ଖଣିଖାଦାନ ଅଞ୍ଚଳରେ ବନ୍ଦ ପଡ଼ିଛି ଶିଳ୍ପ, ଫିକା ପଡ଼ିଲା ବିଶ୍ୱକର୍ମା ପୂଜା
କେନ୍ଦୁଝର,୧୭ା୯(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ବିଶ୍ୱକର୍ମା ପୂଜା ଫିକା ପଡ଼ିଛି। କରୋନା ପରେ ଚଳିତ ବର୍ଷ ଧୂମ୍ଧାମରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ। ମାତ୍ର ଖଣିଖାଦାନ ଓ ଶିଳ୍ପ ବନ୍ଦ…
ହାତୀ-ମଣିଷ ତିକ୍ତତା ରୋକିବା ପାଇଁ ନୂଆ ପ୍ରୟାସ
କେନ୍ଦଝର,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ରୋକିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଆଗୁଆ ସୂଚନା ଦେବା ପାଇଁ ଆରମ୍ଭ ହୋଇଛି ଭଏସ୍ ଓ ଟେକ୍ଷ୍ଟ ମେସେଜ…
କମ୍ପାନୀ ବସ୍-ହାଇଓ୍ବା ଧକ୍କା: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି
ଝାରସୁଗୁଡ଼ା ଅଫିସ,୧୭ା୯: ଝାରସୁଗୁଡ଼ା ଜିଲା ସଦର ଥାନା ବାଇପାସ ପାଓ୍ବାର ହାଉସ୍ ନିକଟରେ ଶୁକ୍ରବାର ସମ୍ବଲପୁର ଜିଲା ଠେଲକୁଲିସ୍ଥିତ ଭୂଷଣ ଜେଏସ୍ଡବ୍ଲ୍ୟୁ କମ୍ପାନୀର ୧୫ ନଂ ବସ୍କୁ ଏକ କୋଇଲା ବୋଝେଇ ହାଇଓ୍ବା ଧକ୍କା ଦେଇଥିଲା। ଏହି ବସ୍ରେ ୫୦ରୁ ଅଧିକ…
ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ଲାଗି କାଜୁଗଛ ନଷ୍ଟ: କ୍ଷତିପୂରଣ ଦାବିରେ ଚାଷୀଙ୍କ ରାସ୍ତାରୋକୋ
ଛତ୍ରପୁର,୧୭।୯(ଡି.ଏନ୍.ଏ.): ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ଲାଗି ଲକ୍ଷ ଲକ୍ଷ ଟଙ୍କାର କାଜୁଗଛ ନଷ୍ଟ ହୋଇଛି । ଏହାର କ୍ଷତିପୂରଣ ଦାବିରେ ଶନିବାର ପୋଟଲାମପୁର ଜଳସେଚନ କାର୍ଯ୍ୟାଳୟ ଆଗରେ ଚାଷୀମନେ ଧାରଣା ଦେଇ ରାସ୍ତାରୋକୋ କରିଛନ୍ତି। ପୋଟଲାମପୁର ପାଣି ପଞ୍ଚାୟତ ଅଧୀନ…
ଗଳା କାଟି ପଥରରେ ଛେଚିଦେଲେ
ଖୋର୍ଦ୍ଧା ଅଫିସ, ୧୭।୯: ଖୋର୍ଦ୍ଧାରେ ଜଣେ ଯୁବକଙ୍କୁ ଗଳା କାଟିବା ପରେ ପଥରରେ ଛେଚି ବୀଭତ୍ସ ହତ୍ୟା କରାଯାଇଛି । ଶନିବାର ଜଟଣୀ ଥାନା ମିଲ୍ପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଗଜପତି ନଗର ଅଞ୍ଚଳର ଜି.ଈଶ୍ବର…
ବଜ୍ରକାପ୍ତା ବିକ୍ରି ବେଳେ ଉଦ୍ଧାର: ୮ ଗିରଫ
ମାଲକାନଗିରି,୧୭।୯(ଡି.ଏନ୍.ଏ): ମାଲକାନଗିରି ଜିଲା କାଲିମେଳା ବନାଞ୍ଚଳ ଅଧୀନ ପୋଟେରୁ ଅଞ୍ଚଳରୁ ବନବିଭାଗ ଶନିବାର ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା…
ଚାକିରି ଦେବା ନାଁରେ ଟଙ୍କା ଲୁଟ୍, ୪ ନକଲି ନାଭାଲ ଅଫିସରଙ୍କୁ ଧରିଲା ପୋଲିସ
ଗଜପତି,୧୭।୯(ଡି.ଏନ୍,ଏ.): ପାରଳାଖେମୁଣ୍ଡି ପୋଲିସ କବ୍ଜାରେ ନକଲି ନାଭାଲ ଅଫିସର ଟିମ୍ । ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗକୁ ଭିତ୍ତି କରି ପାରଳାଖେମୁଣ୍ଡି ପୋଲିସ ଶନିବାର ବିଶାଖାପାଟଣାରୁ ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣଙ୍କୁ ଧରିବାରେ ସଫଳ ହୋଇଛି।…
୩ ବର୍ଷ ପରେ ଛତ୍ରପୁର ନୂଆ ବସଷ୍ଟାଣ୍ଡରୁ ଗଡ଼ିଲା ବସ୍
ଛତ୍ରପୁର,୧୭।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁରର ନୂଆ ବସ୍ଷ୍ଟାଣ୍ଡରୁ ଶନିବାର ବସ୍ଗୁଡ଼ିକ ୩ ବର୍ଷ ପରେ ଯାତାୟାତ ଆରମ୍ଭ କରିଛି। ୬.୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ବସ୍ଷ୍ଟାଣ୍ଡରୁ ବସ ଯାତାୟାତ କରୁ ନ ଥିଲା। ଫଳରେ ନବନିର୍ମିତ…
ପୈଠ ହୋଇନି ବିଲ୍, ବିଦ୍ୟୁତ୍ ସେବା, ପାନୀୟ ଜଳ ବନ୍ଦ
ରାୟଗଡ଼ା ଅଫିସ,୧୭ା୯: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗ ପକ୍ଷରୁ ୧୧ ପଞ୍ଚାୟତରେ ଶୁକ୍ରବାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଛି l ପଞ୍ଚାୟତ ପକ୍ଷରୁ ବିଦ୍ୟୁତ୍ ବିଲ୍ ପୈଠ ହୋଇ ନ ଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।…
ପାଠ ପଢ଼ିବେ ପାର୍ବତୀ
ବୈପାରିଗୁଡା,୧୭ା୯ (ଡି.ଏନ୍.ଏ.): ବାପା ମା’ ସ୍ନେହରୁ ବଞ୍ଚତ୍ତ ପାର୍ବତୀ ପୂଜାରୀଙ୍କ ମୁହଁରେ ହସ ଫୁଟିଛି। ଆର୍ଥିକ ଅନଟନ ଓ ପାରିବାରିକ ଅସୁବିଧା ଯୋଗୁ ତାଙ୍କ ପାଠପଢା ଅଧାରୁ ଅଟକିଯିବା ନେଇ ସୃଷ୍ଟି ହୋଇଥିବା ସଂସୟ ଦୂର ହୋଇଛି। ବ୍ଲକର ବାଲିଗଁାସ୍ଥିତ ମଙ୍ଗଳ…
ଜୟଶ୍ରୀ ମିଶ୍ର ହତ୍ୟା ମାମଲା: ୩ ମାସ ପାରୋଲରେ ଗଲେ ଅଭିଯୁକ୍ତ
ସମ୍ବଲପୁର,୧୭।୯(ବ୍ୟୁରୋ): ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଶନିବାର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ହାଇକୋର୍ଟ ୩ ମାସ ପାଇଁ ପାରୋଲରେ ଛାଡିଛନ୍ତି। ଅନ୍ୟପଟେ ନିଜର ଓ ନିଜ ଭାଇ ସମେତ ଦୁଇ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ…
ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ
ଉମରକୋଟ, ୧୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ନେଉରା ପଞ୍ଚାୟତ ତେଲଗାଁ ଗ୍ରାମସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇଛନ୍ତି। ଏଠାରେ ଶିକ୍ଷକ ଅଭାବରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ମିଳି ପାରୁନାହିଁ ବୋଲି ଅଭିଭାବକମାନେ…

