡ ରେଳ ଷ୍ଟେଶନରେ ରେଳଯାତ୍ରୀ ସୁରକ୍ଷା ସମିତି, ରୁପ୍ରାରୋଡ ପକ୍ଷରୁ ରବିବାର ସକାଳୁ ଆନ୍ଦୋଳନ ଜାରି ରହିଛି। (୧୮୫୧୭- କୋରବା), (୧୮୫୧୮ – ବିଶାଖାପାଟଣା) ଭଳି ଅନେକ ଟ୍ରେନ୍‌ ୨ ବର୍ଷ ଧରି କରୋନା ସଂକ୍ରମଣ ଲାଗି…

କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଘର ଛପର

ଠାକୁରମୁଣ୍ଡା, ୧୦।୪ (ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ସାତକୋଶିଆ ପଞ୍ଚାୟତ ଘୁଳୁଘୁଳିଆ ଗ୍ରାମର ଚିଆବେଡ଼ାଠାରେ ଶନିବାର ସାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଗ୍ରାମର କେତେକ ଲୋକଙ୍କ ଘର ଛପର ଉଡ଼ିଯାଇଛି। ଚିଆବେଡ଼ାର ନାରଣ ସୋରେନଙ୍କ ଘର…

ଜାତୀୟ ରାଜପଥରେ ଦୁର୍ଘଟଣା: ଷ୍ଟିଅରିଂରେ ଫସିଗଲା ଡ୍ରାଇଭରଙ୍କ ଗୋଡ଼

ଖୋର୍ଦ୍ଧା ଅଫିସ,୧୦ା୪: ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ଭୁବନେଶ୍ବର ପଟୁ ଆସୁଥିବା ୪୦୭ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡ଼ିକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ…

ନଗର ସଂକୀର୍ତ୍ତନ, ପୂର୍ଣ୍ଣାହୁତି ଆଜି

ଭଦ୍ରକ ଅଫିସ, ୧୦।୪ – ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀପଡ଼ିଆରେ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ନଗର ସଂକୀର୍ତ୍ତନ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି। ଏହାପରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ…

ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ଖଇରା, ୧୦।୪(ଡି.ଏନ.ଏ.) – ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ବାଲେଶ୍ବର ଜିଲା ଖଇରା ବ୍ଲକରେ ଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ନିର୍ମାଣାଧିନ ରାସ୍ତା ଓ ବିଜୁ ସେତୁ…

ଅଶୋକଝରି ରଥ ଟାଣିଲେ ବାଳିକା ବାଳକ

ବାରିପଦା ଅଫିସ, ୧୦।୪ – ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ହରିବଳଦେବଜୀଉଙ୍କ ବଡ଼ଦାଣ୍ଡରେ ଶନିବାର ଅଶୋକାଷ୍ଟମୀ ଅବସରରେ ରୁକୁଣା ଅଶୋକଝରି (ରୁକୁଣା) ରଥକୁ ବାଳିକା ବାଳକମାନେ ଟାଣିଛନ୍ତି। କୋଭିଡ୍‌ କଟକଣା କୋହଳ ହେବାରୁ ଚଳିତବର୍ଷ ଏହି ପରମ୍ପରା ଆଡ଼ମ୍ବରରେ ପାଳିତ ହୋଇଛି। ମୟୂରଭଞ୍ଜ…

‘ବିପଦ ସମୟରେ ସାହସ ଲୋଡ଼ା’

ଢେଙ୍କାନାଳ ଅଫିସ୍‌, ୧୦ା୪ – ଢେଙ୍କାନାଳ ସାନ୍ଧ୍ୟ କନିଷ୍ଠ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମାନଗୋବିନ୍ଦ ଗୋଚ୍ଛିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଅକ୍ଷୟ ନାଥ…

‘ସମନ୍ବୟ ରହିଲେ ଶିକ୍ଷାର ମାନ ବଢ଼ିବ’

ଭୁବନ, ୧୦ା୪(ଡି.ଏନ୍‌.ଏ.) – ଗୁରୁ ଏବଂ ଶିଷ୍ୟ ମଧ୍ୟରେ ସମ୍ପର୍କ କେଉଁ ଅନାଦିକାଳର। ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ରହିଲେ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି କହିଛନ୍ତି ଭୁବନ ଏନ୍‌ଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ। ନୂଆ ଭୁବନ…

୨୯ରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା

ତାଳଚେର, ୧୦ା୪(ନି.ପ୍ର.) – ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବି ଜୋର୍‌ଧରିଛି। ଏହାର ପ୍ରତିବାଦରେ ଆସନ୍ତା ଏପ୍ରିଲ୍‌ ୨୯ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଡାକରା ଦେଇଛି ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?