ଆମ ଜିଲା ଖବର

ବର୍ଷା-ଅନୁଭବ ମାମଲା: କୋର୍ଟରେ ଶୁଣାଣି ଶେଷ

କଟକ ଅଫିସ୍‌,୨୪।୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ମଙ୍ଗଳବାର ଏସ୍‌ଡିଜେଏମଙ୍କ କୋର୍ଟରେ ଶୁଣାଣି ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିଶନର ଶୁଣାଣି ଶେଷ କରି…

ଏମାର ମଠର ଖନନ ସ୍ଥଳରେ ଚାଲିଛି ସର୍ଭେ

ପୁରୀ ଅଫିସ୍‌,୨୪।୫: ଏମାର ମଠର ଖନନ ସ୍ଥଳରେ ମଙ୍ଗଳବାର ଜିପିଆରଏସ୍‌ ସର୍ଭେ କରାଯାଇଛି। ଗୁଜୁରାଟ ଆଇଆଇଟି ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଉଛି। ଏଥିସହିତ ଏମାର ମଠ ଜାଗାରେ ମଧ୍ୟ ସର୍ଭେ କରୁଥିବା ଦେଖିବାକୁ ମିଳିଛି। ଯେଉଁ ମେଶିିନ ଜରିଆରେ ସର୍ଭେ…

ଦଳୀୟ ପାର୍ଥିନୀଙ୍କ ସହ ପ୍ରଚାରରେ ବାହାରିଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୪।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଝାରସୁଗୁଡାରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସହ ନିର୍ବାଚନୀ…

ସମବାୟ ନିର୍ବାଚନ ପାଇଁ ବିଜେଡିର ରଣନୀତି ଆରମ୍ଭ

ସୁନ୍ଦରଗଡ଼,୨୪।୫(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ସମବାୟ ନିର୍ବାଚନ ପାଇଁ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପୂର୍ବତନ…

ଚାପ ଖେଳ ବେଳେ ବୁଡିଗଲେ ଲଡୁବାବା

ନୟାଗଡ଼ ଅଫିସ,୨୪।୫: ନୟାଗଡ଼ ଜିଲା ଶରଣକୂଳସ୍ଥିତ ଶୈବପୀଠ ଲଡୁବାବାଙ୍କର ଚାପ ଖେଳ ବେଳେ ସୋମବାର ରାତିରେ ଡଙ୍ଗା ଓଲଟି ପଡିଛି। ଡଙ୍ଗା ଓଲଟି ପଡିବାରୁ ଲଡୁବାବାଙ୍କ ଚଳନ୍ତୀ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ପାର୍ବତୀ, ଲଡୁବାବାଙ୍କ ମନ୍ଦିରର ଲକ୍ଷ୍ମୀନାରାୟଣ, ନିକଟସ୍ଥ ହରିହରପୁରର ଦଧିବାମନ…

ମାଛ ଧରିବା ବେଳେ ମିଳିଲା ନରକଙ୍କାଳ

ସୋହେଲା,୨୪।୫ (ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗାକଟା(ପୋଖରୀ)ରେ ମଙ୍ଗଳବାର ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ। ଏହାପରେ…

ଆଜିଠାରୁ ଦୋକାନ ଉଚ୍ଛେଦ

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଛାତରୁ ପଲସ୍ତରା ଖସିବା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଫାଟକକୁ ମେଡିକାଲ କର୍ତ୍ତୃପକ୍ଷ ତାଲା ପକାଇ ବନ୍ଦ କରିଦେଇଥିଲେ। ହେଲେ ରୋଗୀଙ୍କ ଅବଗତ ପାଇଁ ସେପରି କିଛି…

ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଆଶଙ୍କା ନେଇ ସର୍ବଦା ଭୟରେ ରହୁଥିଲେ ସହରବାସୀ। ହେଲେ ଏବେ ସହରର ବିଭିନ୍ନ…

ଭାଇଚାରା ବଞ୍ଚାଇ ରଖିଛି ଚନ୍ଦନ ଯାତ୍ରା

ବଇଣ୍ଡା,୨୪।୫(ଡି.ଏନ.ଏ) ଦୀର୍ଘ ୪୫ ବର୍ଷ ଧରି ଚାଲିଥିବା ବଇଣ୍ଡା ଚନ୍ଦନ ଯାତ୍ରା ଭାଇଚାରା ବଞ୍ଚାଇ ରଖିଛି। ଯେଉଁମାନେ ଏହି ଯାତ୍ରା ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ପରଲୋକ ହୋଇଯାଇଛି। ତଥାପି ଯୁବପିଢ଼ି ଏହି ଯାତ୍ରାକୁ ବଞ୍ଚାଇ ରଖିଛନ୍ତି ବୋଲି…

୫୪ ଶିକ୍ଷକ, କର୍ମଚାରୀଙ୍କ ଦରମା ବନ୍ଦ

ଢେଙ୍କାନାଳ ଅଫିସ,୨୪।୫ ନିର୍ଦ୍ଧାରିତ ସମୟ ଅନୁଯାୟୀ ସ୍କୁଲରେ ପହଞ୍ଚି ନ ଥିବାରୁ ଢେଙ୍କାନାଳ ଜିଲାର ୫୪ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଶିକ୍ଷକ ଓ କର୍ମଚାରୀ ମହଲରେ ଛନକା ପଶିଯାଇଛି। ପ୍ରକାଶ ଯେ,…

ମଦବିକ୍ରି ବନ୍ଦ କରିବାରୁ ଗାଳି, ଅସଦାଚରଣ ଅଭିଯୋଗ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବରଦା, କୁଶିଦା, ସୋଗରଦିଆଣୀ ଗ୍ରାମର ମା’ ଦୁର୍ଗତିନାଶିନୀ ନିଶା ନିବାରଣ ମହିଳା ସଂଘ ନ୍ୟାୟ ପାଇଁ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି, ଗ୍ରାମରେ ଦେଶୀ ମଦ…

୯୧ ଅଭିଯୋଗର ସମାଧାନ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୩୧ଟି ଅଭିଯୋଗ ଗ୍ରହଣ କରାଯାଇ ତନ୍ମଧ୍ୟରୁ ୯୧ଟିର ସମାଧାନ କରାଯାଇଥିଲା। ରେଡ୍‌କ୍ରସ ସହାୟତା ପାଣ୍ଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?