ବହୁଚର୍ଚ୍ଚିତ ଟିକିନା ମହାପାତ୍ର ହତ୍ୟା ଘଟଣା: ମାଷ୍ଟରମାଇଣ୍ଡ ସରପଞ୍ଚଙ୍କ ସ୍ବାମୀଙ୍କୁ ବାନ୍ଧିଲା ପୋଲିସ
ପୁରୁଷୋତ୍ତମପୁର,୧୬।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମର ବହୁଚର୍ଚ୍ଚିତ ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା ଘଟଣାରେ ପୋଲିସକୁ ବଡ଼ ଉପଲବ୍ଧି। ମାଷ୍ଟରମାଇଣ୍ଡ ତଥା ଶିକୁଳା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଦିବାକର ବେହେରାଙ୍କୁ…
ସ୍କୁଲ ଯିବା ରାସ୍ତାକଡ଼ ସାଜିଛି ଅଳିଆ ଗଦା, ପଦକ୍ଷେପ ନେବାକୁ…
ବ୍ରାହ୍ମଣୀଗାଁ,୧୬।୯(ମନୋରଞ୍ଜନ ରଣା) : ୟୁପି ସ୍କୁଲକୁ ଯିବା ଛକ ରାସ୍ତା କଡ଼ ସାଜିଛି ଅଳିଆଗଦା। ଛକ ପାଖରେ ଥିବା କିଛି ଅସାଧୁ ଦୋକାନୀ ରାତି ସମୟରେ ନିଜ ଦୋକାନର ଅଳିଆ ଆବର୍ଜ୍ଜନାକୁ ଗାଁଠାରୁ ଦୂର ସ୍ଥାନରେ ନ ଫିଙ୍ଗି ୟୁପି ସ୍କୁଲ…
ତାଜୁଙ୍ଗିଆ-ହାତୀମୁଣ୍ଡା ପଞ୍ଚାୟତରେ ଲାଗିଲା ନାଲି ରଙ୍ଗର ନୋଟିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ
ଦାରିଙ୍ଗବାଡି, ୧୬।୯ (ଅରୁଣ ସାହୁ): ସରକାର କଚ୍ଚା ଘରକୁ ପକ୍କା ଘରେ ପରିଣତ କରିବା ଲାଗି ଆବାସ ଯୋଜନା ଆଣିଛନ୍ତି। ହେଲେ ଏହି ଯୋଜନାର ଲାଭ ମିଳିଥିଲେ ମଧ୍ୟ ବହୁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଯୋଜନାରେ ଗୃହ…
ମହିଳା ଗୋଡ଼ାଇଲେ ଏବିଡିଓ ଧାଇଁଲେ: ବିବାହ ପ୍ରମାଣ ପତ୍ର ଲାଗି ଲାଞ୍ଚ ମାଗିବା ଅଭିଯୋଗରେ…
ପୁରୁଷୋତ୍ତମପୁର,୧୬ା୯ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତପୁର ବ୍ଲକ୍ କାର୍ଯ୍ୟାଳୟ ପରିଷରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଦେଖାଦେଇଛି। ଘଟଣାଟି ଯେତିକି ଉତ୍ତେଜନାପୂର୍ଣ୍ଣ ରହିଥିଲା ସେତିକି କୌତୁହଳ ମଧ୍ୟ ରହିଥିଲା। ଏବିଡିଓ ଚୌକି ଛାଡ଼ି ଧାଉଁଥିବା ବେଳେ ମହିଳାମାନେ ପଛରେ ଗୋଡ଼ାଉଥିବା ଘଟଣା ବ୍ଲକ୍…
ଓଡ଼ିଶାରେ ଉପନିର୍ବାଚନ: ୫୬ଟି ନୂଆ ମତଦାନ କେନ୍ଦ୍ର, ଭୋଟର ତାଲିକା ପ୍ରସ୍ତୁତ
ନୂଆପଡ଼ା,୧୬।୯: ଓଡ଼ିଶାର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ନ ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୩୦୨ରୁ ୩୫୮କୁ…
ନୂଆପଡ଼ା ଉପନିର୍ବାଚନ ନେଇ ବଡ଼ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ୫୬ଟି ନୂତନ…
ନୂଆପଡ଼ା,୧୬।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ନେଇ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨…
ବିଦ୍ୟାଳୟରେ ଅବହେଳା: ଛାତ୍ରୀଙ୍କ ଭାଙ୍ଗିଲା ହାତ,ତାଲା ପକାଇଲେ…
ଖଜୁରୀପଡ଼ା, ୧୬ା୯( ବିଦୁର ବେହେରା): ଛାତ୍ରୀଛାତ୍ରଙ୍କୁ ପାଠ ପଢିବା ପାଇଁ ଅଭିଭାବକ ସ୍କୁଲ ଛାଡନ୍ତି। ଶିକ୍ଷୟତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଇ ପାଠ ପଢାଇଥାନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱରେ କିଛିଟା ଅବହେଳା ପାଇଁ ଛାତ୍ରୀଛାତ୍ରମାନେ ବିପଦରେ ପଡିଥାନ୍ତି। ଏପରି ଏକ ଘଟଣା…
ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ: ଖୋଜି ଆଣିବାକୁ ଥାନାରେ ଗୁହାରି କଲେ ସ୍ତ୍ରୀ
ଲାଞ୍ଜିଗଡ଼,୧୬ା୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ ସେରକଝଲା ଗ୍ରାମର ରାଜିଙ୍ଗା ମାଝୀ(୩୫) ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ ହୋଇଯାଇଛନ୍ତି। ଏହି ସମ୍ପର୍କରେ ତାଙ୍କ ସ୍ତ୍ରୀ ସୀତା ମାଝୀ ଖବର ପାଇବା…
ବାରମ୍ବାର ଧସୁଛି ପାହାଡ: ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତା ଯାତାୟତ ବନ୍ଦ
ଭଞ୍ଜନଗର,୧୬।୯(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ପାହାଡ ଧସି ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡ ଧସିବା ଯୋଗୁ ଏକ କଲଭର୍ଟ ଭାଙ୍ଗି ଯାଇଛି। ଫଳରେ ଭଞ୍ଜନଗର ଫୁଲବାଣୀ ଜାତୀୟ ରାଜପଥ ବନ୍ଦ ହୋଇଯାଇଅଛି।…
ବ୍ୟାଙ୍କରୁ ଋଣ ନେଇ ଶୁଝିଲେନି: ଘର ସିଲ୍ କଲା ପ୍ରଶାସନ
ଧର୍ମଶାଳା,୧୬।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମାଣତୀର ଗାଁର ଚିତ୍ତରଞ୍ଜନ ନାୟକ ସ୍ଥାନୀୟ ବାରବାଟି ୟୁକୋ ବ୍ୟାଙ୍କ ଶାଖାରୁ ଋଣ ଆଣି ପରିଶୋଧ ନକରିବାରୁ ତାଙ୍କ ଘରକୁ ସିଲ କରାଯାଇଅଛି । ମିଳିଥିବା ସୂଚନା ଅନୁସାରେ ଚିତ୍ତରଞ୍ଜନ ୨୦୦୭ମ…
ରାତି ୮ ଟାରେ ଜନ୍ମ ହେଲା, ହେଲେ ରହିଲାନି ଜୀବନ: ନବଜାତ ମୃତ୍ୟୁକୁ ନେଇ ଉତ୍ତେଜନା
ପାତ୍ରପୁର/ଦିଗପହଣ୍ଡି,୧୬।୯(ଉମା ଚରଣ ନେପାକ/ ଅଶେଷ ନାଥ ମିଶ୍ର): ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ପରେ ଉତ୍ତେଜନା ଦେଖା ଦେଇଛ। ଡାକ୍ତର ଓ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଅଣଦେଖା ପାଇଁ ମୋ ନାତିର ମୃତ୍ୟୁ ହେଲା…
କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ: ଫୁଲବାଣୀ-ଭଞ୍ଜନଗର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍
ଦାରିଙ୍ଗବାଡି ୧୬।୯(ଅରୁଣ ସାହୁ ) କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଏକ ବଡ଼ ଅଘଟଣ ଭୂସ୍ଖଳନ ଘଟିଛି। ଜିଲାରେ ଲଗାଣ ବର୍ଷାରେ ଭୂସ୍ଖଳନ ହେବା ସହ ଗୋଟିଏ ପୋଲ ଧୋଇ ହୋଇଯାଇଥିବା ସୂଚନା ମିଳିଛି। ଫଳରେ ଫୁଲବାଣୀ,…
Archives


