ଗଜଲକ୍ଷ୍ମୀ ପୂଜାକୁ ନେଇ ବିବାଦ, ଅନଶନରେ ଆୟୋଜକ
କଟକ ସଦର, ୨୩ା୧୦ (ସୁଶାନ୍ତ କୁମାର ଜେନା): ୪୨ ମୌଜା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଚଳିତ ବର୍ଷ ଏକ ଗୋଷ୍ଠୀ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଥିଲା। ଏଥିପାଇଁ ପୋଲିସର ଅନୁମତି ନିମନ୍ତେ ମଧ୍ୟ ଆବେଦନ କରାଯାଇଥିଲା। ମାତ୍ର ସ୍ଥାନୀୟ…
ଗଞ୍ଜାମରେ ଜୁଆ ଆଡ୍ଡାରେ ପୋଲିସର ଛାଟ୍
ଛତ୍ରପୁର, ୨୩ା୧୦ (ଦିଲ୍ଲୀପ ସାମଲ): ପାର୍ବଣ ଋତୁରେ ବେଆଇନ ଜୁଆ ଖେଳ ଉପରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି ରହିଛି। ଗଞ୍ଜାମ ପୋଲିସ ଜିଲ୍ଲାର ୨୧ଟି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୨ଟି ଜୁଆ ଆଡ୍ଡା ଠାବ କରାଯାଇଛି।…
୭ ଫୁଟ୍ ୭ ଇଞ୍ଚ ଲମ୍ବର ମଲା ବଉଳା କୁମ୍ଭୀର ଜବତ
ରାଜନଗର, ୨୩ା୧୦ (ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବୈତରଣୀ ନଦୀ ପାର୍ଶ୍ୱ ବେଙ୍ଗମାରିଠାରେ ୭ ଫୁଟ୍ ୭ ଇଞ୍ଚ ଲମ୍ବର ଏକ ମୃତ ବଉଳା କୁମ୍ଭୀରକୁ ବନ ବିଭାଗ ଜବତ କରିଛି। ରାଜନଗର ବନଖଣ୍ଡ ଅନ୍ତର୍ଗତ ଭିତରକନିକା ରେଞ୍ଜ…
ଖେଳପଡ଼ିଆରୁ ଦେଶସେବା, ଯୁବପିଢ଼ିଙ୍କୁ ନୂଆ ଭରସା: ଦୁଇ ମିନି ଷ୍ଟାଡିୟମ୍ ପାଇଁ ଖର୍ଚ୍ଚ ହେବ ୨୯ କୋଟି
ଭଞ୍ଜନଗର, ୨୩ା୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଯୁବପିଢ଼ିଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏକାଧିକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଦୁଇଟି ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ୨୯ କୋଟି…
ଟାଙ୍ଗିଆ ଆକ୍ରମଣରେ ବୃଦ୍ଧ ମୃତ, ଅଭିଯୁକ୍ତଙ୍କୁ ବାନ୍ଧିଲେ ପରିବାର
ପାପଡ଼ାହାଣ୍ଡି, ୨୩ା୧୦ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସିରସୀ ପଞ୍ଚାୟତର ପାଳପୁର କଦମଗୁଡ଼ା ଗ୍ରାମରେ ଟାଙ୍ଗିଆ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତ ଡଙ୍ଗରିଗୁଡ଼ା ଗ୍ରାମର ମୁଣ୍ଡରା…
କେନାଲକୁ ଶୌଚ ଯିବା ହେଲା କାଳ, ବାଟରେ…
ଦିଗପହଣ୍ଡି,୨୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ ଡ଼୍ୟାମ ଛକରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରି ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ହାଟୁଆ ସାହିର…
ଏସ୍ପିଙ୍କ ବଡ଼ ବୟାନ: ଅପରାଧ ନିୟନ୍ତ୍ରଣରେ ପୋଲିସକୁ ମିଳୁଛି ସଫଳତା
ଭଞ୍ଜନଗର, ୨୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇଛି। ଅପରାଧ ନିୟନ୍ତ୍ରଣ ସହ ହଜିଯାଇଥିବା ମୋବାଇଲ ଫୋନ୍ ଏବଂ ଚୋରି ସାମଗ୍ରୀ ଉଦ୍ଧାର କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଛି। ଶୁକ୍ରବାର ଭଞ୍ଜନଗର…
ଶେଷ ବିଦାୟ ନେଲେ କାହ୍ନୁଚରଣ, ଶୋକରେ ପାଟଣା
ପାଟଣା,୨୩ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ବିୟୋଗରେ ସମଗ୍ର ଜିଲା ତଥା ପାଟଣା ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ରାତିରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୯ ବର୍ଷ ବୟସରେ ତାଙ୍କର ପରଲୋକ…
ଘର ଆଗରେ ବୃଦ୍ଧଙ୍କୁ ଦଳିଦେଲା ହାତୀ
କଳିଙ୍ଗନଗର,୨୩।୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ବନ୍ଧପଲ୍ଲୀ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗନ୍ନାଥ ରାଉତ(୬୦)। ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଛି।…
ରିଷିଡାରେ ଉଦଯାପିତ ହେଲା ଦୁର୍ଗାପୂଜା, ରାବଣ ପୋଡ଼ିରେ ସହସ୍ରାଧିକ ଲୋକ….
ରିଷିଡା,୨୩।୧୦(ସୁଶାନ୍ତ ମଲ୍ଲିକ ): କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ୬୭ତମ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି ରାବଣ ପୋଡ଼ି ଦେଖିବା ପାଇଁ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । ଏଥିରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ…
ନବରଙ୍ଗପୁରରେ ଚାଞ୍ଚଲ୍ୟ! ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ବଳାତ୍କାର…
ନବରଙ୍ଗପୁର,୨୩।୧୦(ସଦାଶିବ ପ୍ରହରାଜ ) : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ…
ଅଭିଯୋଗ ପରେବି ଥମୁନି ଚୋରା ମଦ ବେପାର, ଡବେରୀ ଗ୍ରାମବାସୀ….
ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ବେଧଡ଼କ ଚାଲିଛି ଚୋରା ମଦ ବେପାର । ଏହାକୁ ନେଇ ଗ୍ରାମ୍ୟ କମିଟି ଓ ବିର୍ଷାମୁଣ୍ଡା ଯୁବକ ସଙ୍ଘ ପକ୍ଷରୁ ବାରମ୍ବାର ବୈଠକ କରି ଗାଁରେ ଏହି ବ୍ୟବସାୟୀଙ୍କୁ ମଦ…

