ଆମ ଜିଲା ଖବର

ହୀରାକୁଦରେ ବୋଟିଂ

ସମ୍ବଲପୁର,୧ା୪(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବୋଟିଂ ସେବା ଆରମ୍ଭ ହୋଇଛି। ଗୁରୁବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ସେବାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ମିଶ୍ର କହିଥିଲେ, ରାଜ୍ୟ ସରକାର...

ଘରୁ ମିଳିଲା ମା’ଝିଅଙ୍କ ମୃତଦେହ

ନାକଟିଦେଉଳ,୧ା୪: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦଖିବାକୁ ମିଳିଛି। ଘର ଭିତରୁ ମା’ଝିଅଙ୍କ ମୃତଦେହ କିସିଣ୍ଡା ପୋଲିସ ଜବତ କରିଛି। ମୃତକ  ହେଲେ ସୁଜାତା ପଟେଲ (୪୦) ଓ ତାଙ୍କ ନବମ...

ବସ୍‌ ଚକ ତଳେ ଜୀବନ ଗଲା

ଖଣ୍ଡପଡ଼ା,୧ା୪: ସାମାନ୍ୟ ଅସାବଧାନତା ଯୋଗୁ ବସ୍‌ ଚକ ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଖଣ୍ଡପଡା-ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଖଣ୍ଡପଡ଼ା ଥାନା ଅଧୀନ ବୋଦସା...

ଜଙ୍ଗଲ ଭିତରେ ନିଆଁ, ବାହାରେ ଶିକାରୀ

ସଜନାଗଡ଼,୧।୪: ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୩ ଦିନ ହେବ ନିଆଁ ଜଳୁଥିବାରୁ ବନ୍ୟଜନ୍ତୁ ଜୀବନ ବିକଳରେ ଏଣେତେଣେ ଘୂରି ବୁଲୁଛନ୍ତି। ଫଳରେ ଏହା ଶିକାରୀମାନଙ୍କୁ ବେଶ୍‌ ସୁହାଉଛି। ଅଭୟାରଣ୍ୟର ଜୋଡାଚୁଆ ଅଞ୍ଚଳରୁ ବନକର୍ମଚାରୀମାନେ ୩୮ କି.ଗ୍ରା ଓଜନର...

ଡିପୋରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର କାଠ

ଭଞ୍ଜନଗର,୧।୪: ଭଞ୍ଜନଗର କଲେଜ ରୋଡ଼ରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋରେ ଗୁରୁବାର ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର କାଠ ଜଳିଯାଇଛି। ମାସେ ମଧ୍ୟରେ ଦ୍ୱିତୀୟ ଥର ଡିପୋରେ ନିଆଁ ଲାଗିଛି। ଗତ ମାର୍ଚ୍ଚ ୨ରେ...

ପାଣି ପାଇଁ ଯିିବାକୁ ପଡୁଛି ୨ କି.ମି.

ଖଡ଼ିଆଳ,୧।୪: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ଖଡିଆଳ ବ୍ଲକଠାରୁ ଏହି ଗ୍ରାମ ୧୦ କି.ମି. ଦୂର। ଗାଁରେ ୩ରୁ ୪ଟି ନଳକୂପ ରହିଛି। ନଳକୂପରେ ମାତ୍ରାଧିକ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ତାହା...

ଟୋକନ ବଣ୍ଟନକୁ ନେଇ ବିବାଦ, ଟାୟାର ଜାଳି ପ୍ରତିବାଦ କଲେ ଟ୍ରକ ମାଲିକ

କେନ୍ଦୁଝର,୧।୪(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରେ ଲୋଡିଂ ପାଇଁ ଟୋକନ ବଣ୍ଟାକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଗୁରୁବାର ଅଶାନ୍ତି ଦେଖାଦେଇଛି। ଫଳରେ ଉତ୍ତ୍ୟକ୍ତ ଟ୍ରକ ମାଲିକ ତଥା ଚାଳକମାନେ ସ୍ଥାନୀୟ ତେନ୍ତୁଳି ଗ୍ରାମ ଟ୍ରକ...

ରାଜ୍ୟ ଶ୍ରେଷ୍ଠ କନଷ୍ଟେବଳ ସମ୍ମାନ ପାଇଲେ ସନ୍ତୋଷ ନାୟକ

ପାପଡ଼ାହାଣ୍ଡି,୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିର ସନ୍ତୋଷ ନାୟକ (ବୁଲୁ ) ରାଜ୍ୟର ଶ୍ରେଷ୍ଠ କନଷ୍ଟେବଳ ସମ୍ମାନରେ ସମ୍ମାନିତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଗୁରୁବାର କଟକସ୍ଥିତ ୬ଷ୍ଠ ବ୍ୟାଟେଲିଆନ ପଡ଼ିଆରେ ଆୟୋଜିତ ୮୬ତମ ପୋଲିସ ପ୍ରତିଷ୍ଠା ଦିବସରେ ଡିଜି...

ପୁରୀ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ପୁରୀ ଅଫିସ,୧।୪: ପୁରୀ ମାଉସୀ ମା’ ମନ୍ଦିରରୁ ଲୁଟ୍‌ ଅଭିଯୋଗ ହୋଇଛି। ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟ୍‌ରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିବା ପରେ ଏହା ଭିତରେ ଥିବା ଆଉ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ...

ଅଠେଇଶରେ ଅଧୁରା ଅନୁଗୋଳ

ଅନୁଗୋଳ ଅଫିସ,୧ା୪: ୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୨୭ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜ ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ବିଶେଷକରି ଶିଳ୍ପାୟନରେ ଅନୁଗୋଳ ଜାତୀୟ...

ଅବହେଳିତ ବୌଦ୍ଧ କୀର୍ତ୍ତିରାଜି

ବନ୍ତ,୧।୪(ଡି.ଏନ.ଏ.)-ଯେଉଁ ସ୍ଥାନରେ ବୌଦ୍ଧ, ଜୈନ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରଭାବ ପଡ଼ିଥିଲା, ବୌଦ୍ଧ ମହାଯାନ ପନ୍ଥିମାନେ ସେହି ସ୍ଥାନରେ ସମବେତ ହୋଇ ଧର୍ମାଲୋଚନା କରୁଥିଲେ। ସେତେବେଳେ ସେହି ସ୍ଥାନ ଚଳଚଞ୍ଚଳ ହୋଇଉଠୁଥିଲା। ଏବେ ସେହି ସ୍ଥାନ ଅବହେଳିତ ଅବସ୍ଥାରେ...

ଈପ୍‌ସିତାଙ୍କୁ ପର୍ସନାଲିଟି ୱିଙ୍ଗ୍‌ ଟାଇଟଲ

ଭଦ୍ରକ ଅଫିସ, ୩୧।୪: ଅନ୍‌ଲାଇନରେ ହୋଇଥିବା ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଓଡ଼ିଶାର ଈପ୍‌ସିତା ପ୍ରିୟଦର୍ଶିନୀ(୨୭) ପର୍ସନାଲିଟି ୱିଙ୍ଗ୍‌ରେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ଫ୍ୟାଶନ, ବିୟୁଟି, କୁକିଙ୍ଗ୍‌ ଓ ପର୍ସନାଲିଟି ୱିଙ୍ଗ୍‌ ପ୍ରତିଯୋଗିତା କରାଯାଇଥିଲା। ପର୍ସନାଲିଟି ୱିଙ୍ଗ୍‌ ଟାଇଟଲ୍‌ ବିଜୟିନୀ ଈପ୍‌ସିତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri