ଆମ ଜିଲା ଖବର

ଦାବି ପୂରଣ ନ ହେଲେ ରବି ମଣ୍ଡିରେ ଧାନ କିଣିବେନି ମିଲର

ଜୟପୁର, ୩୦ା୫(ନି.ପ୍ର.): କୋରାପୁଟ ଜିଲା ମିଲର୍ସ ସଂଘ ବୈଠକ ବୋରିଗୁମ୍ମାଠାରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂଆ ନିୟମ ଏମ୍‌ଏମ୍‌ଡିଏଫ୍‌କୁ କୋରାପୁଟ ଜିଲା ମିଲର୍ସ ମାଲିକ ସଂଘ ବିରୋଧ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷର ବକେୟା ପ୍ରାପ୍ୟ ପ୍ରଶାସନ ଦେଇ ନ ଥିବାରୁ…

କୋରାପୁଟର ଦୟାନିଧିଗୁଡ଼ା ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅଧୀନ ଦୟାନିଧିଗୁଡ଼ାରେ ଶନିବାର ଟ୍ରକ୍‌-ଅଟୋ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚତ୍ଛି। ଘଟଣାସ୍ଥଳରେ ମୂଷାପୁଟ ଗ୍ରାମର ପିଙ୍କି ପ୍ରଧାନୀଙ୍କ ମୃତ୍ୟୁ ହୋଇଥିଲା। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ବୁଟୁରୁଗୁଡା ଗ୍ରାମର…

ଶୋଷ ମେଣ୍ଟାଉଛି ଚୁଆ ପାଣି

ଦଶମନ୍ତପୁର, ୩୦ା୫ (ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ ଶୁଖିଯାଉଛି କୂଅ, ନଳକୂଅ। ଟୋପାଏ ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ପିଇବା ପାଣି ମୁନ୍ଦାଏ ପାଇଁ ବୁଲିବାକୁ ପଡୁଛି କେତେଆଡ଼। ଗୁହାରି କଲେ ବି କୌଣସି ଅଧିକାରୀ ଶୁଣୁନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି…

ଚାକିରି, ବ୍ୟାଙ୍କ ଲୋନ୍‌ କରାଇବା ନାଁରେ ଠକେଇ

ନବରଙ୍ଗପୁର,୩୦ା୫(ବି.ପ୍ର.): ଚାକିରି ଓ ବ୍ୟାଙ୍କ ଲୋନ କରାଇଦେବା ନାଁରେ ଜଣେ ଯୁବକ ଶତାଧିକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ରବିବାର ନବରଙ୍ଗପୁର ଜିଲାର ଆସଙ୍ଗା, ନନ୍ଦାହାଣ୍ଡି, କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଛତ୍ରଲା ଗାଁର ୨୦ରୁ…

ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳ ସହର କଲେଜ ବାଇପାସ ଛକରୁ ରବିବାର ବିଳମ୍ବିତ ରାତିରେ ୭ଟି ଦୋକାନରୁ ଦୁର୍ବୃତ୍ତମାନେ ସଟର ଭାଙ୍ଗି ଚୋରି କରିନେଇଛନ୍ତି। ମିଠା ଦୋକାନରୁ ମିଠା, ନଗଦ ୫୦୦୦ ଟଙ୍କା, ଫଳ ଦୋକାନରୁ କଦଳୀ କାନ୍ଧି ସହ ବିଭିନ୍ନ ପ୍ରକାର…

ସବୁ ବର୍ଗର ବ୍ୟକ୍ତିଙ୍କୁ ୬୦ ପରେ ପେନ୍‌ସନ ଦିଆଯାଉ

ଜୟପୁର, ୩୦ା୫(ନି.ପ୍ର.): ନିଖିଳ ଓଡ଼ିଶା ଇପିଏଫ୍‌ ପେନସନ ଅନ୍ତର୍ଭୁକ୍ତ ବରିଷ୍ଠ ଶ୍ରମିକ କର୍ମଚାରୀଙ୍କ ଏକ ସଭା ସ୍ଥାନୀୟ ଯାଦବ ଭବନରେ କୋରାପୁଟ ଜିଲା ଶାଖା ସଭାପତି ନଳିନୀକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଓଏଏସ୍‌ଆର୍‌ଟିସି, ଯୋଗାଣ ନିଗମ, ଉଠାଜଳସେଚନ ନିଗମ,…

୨୧ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୩୦ା୫ (ନି.ପ୍ର.)- ୨୧ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଙ୍ଗାନଗରର ଇସାକ ଖାନ (୬୯)। ପୋଲିସ ସୂଚନାନୁଯାୟୀ, ୨୦୦୧ରେ ଇସାକ ଖାନ ନାମରେ ଜୟପୁର ଟାଉନ ଥାନାରେ ଚୋରି ମାମଲା…

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନଂ. ଜାତୀୟ ରାଜପଥର ବଗେଇପଦର ଛକ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜୟପୁର ସହର ପାୱ୍ବାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀ। ସେ ଜୟନଗରରେ ଚୁଡି ବ୍ୟବସାୟ କରୁଥିଲେ। ମୃତକଙ୍କ…

ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ ନେଇ ୮୫ କେଜି ଭାରୋତ୍ତଳନ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ…

ଭାରତୀୟ ଟିମ୍‌ରେ ଗୁଣପୁରର ଦୁଇ ଖେଳାଳି

ଗୁଣପୁର,୩୦ା୫(ଡି.ଏନ୍‌.ଏ.): ନେପାଳର ପୋଖରାଠାରେ ମେ ୨୯ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଫୁଟସାଲ ଚମ୍ପିୟନଶିପ୍‌ ପାଇଁ ରାୟଗଡ଼ା ଜିଲା ଗୁଣପୁରର ୨ ଖେଳାଳି ଚୟନ ହୋଇଛନ୍ତି। ଦୁହେଁ ହେଲେ ଜିଆଇଇଟି ବିଶ୍ୱବିଦ୍ୟାଳୟର ବି.ଟେକ୍‌(କୃଷି ବୈଷୟିକ ବିଭାଗ) ତୃତୀୟ ବର୍ଷର ଛାତ୍ର…

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ସ୍କୁଲ ପାଚେରି

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.): ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି। ଅସରାଏ ବର୍ଷାରେ ଶନିବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସ୍କୁଲର ପାଚେରି ନଷ୍ଟ ହୋଇଛି। ଜିଲାରେ ୫-ଟି ଅଧୀନରେ ରୂପାନ୍ତରିତ ସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ସରକାରୀ ସ୍କୁଲ…

ଦୃଷ୍ଟି ଆକର୍ଷଣ କରୁଛି ମଧୁବନୀ ଚିତ୍ରକଳା

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା ପ୍ରାଚୀର ଚିତ୍ର ଆକର୍ଷଣୀୟ ହୋଇଥିବା ବେଳେ ମଧୁବନୀ ଚିତ୍ରକଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଛାତ୍ରୀଛାତ୍ର, ଅଧ୍ୟାପକମାନେ ଚିତ୍ରକଳାକୁ ଉପଭୋଗ କରୁଛନ୍ତି। ହରିଣ, ହାତୀ, ଚଢେଇ, ଗଛଲତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?