ଛତ୍ରପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଛତ୍ରପୁର,୨୪ା୯ (ଡି.ଏନ.ଏ.): ଛତ୍ରପୁର ଏନ୍ଏସିର ସାଧାରଣ ପରିଷଦ ବୈଠକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପୌରୋହିତ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା,ଉପାଧ୍ୟକ୍ଷ ଜି.ପାପା ରାଓ, ନିର୍ବାହୀ ଅଧିକାରୀ ଉମାଶଙ୍କର ନାୟକ ମଞ୍ଚାସୀନ ଥିଲେ। ବୈଠକରେ ପରିମଳ,…
ନ୍ୟାୟ ପାଇଁ କ୍ୱାର୍ଟର୍ସ ଆଗରେ ସ୍ତ୍ରୀଙ୍କ ଧାରଣା
ବ୍ରହ୍ମପୁର ଅଫିସ,୨୪ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଶୁକ୍ରବାର ସରକାରୀ ରେଳବାଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ସେପଟେ ସ୍ତ୍ରୀ ସ୍ବପ୍ନା ନାୟକ…
ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ
ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଅଧିକାରୀମାନେ ଠିକ୍ ଭାବେ ଅନୁଧ୍ୟାନ କରି ତ୍ରୁଟି ସଂଶୋଧନ ପାଇଁ ଗତ ଦୁଇ ବର୍ଷ…
ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୨୦ କି.ମି. ଯାତ୍ରା
ପାରାଦୀପ ୨୪l୯(ସ୍ବ.ପ୍ର.): ପାରାଦୀପ ଗଡ ପଞ୍ଚାୟତ ଓ ପୌରପାଳିକା ଉପାନ୍ତରେ ରହିଛି ଚନକଣ ନାମକ ବଙ୍ଗୀୟ ବସ୍ତି। ଏହାର ଭୌଗଳିକ ସୀମା କହିଲେ ତୈଳ ବିଶୋଧନାଗାର ଓ ପିପିଏଲ୍ କାରଖାନାର ମଧ୍ୟସ୍ଥଳକୁ ବୁଝାଏ। ପୂର୍ବ ଭାଗରେ ବଙ୍ଗୋପସାଗର, ପଶ୍ଚିମରେ କଂସାରୀପାଟିଆ ନଦୀ…
ବିପଦରେ ବହୁରୂପୀ ଏଣ୍ଡୁଅ ବଂଶ
ମହାକାଳପଡ଼ା, ୨୪ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ କଜଳପାତିଆ ଲୁଣା ଜଙ୍ଗଲରେ ପ୍ରଚୁର ପରିମାଣରେ ବହୁରୂପୀ ଏଣ୍ଡୁଅ (ଚାମେଲିୟନ ପ୍ରଜାତି) ଦେଖିବାକୁ ମିଳେ। ଏହି ବହୁରୂପୀ ଏଣ୍ଡୁଅ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ହେଲେ ବଂଶ…
ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ
କେନ୍ଦ୍ରାପଡ଼ା ଅଫିସ, ୨୪ା୯: ଜୈବବିବିଧତା ଭରା ଜାତୀୟଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବା ବେଳେ ସାମୁଦ୍ରିକ ଓ ଆଭ୍ୟନ୍ତର ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଉପରେ ମାଛ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ମହାକାଳପଡ଼ା…
କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ
କୁଜଙ୍ଗ,୨୪ା୯(ଡି.ଏନ୍.ଏ.): ସାଗରମାଳା ପ୍ରକଳ୍ପ ଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଉପକୂଳ ରାଜପଥ ୩(କ) ପାଇଁ କୁଜଙ୍ଗ ସୂଚନାକେନ୍ଦ୍ରରେ ଶୁକ୍ରବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବରରେ ପ୍ରକଳ୍ପ ପାଇଁ ଜମିହରାଇବାକୁ ଯାଉଥିବା କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ଟି ମୌଜା ଯଥା…
ଭରତିଆ ଟାୱାରରେ ଅଗ୍ନିକାଣ୍ଡ
କଟକ ଅଫିସ,୨୪।୯: କଟକ ବାଦାମବାଡ଼ିସ୍ଥିତ ଭରତିଆ ଟାୱାର ୭ ମହଲାର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ…
ବାଲିମୁଣ୍ଡା ଏୟାରଷ୍ଟ୍ରିପ୍, ଶିଳ୍ପାଞ୍ଚଳ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା
ଭଦ୍ରକ ଅଫିସ/ଚାନ୍ଦବାଲି, ୨୪।୯(ଡି.ଏନ.ଏ.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଭଦ୍ରକ ଜିଲା ଗସ୍ତରେ ଆସି ଧାମରାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଅପରାହ୍ନ ୩ଟା ୨୨ରେ ହେଲିକପ୍ଟର…
୩୪ ଏକର ଜାଗାରେ ହେବ ବାଲିଯାତ୍ରା
କଟକ ଅଫିସ,୨୪ା୯: କଟକ ବାଲିଯାତ୍ରା ପଡ଼ିଆକୁ ଲାଗି ପୋତା ଯାଇଥିବା ମହାନଦୀ ଶଯ୍ୟାରେ ବାଲିଯାତ୍ରା ଅଞ୍ଚଳର ସମ୍ପ୍ରସାରଣ ପାଇଁ ହୋଇଥିବା ଆବେଦନ ଉପରେ ରୋକ୍ ଲଗାଇଛନ୍ତି ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)। ଜିଲା ପ୍ରଶାସନ ପକ୍ଷରୁ ୮୫ ଏକର ଜମିରେ ବାଲିଯାତ୍ରା କରାଯିବାକୁ…
କଟକରେ ହେବ ଲିଜେଣ୍ଡ୍ସ ଲିଗ୍ ଫାଇନାଲ
ଭୁବନେଶ୍ୱର, ୨୩ା୯: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ (ଏଲ୍ଏଲ୍ସି)ର ଫାଇନାଲ ଅକ୍ଟୋବର ୫ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଟୁର୍ନାମେଣ୍ଟର ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍ ପ୍ରତି ଖେଳପ୍ରେମୀଙ୍କ ଆଗ୍ରହ ପରିଲକ୍ଷିତ ହେଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଷ୍ଟାଡିୟମରେ…
ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ
ପାତ୍ରପୁର,୨୩ା୯(ଡି.ଏନ.ଏ.): ସାମନ୍ତିଆପଲ୍ଲୀ ରେଞ୍ଜ ନାରାୟଣପୁର ଛକ ନିକଟରେ ଶୁକ୍ରବାର ଆନ୍ଧ୍ର ଚାଲାଣ ବେଳେ ଜଙ୍ଗଲ ବିଭାଗ ଶଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲାର ଅର୍ଜ୍ଜୁନ…

