ଆମ ଜିଲା ଖବର

ନୂଆପଡ଼ା ରେଳ ଷ୍ଟେଶନରେ ପଶିଲେ ଭାଲୁ, ପରେ…

ନୂଆପଡ଼ା,୧୩ା୧୧ (ମକାରୁ ବେମାଲ): ନୂଆପଡ଼ା ରେଳ ଷ୍ଟେଶନ ପରିସରରେ ବୁଧବାର ଭାଲୁ ଆତଙ୍କ ଦେଖାଦେଇଛି। ସୂଚନା ଅନୁସାରେ ଅପରାହ୍ନ ସାଢ଼େ ୪ଟା ସମୟରେ ରେଳ ଷ୍ଟେଶନ ପରିସରକୁ ନିକଟସ୍ଥ ଜଙ୍ଗଲରୁ ୩ଟି ଭାଲୁ ପଶି ଆସିଥିଲେ। ସେମାନେ କୌଣସି କ୍ଷୟକ୍ଷତି କରି…

ଓଲଟିଲା ସ୍କୁଲ ଭ୍ୟାନ୍‌, ଧାନକିଆରିରେ ପଡ଼ିବାରୁ…

ଖଇରା,୧୩ା୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଅଧୀନ ଗଣ୍ଡିବେଡ଼ -ଔପଦା ରାସ୍ତାର ଖଇରା ଥାନା ଅଧୀନ ସରସତିଆ ପେଟ୍ରୋଲ ପମ୍ପ ନିକଟରେ ଗୌର ଗୋପାଳ ସ୍କୁଲର ଭ୍ୟାନ୍‌ ପିଲାମାନଙ୍କୁ ଆଣିବାକୁ ଯିବା ସମୟରେ ଭାରସାମ୍ୟ ହରାଇ ନୟନଯୋଡ଼ି ସଂଲଗ୍ନ ଧାନ କିଆରିକୁ ଓଲଟି…

ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣି, ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଝରକା ପଟେ ଫିଙ୍ଗିଦେଲେ ବିଡ଼ାବିଡ଼ା ନୋଟ୍‌

ଭବାନୀପାଟଣା,୧୩ା୧୧(ଉତ୍ତମ ଦାଶ): ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍‌ସନ୍‌ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କଠାରୁ ୨୦୦୦୦…

ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ନେଉଛନ୍ତି ତାଲିମ: କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୧୨।୧୧(ସୁଶାନ୍ତ ବାରିକ): ପ୍ରଧାନ ଶିକ୍ଷକଙ୍କଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୭ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ଏହାପୂର୍ବରୁ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି ।…

ପାଣିରେ ଭାସୁଛି ପାଚିଲା ଧାନ, ଗଜା ବାହାରିବା ଦେଖି ଚାଷୀ…

ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ): ବାତ୍ୟା ମୋନ୍ଥା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପାଚିଲା ଧାନରେ କେନାଲ ପାଣି ପଶିଛି। ଚାଷୀ ଧାନ ଅମଳ କରି ଘରକୁ ନେବା ସମୟରେ ଜଳସେଚନ ବିଭାଗର ଖାମଖିଆଲ ନୀତି ଯୋଗୁ ପାଚିଲା…

ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍‌: ସୁବର୍ଣ୍ଣପୁରକୁ ୨ ସ୍ବର୍ଣ୍ଣ, ୧ ରୋପ୍ୟ

ଅମରପାଲି,୧୩।୧୧(ପୀତାମ୍ବର ସାହୁ): ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍‌ ୨୦୨୫-୨୬ର ପ୍ରଥମ ଦିବସରେ ସୁବର୍ଣ୍ଣପୁର ଜିଲାକୁ ମିଳିଛି ସଫଳତା। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ଦିବସରେ ଜିଲାକୁ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ମିଳିଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର…

ବାଲିଯାତ୍ରାରେ ଦର୍ଶକଙ୍କୁ ଝୁମେଇଲେ ବିନୋଦ: ସାଉଁଟିଲେ ପ୍ରଶଂସା

ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ): ଓଡିଶାର ସବୁଠାରୁ ବଡ଼ ଯାତ୍ରା ଭାବେ ପାଳନ କରାଯାଏ ବାଲିଯାତ୍ରା। କଟକ ସହରରେ ଏହି ଯାତ୍ରାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଦର୍ଶକ ଛୁଟି ଆସନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସହ ଅନେକ…

ଶୀତରେ ଥରୁଛି ଜି ଉଦୟଗିରି: ୭.୬ ସର୍ବନିମ୍ନ ତାପମାତ୍ରା

ଜି ଉଦୟଗିରି ୧୩/୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ) କ୍ରମାଗତ ଏକ ସପ୍ତାହ ହେବ ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ରାସ୍ତା…

ଭୟଙ୍କର ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବାହାରିଗଲା କାର୍‌ ଇଞ୍ଜିନ, ଦେଖନ୍ତୁ Video…

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼-ଭଟଲି ରାସ୍ତାର ବରଡୋଲ ଗ୍ରାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟାରେ ହୋଇଥିବା ଏହି ଦୁର୍ଘଟଣାରେ ଏକ କାର୍‌ ବିଦ୍ୟୁତ ଖୁଣ୍ଟରେ ପିଟି ହେବାରୁ କାର୍‌ ଇଞ୍ଜିନ ବାହାରି ରାସ୍ତା ଉପରକୁ…

ପୋଖରୀରେ ପଶିଗଲା କାର୍‌: ୨ ଭାଇ ଚାଲିଗଲା ଜୀବନ, ୨ ଗୁରୁତର

ଆସିକା,୧୩।୧୧: ଆସିକା-ବଡ଼ ଆଗୁଳ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ପୋଖରୀରେ ଏକ କାର୍‌ ପଶିଯାଇଛି। କାରରେ ବସିଥିବା ଚାରି ଜଣ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଦୁଇ…

ବନ୍ଧୁକ ମୁନରେ ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍‌: ଲକ୍ଷାଧିକ ଟଙ୍କା…

ବଣାଇଁ, ୧୩.୧୧(ପ୍ରଦୀପ ତ୍ରିପାଠୀ): ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନା ଅଧିନ ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳ ଷ୍ଟେଶନ ସାଇଡିଂ ନିକଟ ର ଥିବା ଏକ ଟ୍ରାନ୍ସପୋର୍ଟ ଅଫିସରୁ ଗତକାଲି ବିଳମ୍ବିତ ରାତିରେ ସ୍କର୍ପିଓ ଗାଡିରେ ଆସି ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ…

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି: ସର୍ବନିମ୍ମ ୭.୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା

ଦାରିଙ୍ଗବାଡି, ୧୨।୧୧ (ଅରୁଣ ସାହୁ): ଦିନକୁ ଗୋଟିଏ ଡିଗ୍ରୀ ତାପମାତ୍ରା କମିବାରେ ଲାଗିଛି ଫଳରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ଜାଡ଼ରେ ଥରୁଛି। ସବୁଠି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସନ୍ଧ୍ୟା ସମୟରୁ ହିଁ ଥରାଉଛି । ଗତ ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri