Advertisement

ମୁକ୍ତ ନିରପେକ୍ଷ ଉପନିର୍ବାଚନ ଦାବି କଲା ଭାଜପା

ଭଦ୍ରକ ଅଫିସ,୩୧ା୧୦: ଧାମନଗରରେ ଆସନ୍ତା ନଭେମ୍ବର ୩ରେ ମୁକ୍ତ ଅବାଧ ଭୟମୁକ୍ତ ଉପନିର୍ବାଚନ ଓ ଶାସକ ଦଳର ଗୁଣ୍ଡାରାଜ ପ୍ରଶାସନିକ ପକ୍ଷପାତିତା ବିରୋଧରେ ସୋମବାର ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଭାଜପା ସତ୍ୟାଗ୍ରହ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ ନେତା ମାନେ ସତ୍ୟାଗ୍ରହରେ ବସିଛନ୍ତି। ଏଥିରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭଦ୍ରକ ବିଧନସଭା ନେତା ଡା. ପ୍ରଦୀପ ମହାପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀ ବଜାର: ଦରଦାମ୍‌ ଅନିୟନ୍ତ୍ରିତ

ଭଦ୍ରକ ଅଫିସ, ୩।୬ – ଆଜି ସାବିତ୍ରୀ ବ୍ରତ। ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ଏଥିଲାଗି ସେମାନେ ସାବିତ୍ରୀଙ୍କୁ...

ବରଗଡ଼ରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍‌

ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ...

ଗ୍ରାମାଞ୍ଚଳ ଉଦ୍ୟାନ କାର୍ଯ୍ୟ ସ୍ଥିତି ପରଖିଲେ ଅତିରିକ୍ତ ଜିଲାପାଳ

ରସୁଲପୁର,୧୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ବଧକଇଁଚି ପଞ୍ଚାୟତର ମା’ହିଙ୍ଗୁଳା ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଉଦ୍ୟାନ ନିର୍ମାଣ ହେବ। ଏଥିପାଇଁ ଜମି ଚିହ୍ନଟ ହେବା ସହ ଭିତ୍ତିଭୂମିର...

କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ

ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...

ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ

କଟକ ଅଫିସ,୨-୯: ଦୁର୍ଗାପୂଜା ପାଇଁ ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ ଆରମ୍ଭ ହେଉଛି। ଏହି ଅବଧି ମଧ୍ୟରେ ଦୁଇ ଦିନ ଅର୍ଥାତ୍‌ ଅକ୍ଟୋବର ୪ ଓ...

ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨ ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର...

ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ବିଗୁଡୁଛି ଖଣି ଅଞ୍ଚଳ ଆର୍ଥିକ ପରିସ୍ଥିତି : ଲାଗି ରହିଛି ଅଚଳାବସ୍ଥା

କାଳିଆପାଣି,୩ା୯(ଡି.ଏନ୍‌.ଏ.)- କ୍ରୋମାଇଟ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଲାଗି ରହିଥିବାରୁ ଅଞ୍ଚଳର ଆର୍ଥିକ ପରିସ୍ଥିତି ବିଗିଡିବାରେ ଲାଗିଛି ା ୧୪ ଦିନ...

ଅଜଣା ରୋଗ: ଆଉ ଜଣଙ୍କର ମୃତ୍ୟୁ

ମାଲକାନଗିରି/ମାଥିଲି,୧୧ା୯(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗରେ ଶନିବାର ଜଣକର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୧୨ ରେ...

Advertisement
Archives

Model This Week