ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ
କେନ୍ଦୁଝର,୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାରିଆ ଥାନା ଅଧୀନ ପାହାଡ଼ପୁର ଗ୍ରାମର ସ୍ବର୍ଗତ ଭୀମସେନ ନାୟକଙ୍କ ପୁଅ ବନମାଳୀ ନାୟକ(୪୦) ବୁଧବାର ନିଜ ବାଇକ ଯୋଗେ ବଡ଼ନେଉଳିରୁ ଖୁଦପଶି ଯାଉଥିବା ବେଳେ ଅନ୍ୟ ଏକ ବାଇକ ସହ ଧକ୍କା…
ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ଯୁବକ
କୋକସରା,୧୮।୮(ଡି.ଏନ୍.ଏ.): ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ପୋଲିସ ଜୟନ୍ତପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ନୀଳକଣ୍ଠ ବାରିକ(୨୭)। ଅଭିଯୋଗ ମୁତାବକ, ଗତ ୧୪ ତାରିଖ…
ବିଜେଡି ସଭାପତିଙ୍କ ନାଁରେ ମେସେଜ କରି ମାଗୁଥିଲେ ଟଙ୍କା, ଦେଲେ ଏତଲା
ଫୁଲବାଣୀ ଅଫିସ, ୧୮।୮: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ନାମରେ ହ୍ବାଟସ ଆପ୍ରେ ମେସେଜ କରି କେହି ଜଣେ ବ୍ୟକ୍ତି ଟଙ୍କା ମାଗୁଛନ୍ତି। ଏ ନେଇ କର୍ଣ୍ଣ ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି । କର୍ଣ୍ଣଙ୍କ କହିବା…
ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ
ବଡ଼ଗାଁ,୧୮ା୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଗଙ୍ଗାଜଳ ନିକଟ ସ୍କାନଷ୍ଟିଲ କାରଖାନା ସମ୍ମୁଖ ୧୦ନଂ. ରାଜ୍ୟ ରାଜପଥ ପାର୍ଶରେ ଥିବା ଏକ ଟାୟାର ମରାମତି ଦୋକାନୀଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଦୁର୍ବୃତ୍ତମାନେ ୨୦ହଜାର ଟଙ୍କା ଲୁଟ ନେଇଛନ୍ତି। ଏନେଇ ଦୋକାନୀ…
ମାଟି ଅତଡା ଖସି ଚାଲିଗଲା ୨ ଜୀବନ
କୋରାପୁଟ,୧୮।୮(ସ୍ବ.ପ୍ର.): କୋରାପୁଟ ଜିଲା ବୈପାରୀଗୁଡା ଗୁପ୍ତେଶ୍ୱର ମାଳିପଦର ଜଙ୍ଗଲରେ ଗୁରୁବାର ଏକ ଅଘଟଣ ଘଟିଛି। ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ମଙ୍ଗଳବାର…
ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ
ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ(୧୮)। ଅନକ ମେଧାବୀ ଛାତ୍ର ଥିଲେ। ସେ ଡିପ୍ଲୋମା…
ବନ୍ୟା ଆଣିଛି ବିପତ୍ତି: ସାପ କାମୁଡ଼ା, ନଦୀରେ ଭାସି ଚାଲିଗଲା ୨ ଜୀବନ
ଭଞ୍ଜନଗର,୧୮।୮(ଡି.ଏନ୍.ଏ.): ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗିନ ହୋଇଛି। ବହୁ ଲୋକେ ପାଣି ଘେରର ଥିବା ବେଳେ ଜନବନ୍ଦି ହୋଇ ରହିଛନ୍ତି। ଏଭଳିସ୍ଥିତିରେ ମଣିଷ ଏବଂ ଗୃହପାଳିତ ପ୍ରାଣୀଙ୍କ ପାଇଁ ସାପ ଭୟ ଘାରିଛି। ଏହି ସମୟରେ ଗଞ୍ଜାମ ଜିଲାରୁ ଗୁରୁବାର ଆସିଛି…
ପୁଣି ବନ୍ଦ ହେଲା ହୀରାକୁଦର ୪ ଗେଟ୍
ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍ ମଧ୍ୟରୁ ଗୁରୁବାର ୮ଟି ଗେଟ୍ ବନ୍ଦ ହୋଇଥିବା ବେଳେ ପୁଣି ଆଉ ୪ଟି ଗେଟ୍କୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା…
ବନ୍ୟାରେ ୭ ପଞ୍ଚାୟତ ପ୍ରଭାବିତ: ୩ ଦିନ ରନ୍ଧାଖାଦ୍ୟ ଯୋଗାଇବାକୁ ବିଧାୟକଙ୍କ ପରାମର୍ଶ
ନିଶ୍ଚିନ୍ତକୋଇଲି,୧୮ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଗୁରୁବାର ବନ୍ୟା ସମ୍ପର୍କିତ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ବିଡିଓ, ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ…
‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’
ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏନେଇ ଶିଳ୍ପପତିମାନେ ସଚେତନ ହେବା ସହ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଜନସାଧାରଣଙ୍କ…
ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ୮ ଗେଟ୍
ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍ ମଧ୍ୟରୁ ଗୁରୁବାର ଆଉ ୮ଟି ଗେଟ୍କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ୩୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ଜଣାପଡିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅଧିକ ଗେଟ୍ ଖୋଲାଯାଇଥିଲା।…
ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ
ଆରଡ଼ି,୧୮ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ ଦେଖା ଗୃହ ଛାତରୁ ଗୁରୁବାର ପ୍ଲାଷ୍ଟର ଖସିପଡ଼ିଛି। ସୌଭାଗ୍ୟବଶତଃ ଏଠାରେ ବସିଥିବା ରୋଗୀମାନଙ୍କ ପାଖରେ ପଡ଼ିଥିଲା। ଫଳରେ କୌଣସି ରୋଗୀ ଆହତ ହୋଇନାହାନ୍ତି। ଜିଲାର ପର୍ଯ୍ୟଟନ କେନ୍ଦ୍ର ତଥା ଆଖଣ୍ଡଳମଣିଙ୍କ ପୀଠ…

